ସୁନା ରୂପା ରେଟ୍କୁ ନେଇ ଆସିଲା ବଡ଼ ଖବର (Gold ), ଜାଣିଲେ ଚମକି ପଡ଼ିବେ, ସୁନା ପ୍ରେମୀ ମାନେ ଶୀଘ୍ର ଦେଖନ୍ତୁ

ଆଜି ସୁନା ଓ ରୂପ ଦାମରେ ହେଲା ବଡ଼ ପରିବର୍ତନ ଆଜି ଭାରତର ପ୍ରମୁଖ ସହର ମାନଙ୍କରେ ସୁନା ଓ ରୁପାର ଦାମ ବୋହୁ ମାତ୍ରାରେ ହାର୍ଶ ପାଇଥିବାର ଦେଖିବାକୁ ମିଳୁଛି | ତେବେ ଆପଣ ଯଦି ଆଜି ସୁନା କିଣିବାକୁ ଯାଉଛନ୍ତି ତେବେ ଜାଣିରଖନ୍ତୁ ଆଜି ଆପଣଙ୍କର ସହରରେ କେତେ ରହିଛି 24 ଓ 22 କ୍ୟାରେଡ ସୁନାର ମୂଲ୍ୟ | ତେବେ ଆସନ୍ତୁ ଜାଣିବା କଣ ରହିଛି ସମ୍ପୂର୍ଣ ଅପଡେଟ ବିଷୟରେ |

ତେବେ ଦକ୍ଷିଣ ଭାରତର ପ୍ରମୁଖ ସହର ଚେନାଇରେ ଆଜି 24 କ୍ୟାରେଡ଼ ସୁନାର ମୂଲ୍ୟ 10 ଗ୍ରାମ ପିଛା 70,460 ଟଙ୍କା ଥିବା ବେଳେ 22କ୍ୟାରେଡ଼ ସୁନାର ମୂଲ୍ୟ 10ଗ୍ରାମ ପିଛା 67,100 ଟଙ୍କା ଥିବା ନେଇ ରେକର୍ଡ ହୋଇଛି | ସେହିପରି ପୂର୍ବ ଭାରତର ପ୍ରମୁଖ ସହର କଲିକତାରେ ଆଜି 24 କ୍ୟାରେଡ଼ ସୁନାର ମୂଲ୍ୟ 10ଗ୍ରାମ ପିଛା 71,510 ଟଙ୍କା ଥିବା ବେଳେ 22କ୍ୟାରେଡ଼ ସୁନାର ମୂଲ୍ୟ 10 ଗ୍ରାମ ପିଛା 68,100 ଥିବା ନେଇ ରେକର୍ଡ କରାଯାଇଛି |

ମୁମ୍ବାଇରେ ଆଜି 24କ୍ୟାରେଡ ସୁନାର ମୂଲ୍ୟ 10 ଗ୍ରାମ ପିଛା 70,670 ଟଙ୍କା ଥିବା ବେଳେ 22କ୍ୟାରେଡ଼ ସୁନାର ମୂଲ୍ୟ 10 ଗ୍ରାମ ପିଛା 67,300 ଟଙ୍କା ଥିବା ନେଇ ରେକର୍ଡ ହୋଇଛି | ସେହିପରି ଦିଲ୍ଲୀରେ ଆଜି 24କ୍ୟାରେଡ ସୁନାର ମୂଲ୍ୟ 10ଗ୍ରାମ ପିଛା 70,880 ଥିବା ବେଳେ 22କ୍ୟାରେଡ଼ ସୁନାର ମୂଲ୍ୟ 10 ଗ୍ରାମ ପିଛା 67,500 ଟଙ୍କା ଥିବା ନେଇ ରେକର୍ଡ଼ କରାଯାଇଛି |

ସେହିପରି ଓଡ଼ିଶାର ଭୁବେନେଶ୍ଵରରେ ଆଜି 24 କ୍ୟାରେଡ଼ ସୁନାର ମୂଲ୍ୟ 10 ଗ୍ରାମ ପିଛା 71,510 ରେ ବିକ୍ରି ହେଉଥିବା ବେଳେ 22କ୍ୟାରେଡ ସୁନାର ମୂଲ୍ୟ 10 ଗ୍ରାମ ପିଛା 68,100 ଟଙ୍କା ବିକ୍ରି ହେଉଥିବା ନେଇ ଦେଖିବାକୁ ମିଳୁଛି | ସେହିପରି ରୂପା କିଲୋଗ୍ରାମ ପିଛା ଭୁବେନେଶ୍ଵରରେ ଆଜି 98,500 ଟଙ୍କାରେ ବିକ୍ରି କରାଯାଉଥିବା ନେଇ ଦେଖିବାକୁ ମିଳିଛି |

Leave a Reply

Your email address will not be published. Required fields are marked *