ଜାଣନ୍ତୁ M ନାମ ଥିବା ବ୍ୟକ୍ତିଙ୍କ ସ୍ଵଭାବ Nature, ପୁରୁଷ ମାନେ ନିହାତି ଜାଣିରଖନ୍ତୁ ନଚେତ….!

ଦର୍ଶକ ବନ୍ଧୁ ଯଦି ଆପଣଙ୍କ ନାମର ପ୍ରଥମ ଅକ୍ଷର M ରୁ ଆରମ୍ଭ ହେଇଥାଏ ତାହେଲେ ଆସନ୍ତୁ ଜାଣିବା M ଅକ୍ଷରର ପୁଅ ଓ ଝିଅ ମାନଙ୍କ ବିଷୟରେ କିଛି ଏପରି ଲୁଚି ରହିଥିବା ରହସ୍ୟ ବିଷୟରେ ଯାହାକୁ ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ। ଦର୍ଶକ ବନ୍ଧୁ ଯଦି ନାମ M ପକ୍ଷରରୁ ଆରମ୍ଭ ହୋଇ ଥାଏ ତାହେଲେ ଏହି କଥା ଗୁଡ଼ିକ ନିହାତି ମାନେ ରଖନ୍ତୁ |

ଲୋକମାନଙ୍କ ପ୍ରକୃତି ସରଳ ହୋଇଥାଏ, ଏମାନେ କୌଣସି ଜୀବନକୁ କଷ୍ଟ ଦେଇ ନଥାନ୍ତି, ଏମାନେ କାହାରି ଦୁଃଖ ସଜ୍ୟ କରି ପାରନ୍ତି ନାହିଁ, ସେଥି ଏମାନଙ୍କୁ କେହିବି ସହଜରେ ବୋକା ବନାଇ କାମ ହାସଲ କରି ପାରିଥାନ୍ତି, ଏମାନେ ବହୁତ୍ ଲାଜକୂଳା ହୋଇଥାନ୍ତି, ଏମାନଙ୍କ ମନ କାଚ ପରି ସଫା ହୋଇଥାଏ ଓ ଏମାନେ ଯାହାକୁ ନିଜର ଭାବି ଥାଆନ୍ତି |

ଭଲପାଇବା କ୍ଷେତ୍ରରେ ଏହି ଅକ୍ଷର ବ୍ୟକ୍ତିଙ୍କୁ ପ୍ରୟତ ଉଚ୍ଚ କୋଟିର ବିଚାର କରାଯାଏ, ଏହି ଅକ୍ଷର ବ୍ୟକ୍ତିମାନେ ବହୁତ ଭାଗ୍ୟବନ ହୋଇଥାନ୍ତି ଏଥହିପାଇଁ ଏମାନଙ୍କ ପାଖରେ ଧନ ଓ ସନ୍ନମାନର ଅଭାବ ହୋଇନଥାଏ | ଏପରି ଲୋକମାନେ ପ୍ରୟତ ରାଜନୀତିରେ ଅଧିକ ରୁଚି ରଖିଥାନ୍ତି, ଏମାନେ ଏକ ଭଲ ଲେଖକ ଓ ଭଲ ବକ୍ତା ମଧ୍ୟ ହୋଇଥାନ୍ତି |

ତାଙ୍କ ପାଇଁ ଜୀବନ ଦେବାକୁ ମଧ୍ୟ ପଛାନ୍ତି ନାହିଁ, ଏମାନେ ଏମାନଙ୍କ ଜୀବନରେ ବହୁତ୍ ଦୁଃଖ କଷ୍ଟର ସାମ୍ନା କରିଥାନ୍ତି ହେଲେ ଏହି ମାନେ ହିଁ ଶେଷରେ ତାଙ୍କ ଜୀବନରେ ସଫଳ ହୋଇଥାନ୍ତି | ଏମାନେ ତାଙ୍କ ପରିବାର ସଦସ୍ୟଙ୍କ ପାଇଁ ବହୁତ୍ ଚିନ୍ତା କରିଥାନ୍ତି । ଏମାନେ ଏମାନଙ୍କ ବୁଦ୍ଧି ବଳରେ ବହୁତ୍ କିଛି ତାଙ୍କ ଜୀବନରେ ହାସଲ କରିବାକୁ ସକ୍ଷମ ହୋଇଥାନ୍ତି ।

Leave a Reply

Your email address will not be published. Required fields are marked *