ହାରିବା ମ୍ୟାଚ୍ କୁ ଜିତି ଇତିହାସ ରଚିଲେ ଭାରତୀୟ ଖେଳାଳି…..। ଭାରତର ବୋଲିଙ୍ଗ ସାମ୍ନାରେ ହାର୍ ମାନିଲା ଆୟରଲ୍ୟାଣ୍ଡ

ହାରୁ ଥିବା ମ୍ୟାଚ ଟିକୁ ଜିତିଲା ଭାରତ ରଚିଲା ନୂଆ ଇତିହାସ ବଜୀମାରିଦେଲା ଭାରତୀୟ କ୍ରିକେଟ ଦଳ ବ୍ୟାଟିଂ ବୋଲିଂ ରେ କମାଲ କଲେ ଭାରତୀୟ ଦଳର ଖେଳାଳି ପ୍ରଥମ ମ୍ୟାଚ୍ ମଧ୍ୟରେ ଅତିଲଜ୍ୟ ଜନକ ଭାବରେ ପରାଜୟ ବରଣ କଲା ଟିମ୍ ଆୟରଲ୍ୟାଣ୍ଡ ।

ହଁ ଦର୍ଶକ ବନ୍ଧୁ ବିଶ୍ୱକପ୍ ୨୦୨୪ ଆରମ୍ଭ ହେବ ସାରିଛି ଭାରତ ନିଜର ଏକମାତ୍ର ମ୍ୟାଚ୍ କୁ ଜିତି ନିଜର ପ୍ରସ୍ତୁତିକୁ ଅଭ୍ୟାସ ମ୍ୟାଚ୍ ରେ ଭାରତ ଉଭୟଙ୍କର ବ୍ୟାଟିଂ ଓ ବୋଲିଂ ରେ ଅତି ସୁନ୍ଦର ପ୍ରଦର୍ଶନ କରି ବଙ୍ଗଳାଦେଶ କୁ ୬୦ ରନ୍ ର ବଡ ବ୍ୟବଧାନରେ ପରାସ୍ତ କରିଛି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ସୀମିତ ୨୦ ଓଭର ମଧ୍ୟରେ ୫ ୱିକେଟ୍ ହରାଇ ୧୮୨ ରନ୍ ସଂଗ୍ରହ କରିଥିଲା ।

ରିଶବ ୫୩ ରନ୍ ର ଦମଦାର ପାରି ଖେଲିଥିବା ବେଳେ ହାର୍ଦ୍ଧିକ ପାଣ୍ଡିଆ ଅପରାଜିତ ୪୦ ରନ୍ ଓ ସୂର୍ଯ୍ୟ କୁମାର ୩୧ ରନର ବିସ୍ଫୋରକ ପରି ଖେଳିଥିଲେ ତେବେ ୧୮୩ ରନର ଲକ୍ଷ୍ୟକୁ ହାସଲ କରିବାକୁ ଯାଇ ଆୟରଲ୍ୟାଣ୍ଡ ପ୍ରଥମରୁ ବ୍ୟାଟିଂ ବିପର୍ଯ୍ୟୟ ଭୋଗିଥିଲେ ଭାରତର ବୋଲର ମାନଙ୍କର ଅକ୍ରମନାତ୍ମକ ବୋଲିଂ ଆଗରେ ଆୟରଲ୍ୟାଣ୍ଡ କୌଣସି ବ୍ୟାଟ୍ସମ୍ୟାନ୍ ଟ୍ରିଷ୍ଟି ପାରିନଥିଲେ ।

ମଦ୍ୟକ୍ରମରେ ମହମ୍ମଦ ଅବ୍ଦୁଲା ୪୦ ରନ୍ ସଂଗ୍ରହ କରିଥିଲେ ଓ ହସଲ୍ ୨୮ ରନ୍ କରି ଦଳକୁ ୧୦୦ ରନ୍ ପରକରାଇବାରେ ସଫଳ ହୋଇଥିଲେ ବାକି ସାତ ଜଣ ବ୍ୟାଟ୍ସମ୍ୟାନ୍ ୨ ଅଙ୍କ ମଧ୍ୟ ଛୁଇ ପରିବାର ସକ୍ଷମ ହୋଇ ପାରିନଥିଲେ ଶେଷରେ ଦଳ ୯ ୱିକେଟ୍ ହରାଇ ମାତ୍ର ୧୨୨ ରନ୍ ସଂଗ୍ରହ କରିପାରିଥିଲା ଓ ଲଜ୍ଜ୍ୟା ଜନକ ବିପର୍ଯ୍ୟୟ ଭୋଗିଥିଲେ ।

Leave a Reply

Your email address will not be published. Required fields are marked *