Malika Bachana: କଳିଯୁଗରେ ଏହି ମାନେ ରହିବ ଅମର ସତ ହେବାକୁ ଯାଉଛି ମହାପୁରୁଷ ଅଚ୍ୟୁତାଙ୍କ ବାଣୀ ଦେଖନ୍ତୁ କଣ କହୁଛି ମାଳିକା

ନମସ୍କାର ବନ୍ଧୁଗଣ କଳିଯୁଗ ରେ ଅମର ରହିବେ କେଉଁ ମାନେ ମାଳିକା ର ଭବିଷ୍ୟବାଣୀ ମାଳିକା ର କଥା ଆମେ ଶୁଣାଇବୁ ଶୁଣିବା ପରେ ଆପଣ ମାନେ ନିଶ୍ଚିତ ଆନନ୍ଦିତ ହେବେ ବିଶେଷ କରି ଯେଉଁ ମାନେ ହନୁମାନ ଙ୍କୁ ଭଲ ପାଆନ୍ତି ସେମାନେ ଆନନ୍ଦିତ ହେବେ କାହିକିଁ ନା ଆଜି କିଛି ତଥ୍ୟ ଭଗବାନ୍ ସଙ୍କଟ ମୋଚନ କୁ ଭଲ ପାଇଥିବା ଭକ୍ତଙ୍କ ପାଇଁ ରଚନା ହୋଇଥିବା ମାଳିକା ଗୋଟିଏଆ ପରେ ଗୋଟିଏ ସତ୍ୟ ହେବାରେ ଲାଗିଛି

ଯେଉଁଥି ପାଇଁ ମାଳିକା ପ୍ରତି ଜନ ଆଦୃତି ବେଶୀ ବଢ଼ି ଯାଇପାରେ ଆଜି ମାଳିକା ର କିଛି ଗୁପ୍ତ ତଥ୍ୟ ଆପଣଙ୍କ ଆଗରେ ରଖିବୁ ଯାହାକୁ ଶୁଣିବା ପରେ ଆପଣ ଆନନ୍ଦିତ ହେବେ କଣ ଲେଖିଛନ୍ତି ତାଳ ପୋଥିରେ ଅଚ୍ୟୁତ ପୁରୁଷ ମହାପୁରୁଷ କହୁଛନ୍ତି ଯେଉଁ ମାନେ ସଙ୍କଟ ମୋଚନ ପ୍ରଭୁ ହନୁମାନ ଙ୍କୁ ଭଲ ପାଆନ୍ତି ସେମାନେ ଅମର ହେବେ ଅର୍ଥାତ୍ ସେମାନେ କଣ ଜମା ମୃ-ତ୍ୟୁ ବରଣ କରିବେନି ।

ଭକ୍ତ ବନ୍ଧୁ ଅମର ହେବା କଥା ଶୁଣି ଆପଣ ଆଶ୍ଚର୍ଯ୍ୟ ହେଉଥିବେ ମୃ-ତ୍ୟୁ ତ ମନୁଷ୍ୟ ଜୀବନରେ ଥରେ ଆସେ ଯେଉଁ ମାନେ ମୃ-ତ୍ୟୁ କୁ ଡରନ୍ତି ସେମାନେ ସବୁ ଦିନ ଡରି ଡରି ମରନ୍ତି ଅର୍ଥାତ୍ ସଙ୍କଟ ମୋଚନ ଙ୍କ ଭକ୍ତ ସେମାନଙ୍କ ମରଣକୁ ଭୟ ନଥିବ ଭାଗବତ ବଡ଼ ସୁନ୍ଦର କରି କହିଛନ୍ତି ଯେ ମୋର ଚରଣ ଚିନ୍ତଇ ଅର୍ଥାତ୍ ଯିଏ ଭଗବାନ୍ ଚରଣ ଚିନ୍ତା ସବୁବେଳେ କରନ୍ତି

ତାଙ୍କୁ ମୃ-ତ୍ୟୁ ଭୟ ଆଦୌ ନଥାଏ । ଅଚ୍ୟୁତାନନ୍ଦ କହିଛନ୍ତି ଯେଉଁ ମାନେ ହନୁମାନ ଙ୍କୁ ଜପ ତପ କରନ୍ତି ସେମାନଙ୍କ ସବୁ କଷ୍ଟ ଦୂର ହେବ ମହାପୁରୁଷ ଅଚ୍ୟୁତ କହିଛନ୍ତି ଯେଉଁ ମାନଙ୍କ ତୁଣ୍ଡରେ ହନୁମାନ ଙ୍କ ନାମ ଥିବ ସେ କଳିଯୁଗର ଶେଷରେ ହନୁମାନ ଙ୍କୁ ଦର୍ଶନ କରିବେ ବୋଲି ମାଳିକା ରେ ଅଚ୍ୟୁତାନନ୍ଦ କହିଛନ୍ତି ।

Leave a Reply

Your email address will not be published. Required fields are marked *