Anuchinta: ପ୍ରତି ଶୁକ୍ରବାର ଦିନ ମାତା ଲକ୍ଷ୍ମୀଙ୍କୁ ଅର୍ପଣ କରନ୍ତୁ ଏହି ଗୋଟିଏ ଜିନିଷ ଘରେ ହେବ ଧନର ବର୍ଷା

ଦର୍ଶକ ବନ୍ଧୁ ଆଜି ଆମେ ଆପଣମାନଙ୍କୁ ଏପରି କିଛି ଅନୁଚିନ୍ତା ବିଷୟରେ କହିବାକୁ ଯାଉଛୁ ଯାହା ଆପଣଙ୍କ ଜୀବନରେ ଧନ ଓ ସୁଖ ଅଭାବ କେବେ ଦେଖା ଦେବ ନାହିଁ ।

୧. ଦର୍ଶକ ବନ୍ଧୁ ଆଜି ଆମେ ଆପଣମାନଙ୍କୁ ଏପରି କିଛି ଅନୁଚିନ୍ତା ବିଷୟରେ କହିବାକୁ ଯାଉଛୁ ଯାହା ଆପଣଙ୍କ ଜୀବନରେ ଧନ ଓ ସୁଖ ଅଭାବ କେବେ ଦେଖା ଦେବ ନାହିଁ ।

୧. ମା’ଲକ୍ଷ୍ମୀ ହେଉଛନ୍ତି ଧନର ଦେବୀ। ତାଙ୍କ କୃପାରୁ ଜୀବନରେ କଦାପି ଧନର ଅଭାବ ହୋଇନଥାଏ । ଆର୍ଥିକ କ୍ଷେତ୍ରରେ ଥୂବା ସମସ୍ୟା ଦୂର ହୋଇଥାଏ।

୨. ଦୁନିଆରେ ଆମ ଦୋଷ ଦେଖୁବାକୁ ହଜାର ଲୋକ ମିଳିବେ କିନ୍ତୁ ହଜାର ଦୋଷର କ୍ଷମା ଦେବାକୁ କେବଳ ଦୁଇଜଣ ସେମାନେ ହେଲେ ବାପା ଆଉ ମାଆ ।

୩. ଗଛଟି ବୁଢ଼ା ହେଲେ ଫଳ ନିଶ୍ଚୟ ଦେବନି ସିନା ହେଲେ ଛାଇତ ଦବ ପି ପିତାମାତା ବୃଦ୍ଧ ହେଲେ ଅର୍ଥ ଉପାର୍ଜନ କରିପାରିବେନି ହେଲେ थाศ । ପିଲାମାନଙ୍କୁ ସଂସ୍କାର ତ ଦେଇପାରିବେ ।

୪. ପିତାଙ୍କ ତାଙ୍କ ଗାଳୀକୁ ସହି ଯାଉଥୂବା ପୁତ୍ର, ଗୁରୁଙ୍କ ବଚନକୁ ମାନୁଥୂବା ହାତରେ ପିଟା ଶିଷ୍ୟ ଏବଂ ସୁନାରି ହାତ ହେଉଥୁବା ସୁନା ଏହି ତିନୋଟି ଜିନିଷ ସଂସ୍କାର ପାଇଁ ସୁନ୍ଦର ଆଭୁସଣ ହେଇଥାଏ ।

୫. ଦୁନିଆରେ ପଇସା ଦ୍ବାରା ସବୁ କିଛି କିଣିପାର କିନ୍ତୁ ବାପା ମାଙ୍କର । ସ୍ନେହ ଶ୍ରଦ୍ଧାକୁ ନୁହେଁ, ପଇସାରେ ଦୁନିଆରେ ସବୁ ଋଣ ସୁଝା ଯାଇପାରେ କିନ୍ତୁ ଗୋଟେ ମାର ଭଲପାଇବା ଓ ମମତା କୁ ନୁହେଁ ।

୬. ଯଦି ଆପଣକ ଣଙ୍କ ପାଖରେ ପଇସା ବଞ୍ଚୁନାହିଁ ତେବେ ପକେଟ ରେ ବା ପଇସା ରଖୁଥୁବା ଜାଗାରେ ବେଲପତ୍ର ସହିତ ମନ୍ଦାର ପତ୍ର ରଖନ୍ତୁ ଦେଖୁବେ ଅଭାବ ଦୂର ଦୂ ହୋଇଯିବ ।

១. ସେ ଯେ ଯେ କୌଣସି ବି କାର୍ଯ୍ୟ ହେଉ କେବେବି ହାର ମାନନ୍ତୁ ନାହିଁ କାହିଁକି ନା ପ୍ରତ୍ୟେକ । ପ୍ରତ୍ୟେକ ମହତ କାର୍ଯ୍ୟ ସବୁବେଳେ ପ୍ରଥମେ ଅସମ୍ଭବ ଜଣାପଡ଼ିଥାଏ ।

୮. ଅନେକ ଲୋକଙ୍କ ସ‌ହ ମିଶି ଭୁଲ ରାସ୍ତାରେ ଯିବା ଅପେକ୍ଷା ଏକା ହେଲେବି ଠିକ୍ ରାସ୍ତାରେ ଯିବା ଉଚିତ, କାହିକିନା ଠିକ ରାସ୍ତାରେ ଚାଲିବାକୁ ହେଲେ ପ୍ରଥମେ ବହୁତ ଯନ୍ତ୍ରଣା ମିଳିଥାଏ କିନ୍ତୁ ପରେ ଆତ୍ମା କୁ ଶାନ୍ତି ମିଳିଥାଏ ।

୯. କେବେ କାହାକୁ ଦୁଃଖ ଦିଅନ୍ତୁ ନାହିଁ କା ଦିନେ କାରଣ ଦେଇଥୁବା ଦୁଃଖ ଦିନେ ନା ଦିନେ ନିଜ ହଜାରେ ଗୁଣ ହୋଇ ପାଖକୁ ଫେରି ଆସିଥାଏ, ସେଥୂପାଇଁ ଅନ୍ୟକୁ ସ୍ନେହ ପ୍ରେମ ଭଲପାଇବା ଦିଅନ୍ତୁ ଦେଖୁବେ ଆପଣଙ୍କୁ ସମସ୍ତେ ଭକ୍ତି କରିବେ ।

୧୦. ବହୁତ ଲୋକ ନିଜେ ବୁଝି ଯାଆନ୍ତି,ଭଲ ଲୋକ ଚୁପ ରୁହନ୍ତି, ଅଳ୍ପ ଭଲ ଲୋକ ଅନ୍ୟକୁ ବୁଝନ୍ତି, ଖରାପ ଲୋକ କେବେବି ନିଜର ଭୁଲ ଧରନ୍ତି ନାହିଁ ଆଉ ବାଜେ ଲୋକ ନା ବୁଝନ୍ତି ନା ବୁଝାନ୍ତି ଖାଲି ନିରୋଳା ମିଛକହି ଝଗଡ଼ା କରନ୍ତି ।

Leave a Reply

Your email address will not be published. Required fields are marked *