Vastutips: ଘରର ମୁଖ୍ୟ ଦ୍ଵାର ସାମ୍ନାରେ ଭୁଲରେ ବି ରଖନ୍ତୁ ନାହିଁ ଏହି ଜିନିଷ, ନଚେତ ଭୟଙ୍କର ବିପଦ ମାଡ଼ିଆସେ, ହୋଇଯିବେ ବର୍ବାଦ !

ନମସ୍କାର ବନ୍ଧୁଗଣ ଘରର ମୁଖ୍ୟ ଦ୍ଵାରରେ କେବେବି ରଖନ୍ତୁ ନାହିଁ ଏହି ସବୁ ଜିନିଷ ଦରିଦ୍ର୍ୟତା ମରିବା ପର୍ଯ୍ୟନ୍ତ ଆପଣଙ୍କ ପିଛା ଛାଡ଼ିବ ନାହିଁ ଏହା ସହିତ ଆଜିର ବିଷୟରେ ଆମେ ଜାଣିବା କିଛି ଏମିତି ଭୁଲ ବିଷୟରେ ଯାହାକୁ ଯଦି ଆପଣ ଆପଣଙ୍କ ଘରେ କରୁଛନ୍ତି ତ ମା ଲକ୍ଷ୍ମୀ କେବେବି ଏମାନଙ୍କ ଘରେ ପ୍ରବେଶ କରନ୍ତି ନାହିଁ । ଆପଣ ଯେତେ ବି ପୂଜା ପର୍ବ କରନ୍ତୁ ଦେବୀ ଦେବତା ଆପଣଙ୍କ ଉପରେ ସର୍ବଦା କ୍ରୋଧିତ ରହି ଥାଆନ୍ତି ତେବେ ବନ୍ଧୁଗଣ ଚାଲନ୍ତୁ ଜାଣିବା କଣ ସେହି ସବୁ ଭୁଲ ଗୁଡ଼ିକ ଯାହା ଘରର ମୁଖ୍ୟ ଦ୍ଵାରରେ ନ ରଖିବା ଉଚିତ୍ ।

ବାସ୍ତୁ ଅନୁସାରେ ଘରେ ଥିବା କେତେକ ବସ୍ତୁ ସକରାତ୍ମକ ଏବଂ ନକରାତ୍ମକ ଉର୍ଯାର ପ୍ରବେଶ କରିଥାଏ ଯଦି ବସ୍ତୁ ଗୁଡ଼ିକ ସଠିକ ସ୍ଥାନରେ ନରଖନ୍ତି ତେବେ ଆପଣଙ୍କ ଘରେ ନକରାତ୍ମକ ତା ବଢ଼ିଥାଏ ଏବଂ କଳି ଝଗଡ଼ା ବଢ଼ିଥାଏ ତେବେ ବନ୍ଧୁଗଣ ସେହି ବସ୍ତୁ କୁ ଯଦି ସଠିକ୍ ଜାଗାରେ ରଖାଯାଏ ତେବେ ଘରେ ସକରାତ୍ମକ ଊର୍ଜାର ସଂଚାର କରିଥାଆନ୍ତି। ତେବେ ଆସନ୍ତୁ ଜାଣିବା ଘରର ଚାରି ପାଖରେ କିମ୍ବା ମୁଖ୍ୟ ଦ୍ଵାରରେ କେଉଁ ସବୁ ବସ୍ତୁ ନରହିବା ଉଚିତ୍ ।

ପ୍ରଥମେ ରହିଛି : କଣ୍ଟା ଜାତୀୟ ଗଛ କେତେକ ଲୋକ କଣ୍ଟା ଜାତୀୟ ଗଛକୁ ଶୁଭ ବନାଇବା ପାଇଁ ଘର ସମ୍ମୁଖରେ ଲଗାଇ ଥାଆନ୍ତି କିନ୍ତୁ ଏହା ସମ୍ପୂର୍ଣ୍ଣ ଭୁଲ ଅଟେ ଏହା କରିବା ଦ୍ଵାରା ଘରେ ପରିବାରରେ ସବୁବେଳେ ଅଶାନ୍ତି ଏବଂ ଝଗଡ଼ା ଲାଗି ରହିଥାଏ ପରିବାର ସଦସ୍ୟ ମାନଙ୍କ ମଧ୍ୟରେ ଭଲ ପାଇବା କାମ ହୋଇ ଯାଇଥାଏ ତେବେ ଭୁଲରେ ଆପଣ ଏହି କଣ୍ଟା ଜାତୀୟ ଗଛ ଘରର ଚାରି ପାଖରେ ଲାଗନ୍ତି ନାହିଁ।ତେବେ ଘର ଆଗରେ ଯେକୌଣସି ଫୁଲ ଗଛ ଏବଂ ତୁଳସୀ ବୃକ୍ଷ ରହିଲେ ଶୁଭ ମନାଯାଏ ।

ଦ୍ଵିତୀୟରେ ରହିଛି : ଘରର ଆଗରେ କୌଣସି କ୍ଷୀର ଜାତୀୟ ଗଛ ନାଲଗାଇବା ଉଚିତ୍ ଏବଂ କୌଣସି କୁପ ଏବଂ ଗାତ କରନ୍ତୁ ନାହିଁ ବାସ୍ତୁ ଅନୁସାରେ ଏହା ଅଶୁଭ ମନାଯାଏ । ତୃତୀୟ ରେ ଘରର ମୁଖ୍ୟ ଦ୍ଵାର ସମ୍ମୁଖରେ ସିଡି ବନାନ୍ତୁ ନାହିଁ ଏହା ଦ୍ଵାରା ଉପାଧିରେ ବାଧା ଆସିଥାଏ ପିଲା ମାନଙ୍କ ସମୃଦ୍ଧିରେ ବାଧା ଆସିଥାଏ ଆପଣ ମା ଲକ୍ଷ୍ମୀଙ୍କ ଫୋଟ କେବେବି ଘରର ସମ୍ମୁଖରେ ଲଗାନ୍ତୁ ନାହିଁ ଘରର ପୂଜା ଘରେ ମା ଲକ୍ଷ୍ମୀଙ୍କ ଫୋଟ ସ୍ଥାପନ କରନ୍ତୁ ଏହା କରିବା ଦ୍ୱାରା ଆପଣଙ୍କ ଘରେ କେବେବି ଧନ ଜନିତ ଅଭାବ ରହିନଥାଏ ।

Leave a Reply

Your email address will not be published. Required fields are marked *