ଓଲିଉଡ଼ ଇଣ୍ଡଷ୍ଟ୍ରିରେ ଅଭିନୟ ଅଭିନୟ କରୁଥିବା Heroineଙ୍କ ସ୍ୱାମୀ ମାନଙ୍କ ଦରମା ଜାଣିଲେ ଆପଣଙ୍କ ହୋସ ଉଡ଼ିଯିବ

ନମସ୍କାର ବନ୍ଧୁଗଣ ଆପଣମାନେ ତ ଆମ ଓଲିଉଡ଼ ଇଣ୍ଡଷ୍ଟ୍ରିର ଏହି ଅଭିନେତ୍ରୀ ମାନଙ୍କୁ ବେଶ ଭଲ ଭାବରେ ଜାଣିଥିବେ ମାତ୍ର ଆପଣମାନେ କେବେ ଜାଣିବାକୁ ଚେଷ୍ଟା କରିଛନ୍ତି ଓଲିଉଡ଼ ଇଣ୍ଡଷ୍ଟ୍ରିର ଏହି ସବୁ ହିରୋଇନ ମାନଙ୍କ ସ୍ୱାମୀ ମାନେ କଣ କରନ୍ତି ସେମାନଙ୍କ ପ୍ରଫେସନ କଣ ଯଦି ଜାଣି ନାହାଁନ୍ତି ବିଷୟଟିକୁ ଶେଷ ଯାଏ ଦେଖନ୍ତୁ |

ଏହି ଲିଷ୍ଟର ପ୍ରଥମରେ ଆସୁଛନ୍ତି ଓଲିଉଡ଼ ଅଭିନେତ୍ରୀ ଲିପ୍ସା ମିଶ୍ର ଲିପ୍ସା ବିବାହ ବନ୍ଧନରେ ବାନ୍ଧି ହୋଇ ସାରିଛନ୍ତି ତେବେ ସ୍ୱାମୀଙ୍କ ନାମ ହେଉଛି ଆକାଶ ଆଚାର୍ଯ୍ୟ ତେବେ ଆକାଶ ମେକାନିକାଲ ଇଞ୍ଜିନିୟର ସହିତ ବହୁତ ବଡ଼ ବିଜନେସ ମ୍ୟାନ ମଧ୍ୟ ଅଟନ୍ତି |

ଏହି ଲିଷ୍ଟର ଦ୍ୱିତୀୟରେ ଆସୁଛନ୍ତି ଓଲିଉଡ଼ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତ୍ରୀ ରିୟା ଦେ ତେବେ ଆପଣ ମାନଙ୍କ ଅତିପ୍ରିୟ ଅଭିନେତ୍ରୀ ରିୟା ଦେ ସୁନୀଲ ମେସିଙ୍କୁ ବିବାହ କରି ସାରିଛନ୍ତି ତେବେ ସୁନୀଲ ହେଉଛନ୍ତି ଜଣେ ବହୁତ ବଡ଼ ବିଜନେସ ମ୍ୟାନ |

ଏହି ଲିଷ୍ଟର ତୃତୀୟରେ ଆସୁଛନ୍ତି ନିହାରିକା ଦାସ ତେବେ ଓଲିଉଡ଼ ଇଣ୍ଡଷ୍ଟ୍ରିର ସୁନ୍ଦରୀ ଅଭିନେତ୍ରୀ ନିହାରିକା ବିବାହ ବନ୍ଧନରେ ଆବଦ୍ଧ ହୋଇ ସାରିଛନ୍ତି ତେବେ ନିହାରିକାଙ୍କ ସ୍ୱାମୀ ଦୁବାଇର ଏକ ଇଣ୍ଟର ନେସନାଲ ବ୍ୟାଙ୍କରେ ଜବ କରୁଛନ୍ତି |

ଏହି ଲିଷ୍ଟର ଚତୁର୍ଥରେ ଆସୁଛନ୍ତି ଆମ ଓଲିଉଡ଼ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତ୍ରୀ ଜାଗୃତି ରଥ ତେବେ ଜାଗୃତି ମଧ୍ୟ ବିବାହ ବନ୍ଧନରେ ବାନ୍ଧି ହୋଇ ସାରିଛନ୍ତି ଏବଂ ତାଙ୍କ ସ୍ୱାମୀଙ୍କ ନାମ ହେଉଛି ସ୍ୱରାଜ ପୁରୋହିତ ଏବଂ ସ୍ୱରାଜ ଜଣେ ସିଙ୍ଗର ଅଟନ୍ତି

ଏହି ଲିଷ୍ଟ ର ପଞ୍ଚମରେ ଆସୁଛନ୍ତି କମେଡି କୁଇନ ମିଇଁ ପୁଚ ପୁଚ ଏହି କିଛି ଦିନ ହେବ ଅଭିସିଙ୍ଗ ଷଡ଼କିକୁ ବିବାହ କରିଛନ୍ତି ତେବେ ଅଭିଷେକ ଜଣେ ସଫ୍ଟୱେର ଇଂଜିନିୟର ଅଟନ୍ତି |

Leave a Reply

Your email address will not be published. Required fields are marked *