ଅଭିନେତ୍ରୀ ସୁପ୍ରିୟାଙ୍କୁ ବିବାହ କରିବାକୁ ଯାଉଛନ୍ତି ଅଭିନେତା ଅନୁଭବ ମହାନ୍ତି ,ନିଜ ବିବାହକୁ ନେଇ ମୁହଁ ଖୋଲିଲେ Anubhab ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

ଦ୍ୱିତୀୟ ବିବାହ କରିବେ ଓଲିଉଡ଼ର ସୁପରଷ୍ଟାର ତଥା ପୂର୍ବତନ ସାଂସଦ ଅନୁଭବ ମହାନ୍ତି ନିଜ ବିବାହକୁ ନେଇ ମୁଁହ ଖୋଲିଛନ୍ତି ଅନୁଭବ ମହାନ୍ତି ସେ କାହାକୁ ବିବାହ କରିବେ ଏବଂ କେବେ ବିବାହ କରିବେ । ଅନୁଭବ ବର୍ଷାଙ୍କ ଛାଡ଼ ପତ୍ର ରୁଜୁ ପରେ ବର୍ଷା ଅନୁଭବଙ୍କ ଠାରୁ ଦୂରେଇ ଯାଇଛନ୍ତି ପୂର୍ବରୁ ସୋସିଆଲ ମିଡିଆରେ ଅନୁଭବ ଜାଗୃତି ଙ୍କ ସମ୍ପର୍କକୁ ନେଇ ବେଶ ଚର୍ଚ୍ଚାର ବିଷୟ ପାଲଟି ଥିଲା ଏହି ଚର୍ଚ୍ଚା ଦେଖିବା ପରେ ଏକ ନୂଆ ଟୁଇଷ୍ଟ ଦେଖିବାକୁ ମିଳିଛି । ଆପଣ ମାନେ ସମସ୍ତେ ଅନୁଭବ ଏବଂ ସୁପ୍ରିୟାଙ୍କ ଯୋଡ଼ି ଙ୍କୁ ବେଶ ଭଲ ଭାବରେ ଜାଣିଥିବେ ।

ବିଜୁ ବାବୁ ଫିଲ୍ମରେ ଏହି ଦୁହେଁ ଙ୍କ ସୁପରହିଟ ଯୋଡ଼ି ନିଶ୍ଚିତ ଭାବରେ ଦେଖିବାକୁ ପାଇଥିବେ ଅନୁଭବ ନୂଆ ନାୟିକା ସୁପ୍ରିୟା ଙ୍କ ସହିତ ଅନେକ ଫିଲ୍ମରେ ନଜର ଆସିଛନ୍ତି ଏବଂ ଏହି ଯୋଡ଼ି ଙ୍କୁ ଲୋକମାନେ ବେଶ ପସନ୍ଦ କରୁଛନ୍ତି । ଏହି ସବୁ ଭିତରେ ସୁପ୍ରିୟା ମଧ୍ୟ ସୋସିଆଲ ମିଡିଆରେ କହୁ କହୁ କହି ଦେଇଛନ୍ତି ଇଣ୍ଟରଭିୟୂରେ କିଛି ଏମିତି କଥା ଯାହା ଏବେ ସୋସିଆଲ ମେଡିଆ ରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି ।

ସୁପ୍ରିୟା ମଧ୍ୟ ବିବାହ ଏପର୍ଯ୍ୟନ୍ତ କରି ନାହାଁନ୍ତି କିନ୍ତୁ ଏପଟେ ଅନୁଭବ ମହାନ୍ତି ଦ୍ୱିତୀୟ ବିବାହ କରିବାକୁ ଚାହୁଛନ୍ତି । ଆପଣ ମାନେ ଜାଣିଥିବେ ନିକଟରେ ଅନୁଭବ ଏବଂ ସୁପ୍ରିୟା ଙ୍କ ଯେଉଁ ଫିଲ୍ମ କୁହୁଡ଼ି ରିଲିଜ ହୋଇଛି ପ୍ରକ୍ଷାଳୟ ରେ ଦର୍ଶକ ମାନେ ଏହି ଫିଲ୍ମ କୁ ଢେର୍ ସାରା ଭଲ ପାଇବା ଦେଇଛନ୍ତି । ଏହି ଯୋଡ଼ିକୁ ସାରା ଓଡ଼ିଶା ବାସୀ ହୃଦୟରେ ବହୁତ ସ୍ଥାନ ଦେଇ ସାରିଲେଣି

ସୁପ୍ରିୟା ଙ୍କୁ ମଧ୍ୟ ଅନୁଭବ ସମ୍ପର୍କରେ ଇଣ୍ଟରଭିୟୂ ରେ ଅନେକ କିଛି ପ୍ରଶ୍ନ ପଚରା ଯାଉଥିଲା ଯାହାର ଉତ୍ତର ଦେଇ ଏବେ ଚର୍ଚ୍ଚାରେ ଅଭିନେତ୍ରୀ ସୁପ୍ରିୟା । ପୂର୍ବରୁ ଅନୁଭବ ଏବଂ ଜାଗୃତି ଙ୍କ ଯୋଡ଼ି ବେଶ୍ ଚର୍ଚ୍ଚାର ବିଷୟ ପାଲଟି ଥିଲା ଏବଂ ସମସ୍ତେ ଭାବୁଥିବେ ଅନୁଭବ ଜାଗୃତି କୁ ଦ୍ୱିତୀୟ ବିବାହ କରିପାରନ୍ତି ବର୍ତ୍ତମାନ ଅନୁଭବଙ୍କ ଦ୍ୱିତୀୟ ବିବାହ ନେଇ କୌଣସି ସ୍ପଷ୍ଟ ଭାବରେ ଜଣା ନାହିଁ ।

Leave a Reply

Your email address will not be published. Required fields are marked *