ଶୁଭଦ୍ରା ଯୋଜନାକୁ ନେଇ ଆସିଲା ଖୁସି ଖବର ,ଏହି ସବୁ ମହିଳା ମାନଙ୍କୁ ମିଳିବ ପଚାଶ ହଜାର ଟଙ୍କା ,ଜାଣନ୍ତୁ କିପରି କରିବେ ଆବେଦନ

ସୁଭଦ୍ରା ଯୋଜନାରେ ଆସିଲା ବଡ ଖୁସିଖବର ଏହି ତାରିଖରୁ ଆପଣମାନେ କରିପାରିବେ ଆବେଦନ ଆଉ ଆପଣଙ୍କୁ ମିଳିବାକୁ ଯାଉଛି 50ହଜାର ତାଙ୍କର ଭାଉଚର | ଆସନ୍ତୁ ଜାଣିବା କଣ ରହିଛି ସମ୍ପୂର୍ଣ ଅପଡେଟ | ରାଜ୍ୟରେ ମୋହନ ସରକାର ଆରମ୍ଭ ହେବା ଦିନରୁ, ନିର୍ବାଚନ ସମୟରେ ଦେଇଥିବା ବିଭିନ୍ନ ପ୍ରତିଶ୍ରୁତି ପୂରଣ ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ପ୍ରଥମ ଦିନରେ ଚାରିଟି ପ୍ରତିଶ୍ରୁତି ଉପରେ କ୍ୟାବିନେଟ୍ ମୋହର ମାରିବା ସହ ଶୀଘ୍ର ପୂରଣ ପାଇଁ ଘୋଷଣା କରିଛନ୍ତି । ସେହି ଘୋଷଣା ଭିତରେ ସବୁଠାରୁ ଚର୍ଚ୍ଚାରେ ରହିଛି ସୁଭଦ୍ରା ଯୋଜନା । ତେବେ କିଏ ଏହି ଯୋଜନାର ଲାଭ ପାଇବେ ଓ କେମିତି ଆବେଦନ କରିବେ, ମହଳାଙ୍କୁ ଦେଇଥିବା ପ୍ରତିଶୁତି ପୁରଣ ପାଇଁ ସରକାର ପ୍ରଥମ କ୍ୟାବିନେଟରେ ସୁଭଦ୍ରା ଯୋଜନାର ମୋହର ମାରିଛନ୍ତି ।

ଆଉ ଏହାକୁ 100ଦିନ ଭିତରେ ଏହାକୁ କାର୍ଯ୍ୟ କରିବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣା ପରେ ଏବେ ଏହି ଯୋଜନାକୁ ନେଇ ସବୁଠି ଚର୍ଚ୍ଚା । ଆଉ ଏହାରି ଭିତରେ କେଉଁମାନେ ଓ କେମିତି ଆବେଦନ କରିବେ ଓ କେଉଁ ପ୍ରମାଣ ପତ୍ର ଦାଖଲ କରିବାକୁ ପଡିବ ସେନେଇ ଆସିଛି ତଥ୍ୟ ।

ସୁଭଦ୍ରା ଯୋଜନା: କେଉଁମାନେ ଯୋଜନା ପାଇଁ ଯୋଗ୍ୟ?
-ମହିଳା ଜଣଙ୍କ ଓଡ଼ିଶାର ବାସିନ୍ଦା ହୋଇଥୁବେ ମହିଳାଙ୍କ ବୟସ ୨୩ରୁ ୫୯ ମଧ୍ଯରେ ହେବା ଜରୁରୀ
– କେବଳ ବିବାହିତା ମହିଳା ମାନେ ଅନୁର୍ଭୁକ୍ତ ହୋଇପାରିବେ
– ଗୋଟିଏ ପରିବାରରୁ ଜଣଙ୍କୁ ସୁଭଦ୍ରା ଭାଉଚର ମିଳିବ
– ଆବେଦନକାରୀ କୌଣସି ସରକାରୀ ଚାକିରୀ କରିନଥୁବେ
– ଅବିବାହିତ ମହିଳା ହୋଇପାରିବେନି ସାମିଲ
– ଅଙ୍ଗନବାଡି କର୍ମୀ ହୋଇପାରିବେ ହିତାଧୁକାରୀ

ତେବେ ହିତାଧିକାରୀ ହୋଇଥିଲେ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ନିର୍ଦ୍ଧାରିତ ୱେବସାଇଟ ରେ ଆବେଦନ କରିପାରିବେ । ତେବେ ୱେବସାଇଟ ଭିଜିଟ କରିବା ପାଇଁ https://bit.ly/4eoQLUD ଏହି ଲିଙ୍କ ରେ କ୍ଲିକ କରି ଆପଣମାନେ ଚେକ କରିପାରିବେ |

Leave a Reply

Your email address will not be published. Required fields are marked *