Ration କାର୍ଡ ହିତାଧିକାରୀ ମାନଙ୍କ ପାଇଁ ଆସିଲା ଜରୁରୀ ଖବର ,ସରକାର ନେଲେ ବଡ଼ ନିଷ୍ପତି ଶୀଘ୍ର କରିନ୍ତୁ ଏହି କାମ ନଚେତ କଟିଯିବ ନାମ

ବନ୍ଧୁଗଣ ଏବେ ଏବେ ରାସନ କାର୍ଡକୁ ନେଇ ଆସିଲା ବହୁତ ବଡ଼ ଅପଡେଟ ଯଦି ଆପଣଙ୍କ ପାଖରେ ରାସନ କାର୍ଡ ଅଛି ତେଣେ ଆଜିର ବିଷୟଟି ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ରହିବ | ରାସନ କାର୍ଡକୁ ନେଇ ଆସିଛି ବଡ଼ ଅପଡେଟ ବର୍ତ୍ତମାନ ଖାଦ୍ୟ ଏବଂ ଲଜିଷ୍ଟିକ ବିଭାଗ ଦ୍ୱାରା E-KYC କରିବାର ଆଦେଶ ଜାରି ହୋଇଛି | ଏହା ଏଥିପାଇଁ କରାଯାଇଛି କାରଣ ରାସନ କାର୍ଡରେ ସଦସ୍ୟଙ୍କ ସଂଖ୍ୟା ଅପଡେଟ ହେବ ଯଦି କାହାର ବିବାହ ହୋଇଯାଇଛି କାହାର ମୃ-ତ୍ୟୁ ଘଟିଛି

ସେଥିରୁ ତାଙ୍କ ନାମ କଟାଯିବ ଅର୍ଥାତ ପରିବାରରେ ଯେତିକି ସଦସ୍ୟ ଅଛନ୍ତି ତାଙ୍କର KYC ପୂରଣ କରିବାକୁ ପଡ଼ିବ | ଫୁଡ ଏବଂ ପବ୍ଲିକ ଡିଷ୍ଟ୍ରିବୁସନ କମ୍ପାନୀ ଡିପାର୍ଟମେଣ୍ଟ ଏନେଇ ଏକ ନୋଟିଫିକେସନ ଜାରି କରିଛି ନୋଟିଫିକେସନ ମୁତାବକ ସବ୍ସିଡି ଖାତାରେ ସର୍ବ ଜନିନ ବିତରଣ ପ୍ରଣାଳୀ ରାସନ କାର୍ଡ ସହ ଯୋଡ଼ିବାକୁ ଶେଷ ତାରିକ ବୃଦ୍ଧି କରାଯାଇଛି ଏହାର ଶେଷ ତାରିକ ଜୁନ 30 ଥିବା ବେଳେ ବର୍ତ୍ତମାନ ଏହାକୁ ସେପ୍ଟେମ୍ବର 30 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି

ତେବେ ଆପଣଙ୍କ ହାତରେ ଆହୁରି ସମୟ ଅଛି ଆପଣ ଯଦି ରାସନ କାର୍ଡରେ E-KYC କମ୍ପ୍ଲିଟି କରି ନାହାଁନ୍ତି ତେବେ ଆପଣଙ୍କୁ ସେପ୍ଟେମ୍ବର 30 ସୁଦ୍ଧା E-KYC କମ୍ପ୍ଲିଟି କରିବାକୁ ପଡ଼ିବ ଯେଉଁ ମାନେ ତାଙ୍କ ରାସନ କାର୍ଡରେ E-KYC ନକରୁଛନ୍ତି ସେମାନଙ୍କ ରାସନ କାର୍ଡରୁ ସେମାନଙ୍କ ନାମ କଟାଇ ଦିଆଯିବ ଏବଂ ସେମାନଙ୍କ ରାସନ କାର୍ଡଟି ବନ୍ଦ କରି ଦିଆଯିବ |

ସରକାର ଫେବୃଆରୀ 17 ରେ ପିଡିଏଫ ଲାଭାର୍ଥିଙ୍କ ପାଇଁ ରାସନ କାର୍ଡକୁ ଆଧାର କାର୍ଡ ସହ ଲିଙ୍କ ବାଧ୍ୟତାମୂଳକ କରି ଦେଇଥିଲେ ଏବେ ବି ଆପଣଙ୍କ ହାତରେ ସମୟ ଅଛି ଯଦି ଆପଣଙ୍କର ରାସନ କାର୍ଡ ଅଛି ଆପଣ ରାସନ କାର୍ଡରେ E-KYC କରି ନାହାଁନ୍ତି | ତେବେ ଆପଣ ଯେଉଁଠୁ ଯାଇ ରାସନ ଆଣନ୍ତି ତାଙ୍କ ସହ କଣ୍ଟାକ୍ଟ କରି ଆପଣ ଆପଣଙ୍କ ରାସନ କାର୍ଡରେ E-KYC କମ୍ପ୍ଲିଟି କରାଇ ନେଇପାରିବେ |

Leave a Reply

Your email address will not be published. Required fields are marked *