ଉଷସୀ ମିଶ୍ରଙ୍କ ଝିଅ ଏବଂ ପରିବାର ବିଷୟରେ ଲୁଚି ରହିଥିବା କିଛି ଅଜଣା କଥା ଯାହା ଆପଣ ଆଗରୁ କେବେ ଜାଣିନଥିବେ

ନମସ୍କାର ବନ୍ଧୁଗଣ ଆପଣମାନେ ସମସ୍ତେ ଓଡ଼ିଆ ଫିଲ୍ମ ନିଶ୍ଚିତ ଭାବରେ ଦେଖୁଥିବେ ଏବଂ ଓଲିଉଡ଼ ଇଣ୍ଡଷ୍ଟ୍ରି ବିଷୟରେ ଭଲ ଭାବରେ ଜାଣିଥିବେ | ତେବେ ଆଜିର ବିଷୟରେ ଆମେ ଓଲିଉଡ଼ ଇଣ୍ଡଷ୍ଟ୍ରିର ଅଭିନେତ୍ରୀ ଉଷସୀ ମିଶ୍ର ଏବଂ ତାଙ୍କ ଘର ପରିବାର ସେ କେଉଁଠି ଜନ୍ମ ଲାଭ କରିଥିଲେ ଏହା ସହିତ ତାଙ୍କ ବିଷୟରେ କିଛି ଅଜଣା ସତ୍ୟ ଘଟଣା ତାଙ୍କ ପର୍ଶନାଲ ଲାଇଫ ତାଙ୍କ ପିଲା ସବୁ କିଛି ଟିକନିକ ଖବର ଆଜିର ବିଷୟରେ ଆମେ ଆସନ୍ତୁ ଜାଣିବା |

ଉଷସୀ ମିଶ୍ର ହେଉଛନ୍ତି ଓଲିଉଡ଼ର ଜଣେ ସୁନ୍ଦରୀ ତଥା ଆଜି ଧାଡ଼ିର ଅଭିନେତ୍ରୀ ସେ 1976 ମସିହା ଅଗଷ୍ଟ ମାସ 3 ତାରିକରେ ଜନ୍ମ ଗ୍ରହଣ କରିଥିଲେ ତେବେ ଉଷସୀ ମିଶ୍ରଙ୍କ ଶିକ୍ଷାଗତ ଯୋଗ୍ୟତା ବିଷୟରେ କହିବାକୁ ଗଲେ ଉଷସୀଙ୍କ ସ୍କୁଲ ଟାଇମ ଅତିବାହିତ ହୋଇଛି ମୂଶୀଦାବାଦ ହର୍କା କେନ୍ଦ୍ରୀୟ ବିଦ୍ୟାଳୟ ଯେଉଁଟା କି ପଶ୍ଚିମବଙ୍ଗରେ ରହିଛି ଏହା ସହିତ ତାଙ୍କ କଲେଜ ଟାଇମ ଅତିବାହିତ ରମାଦେବୀ ମହିଳା ବିଶ୍ୱ ବିଦ୍ୟାଳୟ ଯାହାକି ଭୁବନେଶ୍ୱରରେ ରହିଛି |

ଏହା ସହିତ ଉଷସୀ ମିଶ୍ର ମଧ୍ୟ ଫ୍ୟାସନ ଡିଜାଇନ କୋର୍ସ ମଧ୍ୟ କରିଛନ୍ତି | ଉଷସୀ ମିଶ୍ର ଅଭିନୟ ବିଷୟରେ କହିଲେ ସେ ଓଡ଼ିଆ ତେଲଗୁ ,ବେଙ୍ଗଲୀ ଚଳଚ୍ଚିତ୍ରରେ କାମ କରି ସାରିଛନ୍ତି 1996 ମସିହାରେ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ପାଦ ଦେଇଥିଲେ ଉଷସୀ ମିଶ୍ର ଏହା ପରେ 1999 ମସିହାରେ ଧର୍ମ ନିକିତି ,2003 ମସିହାରେ ବାହୁଡ଼ିବେ ମୋ ଜଗା ବଳିଆ ଏହା ସହିତ ସେ ଅନେକ ଗୁଡ଼ିଏ ଚଳଚ୍ଚିତ୍ର ହେଉ କିମ୍ବା ଆଲବମ ହେଉ ସେ କାମ କରି ସାରିଛନ୍ତି

ଏହା ସହିତ ସେ ଯାତ୍ରା ପାର୍ଟିରେ ମଧ୍ୟ କାମ କରି ସାରିଛନ୍ତି | ଆପଣମାନେ ମଧ୍ୟ ତାଙ୍କ ଯାତ୍ରା ପାର୍ଟିର ଝଲକ ନିଶ୍ଚିତ ଭାବରେ ଟିଭିରେ ଦେଖିଥିବେ ଉଷସୀ ମିଶ୍ର ବିବାହ କରିଥିଲେ ସତ କିନ୍ତୁ ଦୀର୍ଘ 10 ବର୍ଷ ପରେ ନିଜ ସ୍ୱାମୀଙ୍କ ଠାରୁ ଅଲଗା ହୋଇ ଯାଇଥିଲେ ଉଷସୀ ମିଶ୍ର ନିଜ ପରିବାରକୁ ସୋସିଆଲ ମେଡିଆ ଠାରୁ ଦୂରେଇ ରଖନ୍ତି ଉଷସୀ ମିଶ୍ର

Leave a Reply

Your email address will not be published. Required fields are marked *