ମ୍ୟାଚ ଜିତିଲା ପରେ ଶର୍ମାଙ୍କ ବଡ଼ ବୟାନ ,ଏହି ଜଣେ ଖେଳାଳି ଭଲ ପ୍ରଦର୍ଶନ କଲେ ବିଶ୍ୱକପ ଆମର ଏପରି କହିଲେ ଅଧିନାୟକ ରୋହିତ

ମ୍ୟାଚ୍ ଶେଷ ହେବା ପରେ ରୋହିତ ଦେଲେ ବଡ ବୟାନ୍ କହିଲେ ଏହି ଗୋଟେ ଖେଳାଳି ପ୍ରଦର୍ଶନ ପାଇଁ ଆମେ ଜିତିଲୁ ମ୍ୟାଚ୍ ତାହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ସେହି ଖେଳାଳି ଙ୍କ ବିଷୟରେ ସମ୍ପୂର୍ଣ୍ଣ ଭାବରେ । ବାଂଲାଦେଶ ବିପକ୍ଷରେ ଥିବା ମ୍ୟାଚ୍ ଜିତିବା ପରେ ଭାରତର ଅଧିନାୟକ ରୋହିତ ଶର୍ମା କହିଛନ୍ତି ଯେ ଅମଦଳରେ ଖେଳୁଥିବା ସମସ୍ତ ୧୧ ଜଣ ଖେଳାଳି ବୋହୁତ ଭଲ ପ୍ରଦର୍ଶନ କରୁଛନ୍ତି ।

ସେଥି ପାଇଁ ଏଥର ଏହି ଶିଜନ ଆମେ ଟ୍ରଫି ଉଠାଇବା ପକା । ଏହା ପରେ ସେ କହିଥିଲେ ଯେ ଆମେ ସବୁ କଥାକୁ ଧ୍ୟାନରେ ରଖି ସର୍ତ୍ତ ଗୁଡ଼ିକ ସହିତ ଅନୁକୂଳ ହୋଇ ବାସ୍ତବରେ ଖେଳିଲୁ ଏହି ପିଚ୍ ରେ ଆମେ ଟିକେ ବୋଲିଂ କରିବାକୁ ସହାୟତା ମିଳୁଥିଲା

ସାମଗ୍ରିକ ଭାବରେ ଆମେ ସ୍ମାର୍ଟ ଓ ଫିଲ୍ଡିଂ ରେ ମଧ୍ୟ ଭଲ ପ୍ରଦର୍ଶନ ଦେଖି ଥିଲୁ ସେ ଖାସ୍ କରି ହର୍ଧୁକଙ୍କର ଅଧିକ ପ୍ରଶଂସା କରିଥିଲେ ଯେ ଟିମ୍ ଇଣ୍ଡିଆର ମେରୁଦଣ୍ଡ କହିଲେ ଆମେ ହାର୍ଦ୍ଧିକଙ୍କୁ ବୁଝି ଥାଉ ଯେକୌଣସି ମ୍ୟାଚ୍ ହେଉ ସେଥିରେ ଟିମ୍ ଇଣ୍ଡିଆର ପ୍ରତ୍ୟେକ ଖେଳାଳି ଭଲ ପ୍ରଦର୍ଶନ ଦେଖାଉଛନ୍ତି ବୋଲି କହିଛନ୍ତି

ରୋହିତ ଶର୍ମା ସେ ବ୍ୟାଟିଂ ମଧ୍ୟ ଭଲ କରୁଛନ୍ତି ଏବଂ ବୋଲିଂ ମଧ୍ୟ ଭଲ କରୁଛନ୍ତି ବୋଲି କହିଛନ୍ତି । ରୋହିତ ତେବେ ଆପଣଙ୍କର ଏନେଇ ମତାମତ କଣ କମେଣ୍ଟ କରି ନିଶ୍ଚୟ ଜଣାଇବେ ଧନ୍ୟବାଦ୍।

Leave a Reply

Your email address will not be published. Required fields are marked *