ପ୍ରଥମ ଥର ଦେଖନ୍ତୁ ଓଡ଼ିଆ ଅଭିନେତ୍ରୀ ମିତାଲି ସର୍ଘରିଆଙ୍କ ଜୀବନୀ ଏବଂ ପରିବାର ବିଷୟରେ କିଛି ଅଜଣା କଥା ,ଯାହା ଆଗରୁ ଜାଣିନଥିବେ

ନମସ୍କାର ବନ୍ଧୁଗଣ ଆପଣମାନେ ତ ମିତାଲି ସର୍ଘରିଆଙ୍କୁ ବେଶ ଭଲ ଭାବରେ ଜାଣିଥିବେ ଯିଏ କି ବର୍ତ୍ତମାନ ଷ୍ଟାର କିରଣରେ ପ୍ରସାରିତ ହେଉଥିବା ତୁ କହିବୁ ନା ମୁଁ ସିରିଏଲରେ ଲିଡ ହିରୋଇନ ଭାବରେ ଅଭିନୟ କରୁଥିବାର ନଜର ଆସିଛନ୍ତି ତେବେ ବନ୍ଧୁଗଣ ଆଜି ଆମେ ଏହି ବିଷୟରେ କଥା ହେବା ମିତାଲିଙ୍କ ଲାଇଫ ଷ୍ଟାଇଲ ବିଷୟରେ |

ଦର୍ଶକବନ୍ଧୁ ସିରିଏଲ ଜଗତର ଜଣେ ଲୋକପ୍ରିୟ ଅଭିନେତ୍ରୀ ହେଉଛନ୍ତି ମିତାଲି ତେବେ ମିତାଲିଙ୍କ ପ୍ରକୃତ ଘର ହେଉଛି ବାରିପଦା କିନ୍ତୁ ନିଜର ସୁଟିଙ୍ଗ ପାଇଁ ସେ ଭୁବନେଶ୍ୱର ଠାରେ ରହୁଛନ୍ତି | ମିତାଲିଙ୍କ ସ୍କୁଲ ଲାଇଫ ନିଜ ଗାଁ ବାରିପଦାରେ କଟିଥିଲା ପରେ ରମାଦେବୀ ୟୂନିଭରସିଟିରୁ ସେ ଗ୍ରାଜୁଏସନ କମ୍ପ୍ଲିଟି କରିଛନ୍ତି |

ଏବେ ଆସନ୍ତୁ ଜାଣିବା ମିତାଲିଙ୍କ ପରିବାର ବିଷୟରେ ତେବେ ଇଏ ହେଉଛନ୍ତି ମିତାଲିଙ୍କ ବାପା ଏବଂ ମା ଏହା ସହିତ ମିତାଲିଙ୍କ ଜଣେ ଭଉଣୀ ମଧ୍ୟ ଅଛନ୍ତି ଯାହାକୁ ଆପଣମାନେ ଏହି ଫୋଟରେ ନିଶ୍ଚିତ ଦେଖିବାକୁ ପାଉଥିବେ | ଏବେ ଚାଲନ୍ତୁ କଥା ହେବା ମିତାଲିଙ୍କ ଆକ୍ଟିଙ୍ଗ କ୍ୟାରିୟର ବିଷୟରେ ମିତାଲିଙ୍କୁ ଆକ୍ଟିଙ୍ଗ କ୍ୟାରିୟରରେ ଅଧିକ ସପୋର୍ଟ କରନ୍ତି

ତାଙ୍କ ଭାଇ ତାପସ ସର୍ଘରିଆ ଯିଏ କି ଜଣେ ଡାଇରେକ୍ଟର ଅଟନ୍ତି | ତେବେ ମିତାଲି ନିଜ ଆକ୍ଟିଙ୍ଗ କ୍ୟାରିୟର ତରଙ୍ଗ ଟିଭିରେ ପ୍ରସାରିତ ହେଉଥିବା ନୂଆ ବୋହୁ ସିରିଏଲରେ ଆରମ୍ଭ କରିଥିଲେ ତାଙ୍କର ଜବରଦସ୍ତ ଆକ୍ଟିଙ୍ଗ କରି ବେଶ ଲୋକପ୍ରିୟତା ହାସଲ କରି ପାରିଥିଲେ |

Leave a Reply

Your email address will not be published. Required fields are marked *