ତରଙ୍ଗ ଟିଭିରେ ଅଭିନୟ କରୁଥିବା Hero ମାନଙ୍କ ପ୍ରକୃତ ଜୀବନ ସାଥୀଙ୍କୁ ଆପଣ ଆଗରୁ କେବେ ଦେଖିନଥିବେ ,ସବୁଠୁ ବେଶୀ ସୁନ୍ଦର ଏହି ହିରୋଇନ

ନମସ୍କାର ବନ୍ଧୁଗଣ ଆପଣମାନେ ତ ତରଙ୍ଗ ଟିଭିରେ ପ୍ରସାରିତ ହେଉଥିବା ସବୁ ସିରିଏଲ ଗୁଡ଼ିକ ନିଶ୍ଚିତ ଭାବରେ ଦେଖୁଥିବେ ଏବଂ ଏହି ସବୁ ସିରିଏଲରେ ଲିଡ ହିରୋ ଭାବରେ ଆକ୍ଟିଙ୍ଗ କରୁଥିବା ସବୁ ହିରୋ ମାନଙ୍କୁ ବେଶ ଭଲ ଭାବରେ ଜାଣିଥିବେ କିନ୍ତୁ ଆପଣମାନେ କଣ ଏମାନଙ୍କ ପ୍ରକୃତ ଜୀବନ ସାଥି କିଏ ତାଙ୍କ ରିଏଲ ଲାଇଫ ଗାର୍ଲ ଫ୍ରେଣ୍ଡ କିଏ ସେ କାହାକୁ ଆଗାମୀ ଦିନ ମାନଙ୍କରେ ବିବାହ କରିବାକୁ ଯାଉଛନ୍ତି ଏ ସମ୍ପର୍କରେ ଆପଣ ମାନେ କିଛି ଜାଣିଛନ୍ତି କି ଯଦି ଜାଣି ନାହାଁନ୍ତି ଏହି ବିଷୟଟିକୁ ଶେଷ ଯାଏ ନିଶ୍ଚୟ ଦେଖନ୍ତୁ

ଆମ ଲିଷ୍ଟର ପ୍ରଥମ ନମ୍ବରରେ ଆସୁଛନ୍ତି ରାଜଯୋଗ ସିରିଏଲର ହିରୋ ସାପ୍ଳିନ ମିଶ୍ର ତେବେ ସାପ୍ଳିଙ୍କ ରିଏଲ ଲାଇଫର ଗାର୍ଲ ଫ୍ରେଣ୍ଡ ହେଉଛନ୍ତି ସୁମନ ପଟ୍ଟନାୟକ ସେ ଦୁହେଁ ପରସ୍ପରଙ୍କୁ ଡେଟ କରୁଛନ୍ତି ଆଉ ଆଗାମୀ ଦିନ ମାନଙ୍କରେ ବିବାହ କରିବାକୁ ଯାଉଛନ୍ତି ଆଉ ତାରିଣୀ ଆଖିର ତାରା ସିରିଏଲରେ ଦୁହେଁ ପରସ୍ପରଙ୍କୁ ଭଲ ପାଇ ବସିଥିଲେ |

ଏହା ପରେ ଦୁଇ ନମ୍ବରରେ ଆସୁଛନ୍ତି ଅମର ଚିଞ୍ଚନି ଯିଏ କି ବର୍ତ୍ତମାନ ମୋ ସିନ୍ଦୁରର ଅଧିକାର ସିରିଏଲରେ ଲିଡ ହିରୋ ଭାବରେ ଆଦି କ୍ୟାରେକ୍ଟରରେ ଅଭିନୟ କରୁଛନ୍ତି ଆପଣମାନେ ତ ଜାଣିଛନ୍ତି ଲୋକପ୍ରିୟ ଅଭିନେତ୍ରୀ ନିକିତା ମିଶ୍ରଙ୍କୁ ଡେଟ କରୁଛନ୍ତି ଅମର ଝିଲ୍ଲୀ ସିରିଏଲର ସୁଟିଙ୍ଗ ସେଟରୁ ଦୁହେଁଙ୍କ ଭଲ ପାଇବା ଆରମ୍ଭ ହୋଇଥିଲା

ଏହା ପରେ ତିନି ନମ୍ବରରେ ଆସୁଛନ୍ତି ଅନୁରାଧା ସିରିଏଲର ଲିଡ ହିରୋ ରାଜ ଆଉ ତାଙ୍କର ପ୍ରକୃତ ନାମ ହେଉଛି ଜଗଜିତ ପାଲ ଜଗଜିତ ପାଲଙ୍କୁ ମିତାଲି ସର୍ଘରିଆଙ୍କ ସହିତ ଯୋଡ଼ା ଯାଉଥିଲା କିନ୍ତୁ ବର୍ତ୍ତମାନ ସମୟରେ ଜଗଜିତଙ୍କର କୌଣସି ବି ଗାର୍ଲ ଫ୍ରେଣ୍ଡ ନାହାଁନ୍ତି ସେ ନିଜ ଅଭିନୟ ଉପରେ ଫୋକସ ଦେଉଛନ୍ତି |

ଏହା ପରେ ଚାରି ନମ୍ବରରେ ଆସୁଛନ୍ତି ଆପଣ ମାନଙ୍କ ଅତିପ୍ରିୟ ହିରୋ ରାମ ଯିଏ କି ତୋରି ପାଇଁ ତୋ ପାଇଁ ସିରିଏଲରେ ଜବରଦସ୍ତ ଆକ୍ଟିଙ୍ଗ କରୁଛନ୍ତି ତେବେ ରାମଙ୍କ ରିଏଲ ଲାଇଫରେ ସେ ସିଙ୍ଗିଲ ଅଛନ୍ତି ଆଉ ସେ କାହାକୁ ମଧ୍ୟ ଡେଟ କରୁ ନାହାଁନ୍ତି ସେ ନିଜ ଅଭିନୟ ଉପରେ ଫୋକସ ଦେଉଛନ୍ତି |

ଏହା ପରେ ପାଞ୍ଚ ନମ୍ବରରେ ଆସୁଛନ୍ତି ତୁ ମୋ ଆଖିର ଆଖିର ସିରିଏଲର ଅଭିନେତା ତରୁଣ ଏବଂ ତାଙ୍କ ପକୃତ ନାମ ହେଉଛି ଦେବ ମହାନ୍ତି ଆପଣ ମାନେ ଦେବଙ୍କୁ ଭଲ ଭାବରେ ଜାଣିଥିବେ ଦେବଙ୍କ ଗାର୍ଲ ଫ୍ରେଣ୍ଡଙ୍କ ନାମ ହେଉଛି ନନ୍ଦିତା ମହାନ୍ତି

Leave a Reply

Your email address will not be published. Required fields are marked *