T-20 World Cup : ସୁପର ଓଭରରେ ଓମାନ୍‌କୁ ହରାଇଲା ନାମିବିୟା। ଚିନ୍ତାରେ ପଡ଼ିଲାଣି ଟିମ୍ ଇଣ୍ଡିଆ।

ହାରୁ ଥିବା ମ୍ୟାଚ ଟିକୁ ଜିତିଲା ନାମିବିଆ ରଚିଲା ନୂଆ ଇତିହାସ ବଜୀମାରିଦେଲା ନାମିବିଆ କ୍ରିକେଟ ଦଳ ବ୍ୟାଟିଂ ବୋଲିଂ ରେ କମାଲ କଲେ ଭାରତୀୟ ଦଳର ଖେଳାଳି ପ୍ରଥମ ମ୍ୟାଚ୍ ମଧ୍ୟରେ ଅତିଲଜ୍ୟ ଜନକ ଭାବରେ ପରାଜୟ ବରଣ କଲା ଟିମ୍ ଓମାନ ।

ହଁ ଦର୍ଶକ ବନ୍ଧୁ ବିଶ୍ୱକପ୍ ୨୦୨୪ ଆରମ୍ଭ ହେବ ପୂର୍ବରୁ ନାମିବିଆ ନିଜର ଏକମାତ୍ର ମ୍ୟାଚ୍ କୁ ଜିତି ନିଜର ମ୍ୟାଚ୍ ରେ ନାମିବିଆ ଉଭୟ ବ୍ୟାଟିଂ ଓ ବୋଲିଂ ରେ ଅତି ସୁନ୍ଦର ପ୍ରଦର୍ଶନ କରି ଓମାନ କୁ ୬୦ ରନ୍ ର ବଡ ବ୍ୟବଧାନରେ ପରାସ୍ତ କରିଛି ପ୍ରଥମେ ବ୍ୟାଟିଂ କରିଥିବା ନାମିବିଆ ସୀମିତ ୨୦ ଓଭର ମଧ୍ୟରେ ୫ ୱିକେଟ୍ ହରାଇ ୧୮୨ ରନ୍ ସଂଗ୍ରହ କରିଥିଲା |

ରିଶବ ୫୩ ରନ୍ ର ଦମଦାର ପାରି ଖେଲିଥିବା ବେଳେ ଅଲି ଅପରାଜିତ ୪୦ ରନ୍ ଓ ଜୁବେର ୩୧ ରନର ବିସ୍ଫୋରକ ପରି ଖେଳିଥିଲେ ତେବେ ୧୮୩ ରନର ଲକ୍ଷ୍ୟକୁ ହାସଲ କରିବାକୁ ଯାଇ ଓମାନ ପ୍ରଥମରୁ ବ୍ୟାଟିଂ ବିପର୍ଯ୍ୟୟ ଭୋଗିଥିଲେ ନାମିବିଆ ବୋଲର ମାନଙ୍କର ଅକ୍ରମନାତ୍ମକ ବୋଲିଂ ଆଗରେ ଓମାନ କୌଣସି ବ୍ୟାଟ୍ସମ୍ୟାନ୍ ଟ୍ରିଷ୍ଟି ପାରିନଥିଲେ |

ମଦ୍ୟକ୍ରମରେ ମହମ୍ମଦ ଅବ୍ଦୁଲା ୪୦ ରନ୍ ସଂଗ୍ରହ କରିଥିଲେ ଓ ହସଲ୍ ୨୮ ରନ୍ କରି ଦଳକୁ ୧୦୦ ରନ୍ ପରକରାଇବାରେ ସଫଳ ହୋଇଥିଲେ ବାକି ସାତ ଜଣ ବ୍ୟାଟ୍ସମ୍ୟାନ୍ ୨ ଅଙ୍କ ମଧ୍ୟ ଛୁଇ ପରିବାର ସକ୍ଷମ ହୋଇ ପାରିନଥିଲେ ଶେଷରେ ଦଳ ୯ ୱିକେଟ୍ ହରାଇ ମାତ୍ର ୧୨୨ ରନ୍ ସଂଗ୍ରହ କରିପାରିଥିଲା ଓ ଲଜ୍ଜ୍ୟା ଜନକ ବିପର୍ଯ୍ୟୟ ଭୋଗିଥିଲେ ଟିମ୍ ଓମାନ ।

Leave a Reply

Your email address will not be published. Required fields are marked *