ବାଛନ୍ତୁ ନିଜ ପସନ୍ଦର ଗୋଟିଏ ମାଛ ଓ ଜାଣନ୍ତୁ ତାଙ୍କ ମନରେ ଆପଣଙ୍କ ପାଇଁ କଣ ଅଛି

ବନ୍ଧୁଗଣ ଆଜିର ବିଷୟରେ ଆମେ ଜାଣିବା ତିନୋଟି ମାଛର ଆଧାରରେ ଆପଣଙ୍କ ଭବିଷ୍ୟତ ବିଷୟରେ ଜାଣିପାରିବେ କଣ କଲେ ଆପଣଙ୍କ ଜୀବନରେ ଉନ୍ନତି ଆସିବ କେଉଁ ସମୟ ଏବେ ଆପଣଙ୍କ ଜୀବନରେ ଚାଲୁଅଛି କେଉଁ ସମସ୍ୟା ଦେଇ ଆପଣ ଗତି କରୁଛନ୍ତି ଏବଂ ତାହାର ସମାଧାନ କଣ ରହିବ ସବୁ କିଛି ଆଜିର ବିଷୟରେ ଆପଣ ଜାଣିପାରିବେ | ଆପଣଙ୍କୁ କେବଳ ବାଛିବାର ଅଛି ଗୋଟିଏ ରଙ୍ଗର ମାଛକୁ ତାହାର ଆଧାରରେ ଆପଣ ଜାଣିପାରିବେ ଆପଣଙ୍କ ଭବିଷ୍ୟତ ଏବଂ ଆପଣ କେଉଁ ସ୍ଥିତିରେ ଅଛନ୍ତି | ଦେଖନ୍ତୁ ତିନୋଟି ରଙ୍ଗର ମାଛ ଆପଣଙ୍କ ଆଗରେ ରହିଅଛି ଗୋଟିଏ ହେଉଛି ନାଲି ରଙ୍ଗ ,ହଳଦିଆ ରଙ୍ଗ ଏବଂ ଆଉ ନୀଳ ରଙ୍ଗ ଯେଉଁ ତିନୋଟି ମାଛ ଆପଣଙ୍କ ଆଗରେ ଅଛନ୍ତି ସେମାନେ ଆପଣଙ୍କ ଭବିଷ୍ୟତ ବିଷୟରେ କଣ କହୁଛନ୍ତି ଆଖି ବନ୍ଦ କରି ଯେକୌଣସି ଏକ ପ୍ରିୟ ବ୍ୟକ୍ତିଙ୍କ ନାମ ଚିନ୍ତା କରି ବାଛନ୍ତୁ ଗୋଟିଏ ମାଛ ଏବଂ ଜାଣନ୍ତୁ ନିଜ ଆଗାମୀ ଭବିଷ୍ୟତ ବିଷୟରେ ସେମାନେ କଣ କହୁଛନ୍ତି |

ନୀଳ ରଙ୍ଗ – ଆପଣ ଯଦି ନୀଳ ରଙ୍ଗର ମାଛଟିକୁ ମାଛଟିକୁ ବାଛିଛନ୍ତି ତେବେ ଜାଣନ୍ତୁ ଆପଣଙ୍କ ବର୍ତ୍ତମାନ କିପରି ଚାଲୁଅଛି ଏବଂ ଭବିଷ୍ୟତ କିପରି ରହିବ ଆପଣ ବର୍ତ୍ତମାନ ବ୍ୟଗ୍ରହମନା ହୋଇ ପ୍ରଶ୍ନର ଆଶ୍ରୟ ନେଇଛନ୍ତି | ଆପଣଙ୍କ ନିମନ୍ତେ ବର୍ତ୍ତମାନ ବହୁତ ଶୁଭ ସମୟ ଆସିଯାଇଛି ପ୍ରାୟତଃ ଆପଣଙ୍କ ଲାଗି ଦୁଃଖର ସମୟ ଅତୀତ ହୋଇ ଯାଇଛି ସବୁ ଦୁଃଖ ଦୂର ହେବାରେ ଲାଗିଛି | ସମସ୍ତ ବ୍ୟାକୁଳତା ଏବେ ଦୂର ହେବାକୁ ଯାଉଛି ଏସବୁ ଆପଣଙ୍କ ଜାତକର ମନ୍ଦ ଦଶା ପ୍ରଭାବରୁ ହେଉଥିଲା ଏଥି ଯୋଗୁଁ ଆପଣ ବହୁତ ମନ୍ଦ ଫଳ ଭୋଗ କରିଛନ୍ତି | ରୋଗରେ ପଡ଼ି ଆପଣ ବହୁତ ଅର୍ଥ ବ୍ୟୟ କରି ସାରିଛନ୍ତି ଆପଣଙ୍କ ସମସ୍ତ ଗୃହ ଉପକରଣ ନଷ୍ଟ ହୋଇଯାଇଛି ଆପଣ ବର୍ତ୍ତମାନ ନିଜ ଇଷ୍ଟ ଦେବଙ୍କ ପୂଜାର ବ୍ୟବସ୍ଥା କରନ୍ତୁ ଆପଣଙ୍କୁ ଏବେ ଆଉ ଚିନ୍ତା କରିବାର ପଡ଼ିବ ନାହିଁ ଆପଣଙ୍କ ଶୁଭ ସମୟର ଆଗମନ ହୋଇସାରିଛି ଆଗାମୀ ସମୟରେ ଆପଣ ସବୁ କାର୍ଯ୍ୟରେ ସଫଳତା ପାଇବେ

ହଳଦିଆ ରଙ୍ଗ – ଆପଣ ଯଦି ହଳଦିଆ ରଙ୍ଗର ମାଛଟିକୁ ବାଛିଛନ୍ତି ଆପଣ ମନ ମଧ୍ୟରେ ଯେଉଁ ପ୍ରଶ୍ନ ଗ୍ରହଣ କରିଛନ୍ତି ତାହା ଅତ୍ୟନ୍ତ ଉନ୍ନତ ଅଟେ ବର୍ତ୍ତମାନ ଆପଣଙ୍କ ଜୀବନରେ ପାପ ଫଳ ମାନ ଦୂର ହୋଇ ଶୁଭ ଫଳର ଆଗମନର ବେଳ ଆସିଯାଇଛି | ପଣ୍ଡିତଙ୍କୁ କୋସ୍ଟି ଦେଖାଇ ଦିଅନ୍ତୁ ଦେଖିବେ କୋସ୍ଟିରେ ଚନ୍ଦ୍ର ବଳ ,ରବି ପାପ ଗୁହେ ଶତ୍ରୁ ସହ କବଳିତ ରାହୁ ବୃହସ୍ପତିଙ୍କୁ ଖଣ୍ଡନ କରୁଅଛି ତାର ନିରାକରଣ କରିବା ନିମନ୍ତେ ରୂପା ମୁଦ୍ରାରେ ମୁକ୍ତା ଧାରଣ କରନ୍ତୁ | ଆପଣଙ୍କ ଜୀବନରେ ଆନନ୍ଦ ନିକଟରେ ହେଲେ ମଧ୍ୟ ସାମାନ୍ୟ ବିଳମ୍ବ ହେଲେ ମଧ୍ୟ କିନ୍ତୁ ଆପଣଙ୍କ ଜୀବନରେ ଶୀଘ୍ର ଶୁଭ ସମୟର ଆଗମନ ହୋଇଯିବ ନିକଟରେ ବନ୍ଧୁଙ୍କ ସାହାଯ୍ୟରେ ଆସିବେ ଆପଣଙ୍କୁ ସେହି ବନ୍ଧୁ ହିଁ ସାହାଯ୍ୟ କରିବେ

ନାଲି ରଙ୍ଗ – ଯଦି ଆପଣ ନାଲି ରଙ୍ଗର ମାଛଟିକୁ ବାଛିଛନ୍ତି ତେବେ ତାହା କଣ କହୁଛି ଆପଣଙ୍କ ଭବିଷ୍ୟତ ବିଷୟରେ ଆପଣ ବର୍ତ୍ତମାନ ବହୁତ ଚିନ୍ତା ମଗ୍ନ ଅବସ୍ଥାରେ ଅଛନ୍ତି ଆପଣଙ୍କ ବର୍ତ୍ତମାନ ବିଶ୍ୱରେ ଈଶ୍ୱରଙ୍କ ଶକ୍ତି ଅଛି ବୋଲି ବିଶ୍ୱାସ ହେଉ ନାହିଁ | ପିତା ମାତା ଆପଣଙ୍କ ପ୍ରଥମ ଦାୟିତ୍ୱ ଆପଣ ତାହା ବିଶ୍ୱାସ କରନ୍ତି ନାହିଁ ବର୍ତ୍ତମାନ ଆପଣଙ୍କୁ ଯିଏ ରକ୍ଷା କରିବେ କହିଲେ ତେବେ ସେହି ମାନେ ହିଁ ବର୍ତ୍ତମାନ ଆପଣଙ୍କୁ ସାହାଯ୍ୟ କରିବାକୁ ଅନୁକୂଳ ଆଗାମୀ ଜୀବନରେ ଆପଣଙ୍କୁ ସମସ୍ତ ସୁଖ ସୁବିଧା ମିଳିବ କୌଣସି ଏକ କାର୍ଯ୍ୟରେ ବିଶେଷ ଶୁଭ ଫଳ ପାଇବେ |

Leave a Reply

Your email address will not be published. Required fields are marked *