ଝାଡୁ ଏହି ସମୟରେ ଲଗେଇଲେ ଗୃହରେ ହୁଏ ଧନର ବର୍ଷା, ମା ଲଷ୍ମୀଙ୍କ କୃପା ସର୍ବଦା ପ୍ରାପ୍ତି ହୋଇଥାଏ କେବେବି ରହିବ ନାହିଁ ଆର୍ଥିକ ସମସ୍ୟା

ବନ୍ଧୁଗଣ ଆଜିର ବିଷୟରେ ଆମେ ଜାଣିବା ଝାଡ଼ୁ ବିଷୟରେ ଘରେ ଝାଡ଼ୁ ଲଗାଇବା ସମୟରେ କରୁ ନାହାଁନ୍ତି ତ ଏହି ଭୁଲ ନଚେତ ଘରକୁ ଆସିଥାଏ ଦରିଦ୍ରତା ମାନିଲେ ଘରେ ହୋଇଥାଏ ଧନର ବର୍ଷା ନିୟମିତ ଝାଡୁ ଲଗାଇବା ସମୟରେ କିଛି ନିୟମକୁ ପାଳନ କରିବାକୁ ପଡ଼ିଥାଏ | ଘରେ କେତେବେଳେ ଝାଡୁ ଲଗାଇବେ ଏବଂ କେତେବେଳେ ଲଗାଇବେ ନାହିଁ ଝାଡୁ କେଉଁଠାରେ ରଖିବେ ଝାଡୁ କେଉଁଠାରେ ରଖିବେ ପୁରୁଣା ଝାଡୁ କେବେ ବଦଳାଇବେ ଏବଂ ନୂଆ ଝାଡୁ କେବେ ନେବେ ଏବଂ କେବେ ବ୍ୟବହାର କରିବେ |

ଏହି ସବୁ ନିୟମ ଜାଣିବା ଆଜିର ବିଷୟରେ | ପୌରାଣିକ ମତ ଅନୁସାରେ ଝାଡୁ ଆମ ଘରର ଖାଲି ମଇଳା ପରିସ୍କାର କରିନଥାଏ ବରଂ ଦରିଦ୍ରତାକୁ ଦୂର କରିଥାଏ ଝାଡୁ ଘରକୁ ସୁଖ ଏବଂ ସମୃଦ୍ଧି ଆଣି ଦେଇଥାଏ ଝାଡୁକୁ ଆଦର କଲେ ମା ଲକ୍ଷ୍ମୀ ସନ୍ତୁଷ୍ଟ ହୋଇଥାଆନ୍ତି | ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ ଝାଡୁ ଲଗାଇବା ପାଇଁ ଚାରି ପ୍ରହର ଉଚିତ ବୋଲି ମାନା ଯାଇଛି।

ଅର୍ଥାତ ସୂର୍ଯ୍ୟୋଦୟ ହେବା ପରେ ଝାଡୁ ଲଗାଇବା ଶୁଭ ହୋଇଥାଏ। ମାନ୍ୟତା ରହିଛି କି ଯେଉଁ ଲୋକଙ୍କ ଘର ସର୍ବଦା ସଫାସୁତୁରା ରହିଥାଏ, ସେମାନଙ୍କ ଘର ସର୍ବଦା ସୁଖଶାନ୍ତି ଓ ଧନସମ୍ପତ୍ତିରେ ଭରି ରହିଥାଏ। ଘରକୁ ସର୍ବଦା ପରିଷ୍କାର ପରିଚ୍ଛନ୍ନ ରଖିବା ଦ୍ଵାରା ପରିବାରରେ ସକାରାତ୍ମକ ଉର୍ଜାର ସଞ୍ଚାର ହୋଇଥାଏ।

ସର୍ବଦା ଧ୍ୟାନ ରଖିବେ କି ସୂର୍ଯ୍ୟାସ୍ତ ପରେ କେବେବି ଝାଡୁ ଲଗାଇବା ଉଚିତ ନୁହେଁ ଏହା ଅତ୍ୟନ୍ତ ଅମଙ୍ଗଳ ହୋଇଥାଏ ଏବଂ ଅଶୁଭ ମଧ୍ୟ ହୋଇଥାଏ।ସୂର୍ଯ୍ୟାସ୍ତ ପରେ ଝାଡୁ ଲଗା ଯାଇଥାଏ, ତାହେଲେ ପରିବାରରେ କଳି ଝଗଡା ସୃଷ୍ଟି ହୋଇଥାଏ। ଦେବୀ ଲକ୍ଷ୍ମୀ କ୍ରୋଧିତ ହୋଇ ଘରୁ ପଳାଇ ଯାଇଥାନ୍ତି

Leave a Reply

Your email address will not be published. Required fields are marked *