ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ନିଜ ଗ୍ରାହକ ମାନଙ୍କ ପାଇଁ ନେଇ ଆସିଲା ଖୁସି ଖବର ,SBI ରେ ଆକାଉଣ୍ଟ ଥିଲେ ଶୀଘ୍ର ଦେଖନ୍ତୁ ଆପଣ ପାଇବେ ଲାଭ

ନମସ୍କାର ବନ୍ଧୁଗଣ SBI ଗ୍ରାହକ ମାନଙ୍କ ପାଇଁ ଆସିଲା ବଡ଼ ଖୁସି ଖବର ଯଦି ଆପଣଙ୍କର SBI ରେ ଆକାଉଣ୍ଟ ଅଛି ତେବେ ଜାଣିରଖନ୍ତୁ ଯେ SBI ଜାରି କଲା ନୂଆ ଅପଡେଟ ଆସନ୍ତୁ ଜାଣିବା କଣ ରହିଛି ସମ୍ପୂର୍ଣ୍ଣ ଖବର । SBI ରେ ଦେଶରେ କୋଟି କୋଟି ଗ୍ରାହକ ରହିଛନ୍ତି ତେବେ କୋଟି କୋଟି ଗ୍ରାହକ ମାନଙ୍କୁ SBI ତାର ଏକ ଖୁସି ଖବର ଦେଇଛି ।

ପୁଞ୍ଜି ବିନିଯୋଗ ଦୃଷ୍ଟିରୁ ଆଜି କାଲି ଦେଶରେ ସମସ୍ତେ FD ଉପରେ ନିର୍ଭର କରନ୍ତି ତେବେ FD ରେ ବିନିଯୋଗ କରିବା ପାଇଁ ଆପଣ ଯେକୌଣସି ବ୍ୟାଙ୍କ କିମ୍ବା ଡାକ ଘରେ ବିନିଯୋଗ କରି ପାରିବେ କିନ୍ତୁ ଦେଶର ବୃହତ୍ତମ ସରକାରୀ ବ୍ୟାଙ୍କ SBI ଆକାଉଣ୍ଟ ମଧ୍ୟ ଗ୍ରାହକ ଙ୍କୁ ସୁବିଧା ଯୋଗାଇ ଦେଇଥାଏ ।

ତେବେ SBI ମଧ୍ୟ ତାର ଆକାଉଣ୍ଟ ଧାରୀଙ୍କୁ ଭଲ ସୁଧ ହାର ପ୍ରଦାନ କରିଥାଏ । ତେବେ ଏହା ମଧ୍ୟରେ SBI ତା ଗ୍ରାହକ ମାନଙ୍କ ପାଇଁ FD ଦରରେ ପରିବର୍ତ୍ତନ ଦେଖାଦେଇଛି । ତେବେ ଆପଣ ଯଦି FD ରେ ବିନିଯୋଗ କରୁଛନ୍ତି ତେବେ ଆପଣଙ୍କୁ 0.5 ପ୍ରତିଶତ ଅଧିକ ସୁଧ ମିଳିବ ।

ତେବେ ଆପଣ ଯଦି SBI ରେ ଏକ ସ୍ଥିର ଜମା କରିବା ପାଇଁ ଚିନ୍ତା କରୁଛନ୍ତି ତେବେ ଜାଣି ରଖନ୍ତୁ ଏବେ ଆପଣଙ୍କୁ FD ଉପରେ ମିଳିବାକୁ ଯାଉଛି ଅଧିକ ସୁଧ ବରିଷ୍ଟ ନାଗରିକ ମାନଙ୍କୁ SBI ମଧ୍ୟ ଅଧିକ ସୁଧ ପ୍ରଦାନ କରୁଅଛି

Leave a Reply

Your email address will not be published. Required fields are marked *