Vastu : ଚିନି ଆପଣଙ୍କୁ କରିବ ଧନୀ କରନ୍ତୁ ଏହି ଚମତ୍କାର ଉପାୟ ରାତାରାତି ହୋଇଯିବେ ମାଲାମାଲ ,ଜାଣନ୍ତୁ କିପରି କରିବେ

ବନ୍ଧୁଗଣ ଛୋଟ ଛୋଟ ଉପାୟମାନ ଯାହାକି ଆପଣଙ୍କୁ ଉନ୍ନତିର ଶୀର୍ଷରେ ପହିଁଞ୍ଚାଇ ଦେଇଥାଏ ଏବଂ ଅନେକ ମାତ୍ରାରେ ସହାୟକ ହୋଇଥାଏ ଆମେ ଆପଣଙ୍କୁ ଅନେକ ଚମତ୍କାର ଉପାୟ ମାନ କହୁଅଛି ଯାହା ଦ୍ଵାରା ଆପଣ ନିଜ ଭାଗ୍ୟ ଉଦୟ କରିପାରିବେ ଆଜିର ବିଷୟରେ ଜାଣିବା କି ଏହି ପରି କିଛି ଉପାୟ ମାନ ଯାହାକୁ ପ୍ରୟୋଗ କରି ଆପଣଙ୍କ ଘରର ଆର୍ଥିକ ସମସ୍ୟାକୁ ଦୂର କରି ପାରିବେ ଆର୍ଥିକ କଷ୍ଟରୁ ମୁକ୍ତ ପାଇପାରିବେ ଏବଂ ଧନ ବୃଦ୍ଧି କରିପାରିବେ । ତେବେ ଚାଲନ୍ତୁ ଜାଣିବା ସେଥିପାଇଁ ବିଷୟ ଟିକୁ ଶେଷ ଯାଏ ନିଶ୍ଚୟ ଦେଖନ୍ତୁ ।

ବନ୍ଧୁଗଣ ପ୍ରଥମ ଉପାୟଟି ହେଉଛି ଲୁଣର ଉପାୟ ଏହି ଲୁଣ ଦେଖିବାକୁ ଅତି ସାମାନ୍ୟ ହୋଇଥାଏ ମାତ୍ର ଭିତରୁ ଅତ୍ୟନ୍ତ ଚମତ୍କାରୀ ହୋଇଥାଏ ଏହା ସମୁଦ୍ରରୁ ଉତ୍ପନ ହେଉଥିବାରୁ ଘରର ସମସ୍ତ ବାସ୍ତୁ ଦୂର ହୋଇଥାଏ ଏହି ଲୁଣକୁ କିପରି ପ୍ରୟୋଗ କରିବେ ଆସନ୍ତୁ ଜାଣି ନେବା ଏକ ମୁଠି ଲୁଣ ନେଇ ଘରର ଚାରି ପାଖରେ ପରିକ୍ରମା କରନ୍ତୁ ଘରର ବାହାର ପଟରେ ଅସମ୍ଭବ ହେଲେ ଘରର ଭିତର ପଟରେ ଏହାକୁ କରିପାରିବେ ।

ଏହିପରି ପରିକ୍ରମା କରିବା ସମୟରେ ପ୍ରାର୍ଥନା କରନ୍ତୁ ନିଜର ଦୁଃଖ ଭଗବାନଙ୍କୁ ଜାଣନ୍ତୁଏପରି କରିବା ଦ୍ବାରା ରାହୁ ସମେତ ଅନ୍ୟ ଗ୍ରହ ମାନଙ୍କ କୁପ୍ରଭାବ ରୁ ମୁକ୍ତି ମିଳିଥାଏ ସମସ୍ତ ପ୍ରକାର ନକରାତ୍ମକ ଶକ୍ତି ଘରୁ ପଳେଇ ଥାଏ ଏହି ଲୁଣକୁ ନେଇ ସାତ ଥର ଘର ଚାରି ପାଖରେ ପରିକ୍ରମା କରି ସାରିଲା ପରେ ଏହାକୁ ଏକ ଦୂଷିତ ଜଳରେ ପ୍ରଭାବିତ କରିଦିଅନ୍ତୁ ତାପରେ ଘରକୁ ଫେରି ଆସନ୍ତୁ ।

ଦ୍ୱିତୀୟ ଉପୟାଟି ହେଉଛି ଦୁଇ ମୁଠା ଚିନି ଏହାକୁ ଲାଲ ରଙ୍ଗର କପଡ଼ା ବା ସାଲୁ କପଡ଼ାରେ ବାନ୍ଧି ଦିଅନ୍ତି ଏବଂ ଯେକୌଣସି ମନ୍ଦିରରେ ଏହାକୁ ଅର୍ପଣ କରି ଫେରି ଆସନ୍ତୁ ଏହି ଉପାୟକୁ କରି ଅନେକ ଲୋକ ଲାଭବାନ ହୋଇଛନ୍ତି ଏହି ଉପାୟଟି ହେଉଛି କରଜରୁ ମୁକ୍ତି ପାଇବା ପାଇଁ ବହୁ ପରିମାଣରେ କରଜ କରିଥିବା ବ୍ୟକ୍ତି ମାନଙ୍କ ପାଇଁ ଏହା ବହୁତ ଲାଭକାରୀ ହୋଇଥାଏ ।

କେବଳ ଏକ ମୁଠି ଚିନିକୁ ଲାଲ ଚୁନୁରି ରେ ବାନ୍ଧି ଦିଅନ୍ତୁ କିମ୍ବା ଲାଲ କପଡ଼ାରେ ବାନ୍ଧି ଦିଅନ୍ତୁ ଏବଂ ତାହାକୁ ନେଇ ଯେକୌଣସି।ମନ୍ଦିରରେ ଅର୍ପଣ କରି ଫେରି ଆସନ୍ତୁ ଏହି ଉପାୟ କରି ଅନେକ ଲୋକ ଲାଭବାନ ହୋଇ ସାରିଛନ୍ତି

Leave a Reply

Your email address will not be published. Required fields are marked *