ଏବେ ଏବେ କିଷାନ ଯୋଜନାକୁ ନେଇ ଆସିଲା ଖୁସିର ଖବର, ସରକାର କଲେ ବଡ଼ ଘୋଷଣା ଏହି ଦିନ ଚାଷୀ ମାନଙ୍କୁ ମିଳିବ 17 ତମ କିସ୍ତି ଟଙ୍କା

ବନ୍ଧୁଗଣ ଏବେ ଏବେ କିଷାନ ଯୋଜନାକୁ ନେଇ ଆସିଛି ବହୁତ ବଡ଼ ଅପଡେଟ ବହୁତ ଜଲ୍ଦି ଚାଷୀ ଭାଇ ମାନଙ୍କ ଆକାଉଣ୍ଟ ଆସିବାକୁ ଯାଉଅଛି ପିଏମ କିଷାନ ଯୋଜନାର 17 ତମ କିସ୍ତିର ଟଙ୍କା ଆଉ ଏବେ ଏବେ ଏକ ଡେଟ ମଧ୍ୟ ସାମ୍ନାକୁ ଆସିଛି କୌଣସି ଆମେ ନିଜ ମନରୁ କହୁ ନାହୁଁ ଏକ ଆର୍ଟିକିଲରେ ଅଲରେଡି ପବ୍ଲିସ ହୋଇ ସାରିଛି |

ପିଏମ କିଷାନ ଯୋଜନା ଟଙ୍କାକୁ ଅପେକ୍ଷା କରି ବସିଛନ୍ତି ଦେଶର କୋଟି କୋଟି କୃଷକ ମାନେ | ତୃତୀୟ ଥର ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରି ମୋଦି ଚାଷୀ ମାନଙ୍କ ପାଇଁ ବଡ଼ ଉପହାର ଭେଟି ଦେଇଛନ୍ତି କୃଷକ ମାନଙ୍କୁ ପିଏମ କିଷାନ ଯୋଜନାରେ କିସ୍ତି ଦେବା ପାଇଁ ଦସ୍ତକତ କରିଥିଲେ ପ୍ରଧାନମନ୍ତ୍ରୀ |

ଆପଣମାନେ ଜାଣିଥିବେ କୃଷକ ମାନଙ୍କ ଆକାଉଣ୍ଟକୁ 6,000 ଟଙ୍କା ହିସାବରେ ପଇସା ଆସିଥାଏ ଏକ ବର୍ଷରେ ତିନି ଥର କିସ୍ତି ଦେଖିବାକୁ ମିଳିଥାଏ ପ୍ରତି କିସ୍ତିରେ ଦୁଇ ହଜାର ଲେଖାଏଁ ମିଳିଥାଏ | କିଷାନ ଯୋଜନାର 16 ତମ କିସ୍ତିର ଟଙ୍କା ଫେବୃଆରୀ ମାସରେ ଆସି ଯାଇଥିଲା କିନ୍ତୁ ଇଲେକ୍ସନ ପାଇଁ ଏପର୍ଯ୍ୟନ୍ତ 17 ତମ କିସ୍ତି ଆସିନଥିଲା

ଏବେ ଏବେ ଏକ ବହୁତ ବଡ଼ ଅପଡେଟ ସାମ୍ନାକୁ ଆସିଛି ଆଗାମୀ ସପ୍ତାହରେ ଏହି କିସ୍ତି ଆସିବା କଥା ଜାରି ହୋଇଯାଇଛି ଜୁନ 18 ତାରିକରେ ସବୁ କୃଷକ ମାନଙ୍କ ଆକାଉଣ୍ଟକୁ ପଠାଯିବ ବୋଲି ଜାଣିବାକୁ ମିଳିଛି |

Leave a Reply

Your email address will not be published. Required fields are marked *