ଏହି ତାରିଖରେ ମିଳିବାକୁ ଯାଉଛି PM Kisan ର ୧୭ତମ କିସ୍ତି ଟଙ୍କା, ଦେଖନ୍ତୁ ଆପଣଙ୍କ ନାମ ଅଛିନ ଲିଷ୍ଟରେ !

ପ୍ରଧାନ ମନ୍ତ୍ରୀ କିଷାନ ଯୋଜନାରେ 12କୋଟି କୃଷକ ମାନଙ୍କ ପାଇଁ ଆସିଲା ବଡ଼ ଖୁସିଖବର ଖୁବ ଶୀଘ୍ର ଆପଣଙ୍କ ଖାତାରେ ଜମାହେବାକୁ ଯାଉଛି 2000 ଟଙ୍କା | ଏନେଇ ଜାରିହେଲା ଆଉ ଏକ ନୂଆ ସୂଚନା ଏଥିରେ ଆସିଗଲା ଆଉକିଛି ନୂଆ ଲିଷ୍ଟ ତେବେ ଆସନ୍ତୁ ଜାଣିବା କଣ ଆସିଛି ନୂଆ ଲିଷ୍ଟ | ଦେଶରେ ସରକାର ଗଠନ ହେବା ପରେ କୃଷକଙ୍କୁ ମିଳିପାରେ ଖୁସିଖବର, ପ୍ରଧାନମନ୍ତ୍ରୀ କିଷାନ ସନମନିଧି ଯୋଜନାରେ ପାଞ୍ଜିକୃତ 12କୋଟି କୃଷକଙ୍କ ଆକାଉଣ୍ଟକୁ ଆସିପାରେ ଟଙ୍କା |

ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ ନୂଆ ସରକାର ଗଠନ ହେବ | ତେବେ ସରକାର ଗଠନ ହେବା ପରେ କୃଷକ ମାନଙ୍କୁ 17ତମ କିସ୍ତି ଟଙ୍କା ଜାରି କରାଯାଇପାରେ | ତେବେ ପିଏମ କିଷାନ ଯୋଜନାର 16 ତମ କିସ୍ତି ଫେବୁଆରି ମାସରେ ଜାରି କରାଯାଇଥିଲା ତେବେ ପିଏମ କିସାନ ଯୋଜନାରେ ପାଞ୍ଜିକୃତ ପ୍ରତି କୃଷକଙ୍କ ପରିବାରକୁ ବର୍ଷକୁ 6000 ଟଙ୍କା ମିଳୁଛି | ତିନଟି କିସ୍ତିରେ 2ହଜାର ଲେଖାଏ ଚାଷୀଙ୍କ ଆକାଉଣ୍ଟରେ ଜମାହୋଇଥାଏ |

ତେବେ ଫେବୁଆରିରେ ଟଙ୍କା ଆସିଥିବା ବେଳେ ପ୍ରତି 4ମାସରେ 2ହଜାର ଟଙ୍କା ପଠେଇଥାନ୍ତି ସରକାର | ଅର୍ଥାତ ପୁଣିଥର ଏହି ଜୁନ ମାସରେ ଆପଣଙ୍କ ଖାତାରେ ଆଗାମୀ 17ତମ କିସ୍ତି 2ହଜାର ଟଙ୍କା ଆସିବାକୁ ଯାଉଛି | ଜାଣିରଖନ୍ତୁ ଏହି ଟଙ୍କା ପାଇବା ପୂର୍ବରୁ ଆପଣଙ୍କୁ EKYC କରିବା ନିହାତି ଜରୁରୀ | ତେବେ ଆପଣଙ୍କୁ ଏହାର କିଷାନ ଯୋଜନା ପୋଟାଲରେ ଗୋଟେ EKYC କରିବାକୁ ଥିବାବେଳେ ଆଉ ଏକ EKYC ନିଜ ନିଜର ବ୍ୟାଙ୍କ ଆକାଉଣ୍ଟରେ କରିନିଅନ୍ତୁ |

ଯାହାଫଳରେ ନିରର୍ବଚନ ସରକାର ଜିତିବା ପରେ ଏହି ଜୁନ ମାସରେ ପୁଣି ମଧ୍ୟ ପଠେଇବାକୁ ଯାଉଛନ୍ତି 17ତମ କିସ୍ତିରେ 2ହଜାର ଟଙ୍କା | ଯଦି ଆପଣ EKYC କରିନାହାଁନ୍ତି ତେବେ ଆପଣଙ୍କୁ ଏହି ପଇସା ମିଳିବନାହିଁ | ଏହାଛଡ଼ା ଯଦି ଆପଣ ଲିଷ୍ଟ ଚେକ କରିବାକୁ ଚାହହୁଚନ୍ତି ତେବେ ଆପଣ ଏହି ଲିଙ୍କ କ୍ଲିକ କରିକି ଦେଖିପାରିବେ https://bit.ly/4acVbvs | ଆଉ ଏହି ଲିଷ୍ଟରେ ଯେଉଁମାନଙ୍କ ନାମଥିବା ସେମାନେ ହିଁ 17 ତମ କିସ୍ତି ଟଙ୍କା ପାଇବେ |

Leave a Reply

Your email address will not be published. Required fields are marked *