2024 ରେ ମା ହୋଇଥିବା ଓଲିଉଡ଼ର ଏହି ସୁନ୍ଦରୀ ଅଭିନେତ୍ରୀଙ୍କ ପିଲା ମାନଙ୍କୁ କେବେ ଦେଖିନଥିବେ ,ସବୁଠୁ Cute ଏହି ହିରୋଇନଙ୍କ ଝିଅ

ଦର୍ଶକବନ୍ଧୁ ଆପଣ ମାନେ ପ୍ରତ୍ୟେକ ଦିନ ଓଡ଼ିଆ ସିନେମା ବା ଚଳଚ୍ଚିତ୍ର ନିଶ୍ଚିତ ଭାବରେ ଦେଖୁଥିବେ ଏହା ସହିତ ସେ ଚଳଚ୍ଚିତ୍ର ବା ସିରିଏଲରୁ ଅଭିନେତ୍ରୀ ଅର୍ଥାତ୍ ନାୟିକା ମାନଙ୍କୁ ବେଶ୍ ଭଲ ଭାବରେ ମଧ୍ୟ ଜାଣିଥିବେ ଆଜି ଆମେ ଏହି ବିଷୟରେ ଓଲିଉଡର ଚଳଚ୍ଚିତ୍ର ଜଗତର ହିରୋଇନ୍ ବା ସିରିଏଲ ହିରୋଇନ କେଉଁ ମାନେ ବିବାହ କରିବା ପରେ ମା ହୋଇଛନ୍ତି ଏବଂ କିଏ ବିବାହ କରିବା ପୂର୍ବରୁ ମା ହୋଇଛନ୍ତି ସବୁ କିଛି ଟିକିନିକ୍ ଅପଡେଟ ଆଜିର ବିଷୟରେ ଆପଣ ମାନେ ଜାଣିବାକୁ ପାଇଯିବେ ।

ଆମ ଲିଷ୍ଟର ଏକ ନମ୍ବର ରେ ଆସୁଛନ୍ତି ରାନୁ ଆପଣ ମାନେ ଏହି ଅଭିନେତ୍ରୀ ଙ୍କୁ ସିନ୍ଦୂର ବିନ୍ଦୁ ସିରିଏଲରେ ସୁନ୍ଦର ଅଭିନୟ କରୁଥିବାର ଆପଣ ମାନେ ଦେଖିଥିବେ ତାଙ୍କର ଆକ୍ଟିଙ୍ଗକୁ ମଧ୍ୟ ବେଶ ପସନ୍ଦ କରୁଥିଲେ ଆପଣ ମାନେ ଏହି ସ୍କ୍ରିନ ରେ ରାନୁଙ୍କ ପୁଅଙ୍କୁ ନିଶ୍ଚିତ ଭାବରେ ଦେଖିଥିବେ ।

ଏହା ପରେ ଆମ ଲିଷ୍ଟର ଦ୍ୱିତୀୟ ନମ୍ବର ରେ ଆସୁଛନ୍ତି ପ୍ରିୟା ଯାହାଙ୍କୁ ଆପଣ ମାନେ ଓଲିଉଡ଼ ଇଣ୍ଡଷ୍ଟ୍ରି ରେ ସୁନ୍ଦର ଅଭିନୟ କରୁଥିବାର ନିଶ୍ଚିତ ଭାବରେ ଦେଖିବାକୁ ପଇଥିବେ ଏବଂ ଇଏ ହେଉଛନ୍ତି ପ୍ରିୟାଙ୍କ ଏକ ମାତ୍ର ପୁଅ ଏହା ଶୁଣିବାକୁ ମିଳିଛି ପ୍ରିୟା ଦ୍ୱିତୀୟ ଥର ଅନୁଭବଙ୍କ ସାଙ୍ଗରେ ଗୁଡ ବାୟ ଟୁ କାମ କରିପାରନ୍ତି ।

ଏହା ପରେ ଆମ ଲିଷ୍ଟର ତିନି ନମ୍ବରରେ ଆସୁଛନ୍ତି ଅର୍ପିତା କର ଯାହାଙ୍କୁ ଆପଣ ମାନେ ଦୁର୍ଗା ସିରିଏଲରେ ସୁନ୍ଦର ଅଭିନୟ କରୁଥିବାର ନିଶ୍ଚିତ ଭାବରେ ଦେଖିଥିବେ ଏବଂ ଇଏ ହେଉଛନ୍ତି ଅର୍ପିତାଙ୍କ ପୁଅ ଯାହାଙ୍କୁ ଆପଣମାନେ ଏହି ଫୋଟ ରେ ଦେଖିବାକୁ ପାଇଯିବେ ।

ଏହା ପରେ ଆମ ଲିଷ୍ଟର ଚାରି ନମ୍ବରରେ ଆସୁଛନ୍ତି ମାହି ଯାହାଙ୍କୁ ଆପଣ ମାନେ ଜି ସାର୍ଥକ ରେ ପ୍ରସାରିତ ହେଉଥିବା ସିରିଏଲ ମୁଁ ବି ଅର୍ଦ୍ଧାଙ୍ଗିନୀ ରେ ଦେଖିବାକୁ ପାଇଥିଲେ ଏବଂ ସେ ନିକଟରେ ଚନ୍ଦନ ଙ୍କୁ ବିବାହ କରିଥିଲେ ଏବଂ ଇଏ ହେଉଛନ୍ତି ମାହୀଙ୍କ ଝିଅ ।

ଏହି ଲିଷ୍ଟ ର ପାଞ୍ଚ ନମ୍ବର ରେ ଆସୁଛନ୍ତି ଉପାସନା ଯାହାଙ୍କୁ ଆପଣ ମାନେ ମାନିନୀ ଭାବରେ ବେଶ୍ ଭଲ ଭାବରେ ଜାଣିଥିବେ ଏବଂ ଏହି ମାନିନୀ ସିରିଏଲ ଟି ଜି ସାର୍ଥକରେ ପ୍ରସାରିତ ହେଉଥିଲା ଏବଂ ଆପଣ ମାନେ ଏହି ଫୋଟ ଜରିଆରେ ମାମିନୀଙ୍କ ପୁଅଙ୍କୁ ଦେଖିବାକୁ ପାଇ ଯାଇପାରିବେ।

Leave a Reply

Your email address will not be published. Required fields are marked *