ଜି ସାର୍ଥକରେ ଅଭିନୟ କରୁଥିବା ସୁନ୍ଦରୀ ଅଭିନେତ୍ରୀ ମାନଙ୍କ ପ୍ରକୃତ ଭଉଣୀଙ୍କୁ ଦେଖିଲେ ଆଖି ଲାଖିଯିବ ,କୌଣସି Heroine ଙ୍କ କମ ନୁହଁନ୍ତି

ନମସ୍କାର ବନ୍ଧୁଗଣ ,ଆପଣମାନେ ତ ଜି ସାର୍ଥକରେ ପ୍ରସାରିତ ହେଉଥିବା ସବୁ ସିରିଏଲ ଗୁଡ଼ିକ ନିଶ୍ଚିତ ଭାବରେ ଦେଖୁଥିବେ ଏହି ସିରିଏଲ ମାନଙ୍କରେ ଲିଡ ହିରୋଇନ ଭୂମିକାରେ ଅଭିନୟ କରୁଥିବା ଅଭିନେତ୍ରୀ ମାନଙ୍କ ପ୍ରକୃତ ଭଉଣୀ ମାନଙ୍କ ବିଷୟରେ କିଛି ଜାଣିଛନ୍ତି କି ତେବେ ଯଦି ଜାଣି ନାହାଁନ୍ତି ଆଜିର ବିଷୟଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ |

ଏହି ଲିଷ୍ଟର ପ୍ରଥମରେ ଆସୁଛନ୍ତି ସୁନା ଝିଅ ସିରିଏଲର ମୁଖ୍ୟ ଅଭିନେତ୍ରୀ ପ୍ରିୟା ବା ଅଙ୍କିତା ମିଶ୍ର ତେବେ ଇଏ ହେଉଛନ୍ତି ଅଙ୍କିତାଙ୍କ ଭଉଣୀ ଯାହାଙ୍କୁ ଆପଣମାନେ ଏହି ଫୋଟ ମାଧ୍ୟମରେ ନିଶ୍ଚିତ ଦେଖିବାକୁ ପାଉଥିବେ ଯାହାଙ୍କ ପ୍ରକୃତ ନାମ ହେଉଛି ଶ୍ଵେତା ମିଶ୍ର |

ଏହା ପରେ ଦ୍ୱିତୀୟରେ ଆସୁଛନ୍ତି ମଧୁ ବା ଭକ୍ତି ପଟ୍ଟନାୟକ ଯିଏ କି ମଧୁର ସଂସାର ସିରିଏଲରେ ବହୁତ ସୁନ୍ଦର ଆକ୍ଟିଙ୍ଗ କରି ଖୁବ କମ ଦିନ ମଧ୍ୟରେ ଲୋକପ୍ରିୟତା ହାସଲ କରିପାରିଛନ୍ତି ତେବେ ମଧୁଙ୍କର କେହି ଭଉଣୀ ନାହାଁନ୍ତି |

ଏହା ପରେ ତୃତୀୟରେ ଆସୁଛନ୍ତି ତୁ ମୋର ସାଥୀର ସିରିଏଲର ମୁଖ୍ୟ ବା ଲିଡ ହିରୋଇନ ଧାରା ବା ଅନନ୍ୟା ଦାସ ତେବେ ଅନନ୍ୟାଙ୍କର ଜଣେ ବଡ଼ ଭଉଣୀ ମଧ୍ୟ ଅଛନ୍ତି | ଯାହାଙ୍କ ପ୍ରକୃତ ନାମ ହେଉଛି ଅପୂର୍ବ ଦାସ |

ଏହା ପରେ ଚତୁର୍ଥରେ ଆସୁଛନ୍ତି ଆପଣ ମାନଙ୍କ ଅତି ପ୍ରିୟ ଅଭିନେତ୍ରୀ ମାନିନୀ ସୃତି ରେଖା ରାଣା ଯିଏ କି ତୁ ଖରା ମୁଁ ଛାଇ ସିରିଏଲରେ ଲିଡ ହିରୋଇନ ଭାବରେ ନଜର ଆସୁଛନ୍ତି ତେବେ ସୃତି ରେଖା ହେଉଛନ୍ତି ତାଙ୍କ ବା ଏବଂ ମା ଙ୍କର ଏକ ମାତ୍ର ଝିଅ ଏବଂ ତାଙ୍କର କୌଣସି ଭଉଣୀ ନାହାଁନ୍ତି |

ଏହା ପରେ ପଞ୍ଚମରେ ଆସୁଛନ୍ତି ସନ୍ଧ୍ୟା ରାଗିଣୀ ସିରିଏଲର ମୁଖ୍ୟ ଅଭିନେତ୍ରୀ ସନ୍ଧ୍ୟା ତାଙ୍କ ପ୍ରକୃତ ନାମ ହେଉଛି ହିତୈସା ବାଗ ତେବେ ଇଏ ହେଉଛନ୍ତି ହିତୈସାଙ୍କ ସାନ ଭଉଣୀ ଯାହାଙ୍କ ପ୍ରକୃତ ନାମ ହେଉଛି ପିପାସା ଦାସ |

ଏହା ପରେ ଷଷ୍ଠରେ ଆସୁଛନ୍ତି ସନ୍ଧ୍ୟା ରାଗିଣୀ ସିରିଏଲର ମୁଖ୍ୟ ଅଭିନେତ୍ରୀ ରାଗିଣୀ ତାଙ୍କ ପ୍ରକୃତ ନାମ ହେଉଛି ପ୍ରିୟଙ୍କା ରଥ ତେବେ ଇଏ ହେଉଛନ୍ତି ପ୍ରିୟଙ୍କାଙ୍କ ଭଉଣୀ ଯାହାଙ୍କୁ ଆପଣମାନେ ଏହି ଫୋଟରେ ଦେଖିବାକୁ ପାଉଥିବେ |

Leave a Reply

Your email address will not be published. Required fields are marked *