ପୁରୁଣା କୋଡ଼ିଏ ଟଙ୍କିଆ ନୋଟ ଆପଣଙ୍କୁ କରିଦେବ ମାଲାମାଲ ,ଯଦି ଆପଣଙ୍କ ପାଖରେ ଅଛି ଶୀଘ୍ର ଦେଖନ୍ତୁ ଖୁବ ଶୀଘ୍ର ହୋଇଯିବେ ମାଲାମାଲ

ଧନୀ ହେବାକୁ କାହାର ବା ଇଚ୍ଛା ନାହିଁ । ସମସ୍ତେ ଟଙ୍କା ରୋଜଗାର କରି ଧନୀ ହେବାକୁ ପ୍ରତିଦ୍ବନ୍ଦିତା କରୁଛନ୍ତି ।ବ୍ୟବସାୟ ହେଉ କି ଚାକିରି, ମୋଟା ଅଙ୍କର ଟଙ୍କା କମାଇବାକୁ ସମସ୍ତେ ଚାହିଁଥାନ୍ତି । କିନ୍ତୁ ଟଙ୍କା ବଦଳରେ ମୋଟା ଅଙ୍କର ଟଙ୍କା ପାଇବା କେବେ ଶୁଣିଛନ୍ତି କି? ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସମ୍ପୂର୍ଣ୍ଣ ଭାବେ ସତ । ଯଦି ଆପଣଙ୍କ ପାଖରେ ପୁରୁଣା ନୋଟ୍‌ ଅଛି ତାହା ପ୍ରତିବଦଳରେ ମୋଟା ଅଙ୍କର ଟଙ୍କା ପାଇପାରିବେ । ଯଦି ଆପଣ ମଧ୍ୟ ଧନୀ ହେବାକୁ ଚିନ୍ତା କରୁଛନ୍ତି ତେବେ ଏହି ଖବରଟି ଅତ୍ୟନ୍ତ ଉପଯୋଗୀ ପ୍ରମାଣିତ ହେବାକୁ ଯାଉଛି । ଆମେ ଆପଣଙ୍କୁ ଏପରି ଏକ ପଦ୍ଧତି କହିବାକୁ ଯାଉଛୁ ଯାହା ସାହାଯ୍ୟରେ ଆପଣ ବିପୁଳ ରୋଜଗାର କରିପାରିବେ । ଯଦି ଆପଣଙ୍କ ପାଖରେ ୨୦ ଟଙ୍କିଆ ନୋଟ୍ ଅଛି ତେବେ ଆପଣ ଧନୀ ହେବାର ସ୍ୱପ୍ନକୁ ପୂରଣ କରିପାରିବେ ।

ପୁରୁଣା ୨୦ ଟଙ୍କିଆ ନୋଟ୍‌କୁ ୬ ଲକ୍ଷ ଟଙ୍କାରେ ବିକ୍ରି କରିପାରିବେ । ଯାହାକି ଏକ ସୁବର୍ଣ୍ଣ ସୁଯୋଗ । ଆପଣ ସମସ୍ତ ସର୍ତ୍ତ ସହିତ ଏହି ନୋଟ୍ ବିକ୍ରୟ କରିପାରିବେ । ଯଦି ଆପଣ ସୁଯୋଗକୁ ହାତଛଡ଼ା କରନ୍ତି ତେବେ ଆଉ ମିଳିବନି । ଭାରତରେ ଅନେକ ୱେବସାଇଟ୍ ଅଛି ଯେଉଁମାନେ କି ପୁରୁଣା ନୋଟ୍ କିଣୁଛନ୍ତି । ସେମାନଙ୍କୁ ନୋଟ୍ ବିକ୍ରି କରି ମୋଟା ଅଙ୍କର ଟଙ୍କା ପାଇପାରିବେ । ନୋଟ୍ ବିକ୍ରୟ କରିବା ପୂର୍ବରୁ, ଆପଣ ଏହାର କିଛି ନିୟମ ବିଷୟରେ ଜାଣିବାକୁ ପଡିବ ।

ତେବେ କଣ ସେହି ନିୟମ ଗୁଡିକ? ଜାଣନ୍ତୁ ଯଦି ଆପଣଙ୍କ ପାଖରେ ପୁରୁଣା ୨୦ ଟଙ୍କିଆ ନୋଟ୍ ଅଛି ତେବେ ଏହାକୁ ବିକ୍ରୟ କରିବା ପୂର୍ବରୁ ଆପଣଙ୍କୁ ଏହାର ନିୟମଗୁଡିକୁ ଜାଣିବା ଆବଶ୍ୟକ । ନଚେତ୍ ଯଦି ଆପଣ ସୁଯୋଗ ହାତଛଡ଼ା କରିବେ ତେବେ ଆପଣ ଅନୁତାପ କରିବେ । ତେବେ ଯଦି ପୁରୁଣା ୨୦ ଟଙ୍କିଆ ନୋଟ୍‌ର ସିରିଏଲ୍‌ ନମ୍ବର ୭୮୬ ଅଛି । ତେବେ ଆପଣ ହୋଇପାରିବେ ଲକ୍ଷପତି । କାରଣ ୭୮୬କୁ ମୁସଲିମ ସମ୍ପ୍ରଦାୟଙ୍କ ଅତ୍ୟନ୍ତ ଶୁଭ ବୋଲି କୁହାଯାଏ ।

ମୁସଲମାନ ସମ୍ପ୍ରଦାୟର ଲୋକେ ଘରେ ସୁଖ ସମୃଦ୍ଧି ପାଇଁ ଏହି ନୋଟ୍‌କୁ କିଣିଥାନ୍ତି । ତେଣୁ ନୋଟ୍ ବିକ୍ରୟ କରିବାର ସୁଯୋଗକୁ ହାତଛଡ଼ା କରନ୍ତୁ ନାହିଁ । ଯଦି ଆପଣଙ୍କ ପାଖରେ ପୁରୁଣା ୨୦ ଟଙ୍କିଆ ନୋଟ୍‌ ଅଛି ତେବେ ଏହାକୁ ୬ ଲକ୍ଷ ଟଙ୍କାରେ ବିକ୍ରି କରିପାରିବେ । ଆଉ ୩ଟି ଥିଲେ ୧୮ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପାଇପାରିବେ । ଯଦି ଆପଣ ୨୦ ଟଙ୍କିଆ ନୋଟ୍ ବିକ୍ରି କରିବାକୁ ଚାହୁଁଛନ୍ତି

ତେବେ ଏଥିପାଇଁ ପ୍ରଥମେ OLX ରେ ପଞ୍ଜିକରଣ କରିବାକୁ ପଡିବ । ପଞ୍ଜିକରଣ ପରେ ୨୦ ଟଙ୍କିଆ ନୋଟ୍‌ର ସ୍ପଷ୍ଟ ଫଟୋ ଚିତ୍ର ଅପଲୋଡ୍‌ କରିବାକୁ ହେବ । ଏହା ପରେ ଯେଉଁମାନେ ନେବାକୁ ଚାହିଁବେ ଆପଣଙ୍କ ସହିତ ଯୋଗାଯୋଗ କରିବେ । ତେବେ ନୋଟ୍‌ଗୁଡିକର ପ୍ରକୃତ ମୂଲ୍ୟ କେତେ ତାହା OLX ପକ୍ଷରୁ ନିର୍ଦ୍ଧାରଣ କରାଯାଇ ନାହିଁ । ଏକ ମିଡିଆ ସଂସ୍ଥାର ରିପୋର୍ଟ ଅନୁଯାୟୀ ୭୮୬ ଥିବା ନୋଟ୍‌ର ମୂଲ୍ୟ ୫ଲକ୍ଷ ଟଙ୍କା ଥିବା କୁହାଯାଇଛି ।

Leave a Reply

Your email address will not be published. Required fields are marked *