ନମସ୍କାର ବନ୍ଧୁଗଣ ପୋଷ୍ଟାଲର ଜବରଦସ୍ତ ସ୍କିମ ମ୍ୟାଚୁରିଟି ପରେ ମିଳିବ ଚଉଦ ଲକ୍ଷ ଟଙ୍କା ରହିଛି ମନି ବ୍ୟାକ ସୁବିଧା ପୋଷ୍ଟ ଅଫିସ ଗ୍ରାହକ ମାନଙ୍କୁ ଅନେକ ସୁବିଧା ପ୍ରଦାନ କରୁଛି ଯାହା ଦ୍ୱାରା ଲୋକମାନେ ଭବିଷ୍ୟତ ପାଇଁ ଟଙ୍କା ସଞ୍ଚୟ କରିବା ସହ ଅନେକ ଲାଭ ମଧ୍ୟ ପାଉଛନ୍ତି ତେବେ ସେହି ଯୋଜନା ଗୁଡ଼ିକ ମଧ୍ୟରୁ ରହିଛି ଗ୍ରାମ ସୁମଙ୍ଗଳ ରୁରାଲ ପୋଷ୍ଟାଲ ଲାଇଫ ଇନ୍ସୁରାନ୍ସ ଏହି ସ୍କିମରେ ଯଦି ଜଣେ ଗ୍ରାହକ ଦିନକୁ 95 ଟଙ୍କା ଡିପୋଜିଟ କରିବ ତେବେ ଏହାର ମ୍ୟାଚୁରିଟି ବେଳେ 14 ଲକ୍ଷ ଟଙ୍କା ପାଇବ
ଏହି ଯୋଜନା କେବଳ ଗ୍ରାମାଞ୍ଚଳରେ ବାସ କରୁଥିବା ଲୋକଙ୍କ ପାଇଁ ଲାଗୁ ଏହି ସ୍କିମରେ ଆହୁରି ଅନେକ ଫାଇଦା ରହିଛି ଏହି ସ୍କିମରେ ଇନଭେଷ୍ଟ କରୁଥିବା ବ୍ୟକ୍ତି ଚାହିଁଲେ ମ୍ୟାଚୁରିଟି ପୂର୍ବରୁ ଟଙ୍କା ଉଠାଇପାରିବେ | ଠିକ ମନି ବ୍ୟାଗ ପଲିସି ଭଳି ସ୍କିମ ଚାଲୁଥିବା ଅବସ୍ଥା ଭଳି ମଧ୍ୟ ସେଥିରୁ ଟଙ୍କା ଉଠାଣ କରି ଖର୍ଚ୍ଚ କରି ହେବ ଏହି ସ୍କିମର ପ୍ରତ୍ୟକ ନିବେଶକ 19 ରୁ 45 ବର୍ଷ ବୟସ ମଧ୍ୟରେ ହୋଇଥିବା ଆବଶ୍ୟକ | ଏହି ସ୍କିମରେ ମ୍ୟାଚୁରିଟି ସମୟରେ ନିବେଶକଙ୍କ ପାଇଁ ବୋନସର ସୁବିଧା ରହିଛି |
15 ରୁ 20 ବର୍ଷ ଯାଏ ଯେଉଁ ନିବେଶକ ମାନେ ନିବେଶ କରିବେ ସେମାନେ ଏହି ସୁବିଧା ପାଇପାରିବେ 1995 ମସିହାରେ ଏହି ସ୍କିମ ଆରମ୍ଭ ହୋଇଥିଲା | ଯଦି କୌଣସି ନିବେଶକ ପଲିସି ଚାଲୁଥିବା ସମୟରେ ମୃ-ତ୍ୟୁ ବରଣ କରେ ତେବେ ପଲିସି ନୋମିନି ସହିତ ବୋନସ ମଧ୍ୟ ପାଇବେ ଏହି ପଲିସୀର ଅବଧି ଅନୁନ୍ୟ 15 ରୁ 20 ବର୍ଷ ହେବା ଆବଶ୍ୟକ ମାତ୍ର 19 ବର୍ଷ ବୟସରୁ ଜଣେ ବ୍ୟକ୍ତି ଏହି ପଲିସିରେ ନିବେଶ କରିପାରିବେ
ନିର୍ଦିଷ୍ଟ କିଛି ବର୍ଷ ନିବେଶ କରିବା ପରେ ନିବେଶକ ଚାହିଁଲେ ଏଥିରୁ ମନି ବ୍ୟାକ ପଲିସିର ଫାଇଦା ନେଇପାରିବେ | ଯଦି ଜଣେ ବ୍ୟକ୍ତି 25 ବର୍ଷ ବୟସରୁ ଏହି ସ୍କିମରେ ନିବେଶ କରିବା ଆରମ୍ଭ କରିବେ ତେବେ ସେ ଅନୁନ୍ୟ 20 ବର୍ଷ ପାଇଁ ଏହି ସ୍କିମର ବୈଧତା ରଖିବେ | ପ୍ରତି ବର୍ଷରେ ଜଣେ ନିବେଶକଙ୍କୁ 2853 ଟଙ୍କା ନିବେଶ କରିବାକୁ ହେବ ଅର୍ଥାତ ପ୍ରତ୍ୟକ ଦିନ ପାଇଁ ପଡ଼ିବ 95 ଟଙ୍କା ତିନିମାସରେ ଥରେ ଆପଣ ଯଦି ଡିପୋଜିଟ କରିବାକୁ ଚାହୁଁଛନ୍ତି
ତେବେ ଆପଣଙ୍କୁ 8850 ଟଙ୍କା ଦେବାକୁ ହେବ | ଠିକ ସେହିଭଳି ଛଅ ମାସରେ ଯଦି ଜଣେ ସେହି ଡିପୋଜିଟ କରିବାକୁ ଚାହିଁବେ ତେବେ ଏକା ସାଙ୍ଗରେ ତାଙ୍କୁ 17,100 ଟଙ୍କା ଦେବାକୁ ପଡ଼ିବ | ଏହି ଧାରାରେ ଯଦି ଜଣେ ନିବେଶକ ନିବେଶ କରିବ ତେବେ ପଲିସିର ମ୍ୟାଚୁରିଟି ବେଳେ ନିବେଶକଙ୍କୁ 14 ଲକ୍ଷ ଟଙ୍କା ମିଳିବ |