ବାଛନ୍ତୁ ଗୋଟିଏ ରଙ୍ଗର ଫୁଲ(Flower ) ଓ ଜାଣନ୍ତୁ ନିଜର ଆଗାମୀ ଭବିଷ୍ୟତ,ବ୍ୟକ୍ତିତ୍ୱ ଏବଂ ସ୍ଵଭାଵ ବିଷୟରେ

ନମସ୍କାର ବନ୍ଧୁଗଣ ଆଜି ଆପଣଙ୍କ ପାଇଁ ଏକ ବିଶେଷ ବିଷୟ ବସ୍ତୁ ରହିଅଛି ଯାହାକି ଆମେ ଆପଣଙ୍କ ଭବିଷ୍ୟତ ବିଷୟରେ କହିପାରିବୁ ଏହି ଯେଉଁ ଫୋଟରେ ଆପଣ ତିନୋଟି ରଙ୍ଗର ଫୁଲ ଦେଖୁଛନ୍ତି ଭଲ ଭାବରେ ବାଛି କରି ବାଛନ୍ତୁ ଗୋଟିଏ ରଙ୍ଗର ଫୁଲ ଓ ଆପଣଙ୍କୁ ଯେଉଁ ରଙ୍ଗ ଅଧିକ ଭଲ ଲାଗିବ ସେହି ରଙ୍ଗକୁ ବାଛନ୍ତୁ ଏହି ରଙ୍ଗର ଚୟନରୁ ଆମେ ଆପଣଙ୍କ ଭବିଷ୍ୟତ ବିଷୟରେ କିଛି କହିବୁ | ବର୍ତ୍ତମାନ ସମୟରେ ଲୋକମାନେ ଯେତେ ଉନ୍ନତି ଅନ୍ଧ ବିଶ୍ୱାସ ମଧ୍ୟ ସମାଜରେ ବଢ଼ିବାରେ ଲାଗିଛି ସବୁ ବ୍ୟକ୍ତି ଚାହିଁ ଥାଆନ୍ତି ଯେ ଆମ କାର୍ଯ୍ୟ ଯେପରି ଖୁବ କମ ସମୟ ମଧ୍ୟରେ ଶେଷ ହେଉ କିଛି ଲୋକ ଭବିଷ୍ୟତ ଅନୁମାନ କରି ଲୋକ ମାନଙ୍କୁ ଧୋକା ମଧ୍ୟ ଦେଇଥାଆନ୍ତି ତେବେ ଆଜିର ବିଷୟରେ ଆପଣ ତିନୋଟି ରଙ୍ଗର ଫୁଲ ଦେଖୁଛନ୍ତି ଯେଉଁ ରଙ୍ଗ ଗୁଡ଼ିକ ଆପଣ ସ୍କ୍ରିନରେ ଦେଖୁଛନ୍ତି ପ୍ରଥମ ନଜରରେ ଚୟନ କରନ୍ତୁ ଗୋଟିଏ ରଙ୍ଗ ଏବଂ ଜାଣନ୍ତୁ ଆପଣ ନିଜ ଭବିଷ୍ୟତ ନିର୍ଧାରଣ କିପରି କରିପାରିବେ |

ହଳଦିଆ ରଙ୍ଗର ଫୁଲ- ଯଦି ଆପଣ ହଳଦିଆ ରଙ୍ଗର ଫୁଲ ବାଛିଛନ୍ତି ତେବେ ଆପଣଙ୍କ ଜୀବନରେ ଅର୍ଥ ସମସ୍ୟା ଲାଗି ରହିବ । ଆପଣ ଆୟ ଠାରୁ ଅଧିକ ଖର୍ଚ କରିବେ ଏହି ରଙ୍ଗକୁ ବାଛିଥିବା ବ୍ୟକ୍ତି କେବେ ବି ଅଧିକ ଲୋଭ କରନ୍ତି ନାହିଁ । ସେମାନେ ଏହିଭଳି ସ୍ଵଭାବର ହୋଇ ନଥାନ୍ତି ଆକାଶ ପରି ବିଶାଳ ହୃଦୟ ଏମାନଙ୍କର ହୋଇଥାଏ କିନ୍ତୁ ଆର୍ଥିକ ସମସ୍ୟା କାରଣରୁ ଏମାନେ ଚୁପ ରହିଥାନ୍ତି ସମୟ ଆସିଲେ ଏମାନେ ଠିକ ଉତ୍ତର ଦେଇଥାଆନ୍ତି ।

ନାଲି ରଙ୍ଗର ଫୁଲ- ଯେଉଁ ଲୋକମାନେ ନାଲି ରଙ୍ଗର ଫୁଲକୁ ବାଛିଛନ୍ତି, ତେବେ ଏହାର ଅର୍ଥ ସେମାନଙ୍କ ଜୀବନରେ ସବୁବେଳେ କୌଣସି ନା କୌଣସି ସମସ୍ୟା ଲାଗି ରହିଥାଏ । ଭାଗ୍ୟ କେତେବେଳେ ସାଥ ଦେଇଥାଏ ତ କେତେବେଳେ ନୁହେଁ । ନାଲି ରଙ୍ଗ ପ୍ରେମର ପ୍ରତୀକ ଅଟେ । ପ୍ରେମ କରୁଥିବା ଲୋକମାନଙ୍କୁ ସବୁବେଳେ ତାଙ୍କର ଭାଗ୍ୟ ସାଥ ଦେଇଥାଏ । ଏହି ରଙ୍ଗକୁ ବାଛିଥିବା ବ୍ୟକ୍ତି ବହୁତ ସୁନ୍ଦର ହୋଇଥାନ୍ତି । ଏମାନେ ସମସ୍ତଙ୍କର ଭାବନାକୁ ଗୁରୁତ୍ଵ ଦେଇଥାନ୍ତି । ଏମାନେ ସମସ୍ତଙ୍କ ସହିତ ବହୁତ ସହଜରେ ମିଶି ଯାଆନ୍ତି

ସବୁଜ ରଙ୍ଗର ଫୁଲ- ଏହି ରଙ୍ଗକୁ ବାଛିଥିବା ଲୋକମାନେ ବହୁତ ରଚନାତ୍ମକ ହୋଇଥାନ୍ତି । ଏମାନଙ୍କ ହୃଦୟ ବି ନିର୍ମଲ ହୋଇଥାଏ । ଆପଣଙ୍କ ସାମ୍ନାରେ ଯାହା ବି ସମସ୍ୟା ଆସେ ତାର ସମାଧାନ ଆପଣ ନିଶ୍ଚିତ ରୂପରେ କରନ୍ତି । ଆପଣ ସବୁବେଳେ ନିଜର ଭବିଷ୍ୟତକୁ ନେଇ ଚିନ୍ତିତ ଥାଆନ୍ତି ପରିବାର ଓ ସମ୍ପର୍କୀୟଙ୍କୁ ଆପଣ ସମ୍ମାନ ଦିଅନ୍ତି କିନ୍ତୁ ସେହି ଅନୁସାରେ ଆପଣଙ୍କୁ ଭଲ ପାଇବା ମିଳି ନ ଥାଏ ।

Leave a Reply

Your email address will not be published. Required fields are marked *