୧୫ ଜୁନ୍ ରଜ ସଂକ୍ରାନ୍ତି ଦିନ ଘରକୁ ଆଣନ୍ତୁ ଏହି ଗଛର ଚେର,ପୁରା ବର୍ଷ ଜମିକି ପଇସା ଆସିବ ଗରିବରୁ ହୋଇଯିବେ ଧନୀ

ଦର୍ଶକବନ୍ଧୁ ରଜପର୍ବ ଉପଲକ୍ଷେ ଆପଣଙ୍କୁ ଅନେକ ଶୁବେଛା ଏବଂ ଶୁଭକାମନା ଆପଣଙ୍କ ଫାଇଦା ପାଇଁ ଏହି ବିଷୟଟିକୁ ଥରେ ମାତ୍ର ନିଶ୍ଚୟ ଶେଷ ଯାଏ ଦେଖନ୍ତୁ 15 ଜୁନ ପବିତ୍ର ରଜ ସଂକ୍ରାନ୍ତି ଏହି ରଜ ସଂକ୍ରାନ୍ତି ଦିନ ବନୁଛି ଦୁର୍ଲଭ ମହାସଂଯୋଗ ଏହି ଦିନ ଘରକୁ ନେଇ ଆସନ୍ତୁ ଏହି ଗଛର ଚେରକୁ ଆପଣଙ୍କ ସମସ୍ତ ଦୁଃଖ କଷ୍ଟ ଅନ୍ତ ହେବା ସହିତ ଆପଣଙ୍କ ସମସ୍ତ ମନସ୍କାମନା ପୂରଣ ହୋଇଯିବ ଆପଣଙ୍କ ଯେକୌଣସି ସମସ୍ୟା ଥାଉ ତାହା ଧନ ଜନିତ ସମସ୍ୟା ହେଉ ବେପାରକୁ ନେଇ ସମସ୍ୟା ଥାଉ ସମସ୍ତ ସମସ୍ୟାକୁ ଦୂର କରିବ ଏହି ଗଛର ଚେର ଏବଂ କେତେ ପ୍ରକାର ରୋଗ ବ୍ୟାଧିରୁ ମଧ୍ୟ ଏହା ଆପଣଙ୍କୁ ରକ୍ଷା କରିଥାଏ

ସେଥିପାଇଁ ଆପଣମାନେ ଏହି ବିଷୟଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ | ବନ୍ଧୁଗଣ ଏହା କୌଣସି ଜଙ୍ଗଲୀ ଗଛ ନୁହେଁ ଏହା ଏକ ଏମିତି ଗଛ ଅଟେ ଯେଉଁଥିରେ ଭଗବାନ ଭୋଳାନାଥ ,ଭଗବାନ ଶନିଦେବ ଏବଂ ମା ଲକ୍ଷ୍ମୀଙ୍କର ବାସ ହୋଇଥାଏ | ଆପଣ ଧନ କାରଣରୁ ଯଦି ଚିନ୍ତିତ ଅଛନ୍ତି ଆପଣଙ୍କ ପାଖକୁ ଧନ ଆସୁନଥିଲା ଧନ ଆସିବାର ମାର୍ଗ ବନ୍ଦ ହୋଇ ଯାଇଥିଲା ଏହି ଗଛର ସଠିକ ଉପାୟରେ ସାଧନା କରିଦେବେ ଆପଣଙ୍କୁ ମା ଲକ୍ଷ୍ମୀଙ୍କ ଆଶୀର୍ବାଦ ପ୍ରାପ୍ତି ହେବ ଏବଂ ଆପଣଙ୍କ ଜୀବନରେ ଧନର ଆଗମନ ହେବ |

ଏହି ଗଛର ନାମ ହେଉଛି ଅପାମାର୍ଗ ଗଛ ଏହା ଓଡ଼ିଶାର ବହୁତ ଜାଗାରେ ଦେଖିବାକୁ ମିଳିଥାଏ ଏହାକୁ ଅପାମାର୍ଗ ଏଥିପାଇଁ କୁହାଯାଏ କାରଣ ଏହା ଓଲଟା ଚାଲି ଥାଏ | ବାସ୍ତୁ ଶାସ୍ତ୍ରର ବନସ୍ପତି ଜ୍ଞାନର ଅଧ୍ୟାୟ ନମ୍ବର ୫୧ ରେ ଏହା ଉଲ୍ଲିଖିତ ହୋଇଛି ଯେ ଏହି ଗଛର ବୀଜକୁ ପୂର୍ବ କାଳରେ ସନ୍ଥ ମହାତ୍ମା ମାନେ କ୍ଷୀରି ବନାଇ ସେବନ କରୁଥିଲେ ପୂର୍ବ କାଳରେ ଏହାକୁ ଶୁଭ ଗଛ ଭାବରେ ମନା ଯାଇଛି ।

ଯାହା ଦ୍ୱାରା ଧ୍ୟାନ ଏବଂ ଦୀର୍ଘଦିନ ଧରି ତପସ୍ୟା କରିବା ସମୟରେ ସେମାନଙ୍କୁ ଭୋକ ବିଳମ୍ବରେ ଲାଗୁଥିଲା । ଏହି ଗଛର ସେବନ କଲେ ଶରୀରରେ ପୋଷାକ ତତ୍ତ୍ୱର ଅଭାବ ପୂରଣ ହୋଇଥାଏ । ଏଭଳି ମାନ୍ୟତା ରହିଛି ଯେ ସମୁଦ୍ର ମନ୍ଥନ ସମୟରେ ଏହି ଗଛ ଉପରେ କିଛି ବୁନ୍ଦା ଅମୃତ ପଡ଼ିଥିଲା ବୋଲି କୁହାଯାଏ । ଏହି ଗଛର ମୂଳରେ ମାତା ଗଙ୍ଗା ବାସ କରନ୍ତି ବୋଲି କୁହାଯାଏ ।

ଯଦି ଆପଣଙ୍କର ଶତ୍ରୁ ଜନିତ ସମସ୍ୟା ରହିଛି ତେବେ ଶନିବାର ଦିନ ଏହି ଗଛର ବୀଜକୁ ଛିଡ଼ାଇ ଆଣନ୍ତୁ ଏବଂ ତାହାକୁ ଶନିଦେବଙ୍କ ସାମ୍ନାରେ ଏକ ନାଲି କପଡ଼ାରେ ବାନ୍ଧି ଶନି ଚାଳିଶା ୫୧ ଥର ପାଠ କରି ଦିଅନ୍ତୁ । ତାହାକୁ ନେଇ ଏକ ନିର୍ଜନ ସ୍ଥାନରେ ରଖି ଦିଅନ୍ତୁ ଏହି ଉପାୟ ଦ୍ୱାରା ଓଲଟା ଶତ୍ରୁ ଶାନ୍ତ ହୋଇଯିବ ଦେଖିବେ ଆପଣଙ୍କ ବେପାରରେ ବୃଦ୍ଧି ହେବା ଆରମ୍ଭ ହୋଇଯିବ ଧନର କମି କେବେବି ରହିବ ନାହିଁ |

Leave a Reply

Your email address will not be published. Required fields are marked *