ପବିତ୍ର Savitri ଅମାବାସ୍ୟା ମହାସଂଯୋଗ ୭ଟି ରାଶିର ଭାଗ୍ୟ ସୁନାଭଳି ଚମିକ, ମିଳିବ ପୁଳା ପୁଳା ଟଙ୍କା ଦେଖନ୍ତୁ…

ପବିତ୍ର ସାବିତ୍ରୀ ଅମାବାସ୍ୟା ୫ ଶହ ବର୍ଷ ପରେ ବନୁଛି ମହା ସଂଯୋଗ, ସୁନା ଭଳି ଚମକି ଉଠିବ ଏହି ୭ ଟି ରାଶିର ଭାଗ୍ୟ। ହିନ୍ଦୁ ଧର୍ମରେ ସାବିତ୍ରୀ ବ୍ରତର ବିଶେଷ ମହତ୍ତ୍ଵ ରହିଛି। ପ୍ରତ୍ୟେକ ଓଡ଼ିଆ ସଧବା ନାରୀଙ୍କ ପାଇଁ ଏହା ଏକ ପ୍ରମୁଖ ପର୍ବ ଅଟେ। ପ୍ରତିବର୍ଷ ଜେଷ୍ଠ ମାସରେ ଏହି ପର୍ବପାଳନ କରାଯାଏ। ଏହି ବର୍ଷ ଜୁନ ୧୦ ରେ ସାବିତ୍ରୀ ବ୍ରତ ପଡ଼ୁଛି। ଏହି ଦିନ ସଧବା ନାରୀମାନେ ନିଜ ସ୍ଵାମୀଙ୍କର ଦୀର୍ଘଆୟୁ ନିମନ୍ତେ ବ୍ରତ ରଖିଥାନ୍ତି। ଏହି ଶୁଭ ଅବସରରେ ସକାଳୁ ଉଠି ନିଜର ନିତ୍ୟକର୍ମ ସାରି ନୂତନ ବସ୍ତ୍ର ପରିଧାନ କରି ପୂଜାଅର୍ଚ୍ଚନା ନିମନ୍ତେ ସାବିତ୍ରୀ ମାଙ୍କ ମନ୍ଦିର ଯାଇଥାନ୍ତି। ସାବିତ୍ରୀ ମାତାଙ୍କୁ ନୂଆ ଶାଢ଼ୀ, ସିନ୍ଦୂର, ଅଳତା ଓ ଭୋଗ ଅର୍ପଣ କରି ନିଜ ସ୍ଵାମୀଙ୍କ ଦୀର୍ଘାୟୁ ନିମନ୍ତେ ପାର୍ଥନା କରିଥାନ୍ତି। ଏହି ସାବିତ୍ରୀ ଅମାବାସ୍ୟାରେ ରାଶିଚାକ୍ରର ୭ ଟି ରାଶି ଉପରେ ଏହାର ଶୁଭ ପ୍ରଭାବ ପଡ଼ିବାକୁ ଯାଉଛି। ତେବେ ଆସନ୍ତୁ ସେହି ରାଶିଗୁଡ଼ିକ ବିଷୟରେ ବିସ୍ତାରରେ ଜାଣିବା।

ଏହି ରାଶି ମାନଙ୍କର ଭବିଷ୍ୟତରେ ରାଜଯୋଗ ସମ୍ଭାବନା ରହିଛି। ଏହି ରାଶିର ବ୍ୟକ୍ତିମାନଙ୍କ ଅଟକି ଯାଇଛି କାର୍ଯ୍ୟ ପୂର୍ଣ୍ଣ ହେବ। ଏହି ରାଶିର ବ୍ୟକ୍ତିମାନେ ନୂତନ କାର୍ଯ୍ୟ ନିମନ୍ତେ ନୂଆ ନୂଆ ସୁଯୋଗ ପ୍ରାପ୍ତ ହେବ। ଏହି ରାଶିର ବ୍ୟକ୍ତିମାନେ ନୂତନ ମିତ୍ର ବାନାଇବେ ଏବଂ ଏହି ମିତ୍ର ମାନଙ୍କର ସଂପୂର୍ଣ୍ଣ ସହଯୋଗ ମଧ୍ୟ ମିଳିବ। ବ୍ୟାପାର ବାଣିଜ୍ୟ କ୍ଷେତ୍ରରେ ଲାଭ ପ୍ରାପ୍ତ ହେବ। ଆସନ୍ତା ସମୟରେ ଏହି ରାଶିର ବ୍ୟକ୍ତିମାନଙ୍କ ଜୀବନରେ ଥିବା ଧନ ସମସ୍ୟା ଦୂର ହେବ ଏବଂ ଏମାନଙ୍କ ଜୀବନ ଧନଧନ୍ୟରେ ପରିପୂର୍ଣ୍ଣ ହେବ। ଏହି ରାଶିର ବ୍ୟକ୍ତିମାନଙ୍କ ଦାମ୍ପତ୍ୟ ଜୀବନ ସୁଖମୟ ହେବ। ଏହି ରାଶିମାନଙ୍କ ଜୀବନରେ ଥିବା ପାରିବାରିକ ସମସ୍ୟା ଦୂର ହେବ। ଏହି ରାଶିର ବ୍ୟକ୍ତିମାନେ ନିଜ ଜୀବନ ସାଥିଙ୍କ ସହ ନିଜର ସମୟ ଅତିବାହିତ କରିବେ। ଭାଗ୍ୟର ଏମାନଙ୍କୁ ପୂର୍ଣ୍ଣ ସହଯୋଗ ମିଳିବ। ଏହି ରାଶିର ବ୍ୟକ୍ତିମାନଙ୍କୁ ଅଚାନକ କୌଣସି ଭଲ ଖବର ପ୍ରାପ୍ତ ହେବ।

ଭାଗ୍ୟର ସହଯୋଗରେ ଏହି ବ୍ୟକ୍ତିମାନେ ପ୍ରଗତି ଆଡ଼କୁ ଅଗ୍ରସର ହେବେ। ଆସନ୍ତା ସମୟରେ ଏହି ରାଶିର ବ୍ୟକ୍ତିମାନଙ୍କୁ ଆକସ୍ମିକ ଭାବେ ଧନ ଲାଭର ମଧ୍ୟ ସମ୍ଭାବାନ ରହିଛି। ଏହି ରାଶିର ବ୍ୟକ୍ତିମାନଙ୍କ ଜୀବନରେ ଖୁବ୍ ଶୀଘ୍ର ସୁଖ ସମୟର ଆଗମନ ହେବାକୁ ଯାଉଛି। ଏହି ରାଶିର ବ୍ୟକ୍ତିମାନେ ଯେକୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବେ ସେଥିରେ ସେମାନଙ୍କୁ ସଫଳତା ପ୍ରାପ୍ତ ହେବ। ଏମାନଙ୍କ ଜୀବନରେ କୌଣସି କ୍ଷେତ୍ରରେ ଆର୍ଥିକ ସମସ୍ୟା ରହିବ ନାହିଁ। ଏହି ରାଶିର ବ୍ୟକ୍ତିମାନେ ଯଦି କୌଣସି କାର୍ଯ୍ୟରେ ସଫଳତା ପାଇବା ନିମନ୍ତେ ଆଶା ରଖିଥିବେ ତାହା ନିଶ୍ଚିତ ରୂପରେ ପାଇବେ। ବ୍ୟାପାର ଏବଂ ବାଣିଜ୍ୟ କ୍ଷେତ୍ରରେ ଏମାନଙ୍କୁ ନିଶ୍ଚିତ ଲାଭ ପ୍ରାପ୍ତ ହେବ। ବ୍ୟପରୀମାନେ ନିଜ ବ୍ୟାପାରରେ ଦୁଇଗୁଣା ଲାଭ ପାଇବେ। ଏହି ରାଶିର ଲୋକମାନଙ୍କର ନିଶ୍ଚିତ ସମାଜରେ ମାନସମ୍ମାନ ପ୍ରତିଷ୍ଠା ହେବ ଏବଂ ଲୋକମାନେ ଏମାନଙ୍କର ମାର୍ଗଦର୍ଶନ ପାଇବା ଦ୍ଵାରା ନିଜକୁ ଭାଗ୍ୟଶାଳୀ ମନେ କରିବେ। ଏମାନେ ନିଜର ଭାଗ୍ୟବଳରେ ସମସ୍ତ କାର୍ଯ୍ୟରେ ସଫଳତା ହାସଲ କରିବେ। ସେହି ୭ ଟି ଭାଗ୍ୟଶାଳୀ ରାଶିଗୁଡ଼ିକ ହେଉଛି ମିଥୁନରାଶି, ବୃଷରାଶି, କନ୍ୟାରାଶି, ସିଂହରାଶି, କୁମ୍ଭରାଶି, ମୀନରାଶି ଏବଂ ତୁଳାରାଶି।

Leave a Reply

Your email address will not be published. Required fields are marked *