ବାଛନ୍ତୁ କୌଣସି ଗୋଟିଏ ସଂଖ୍ୟା ବା Number ଏବଂ ଜାଣନ୍ତୁ କେବେ ଆପଣଙ୍କ ଦୁଃଖର ଦିନ ସରି ସୁଖର ଦିନ ଆସିବ

ନମସ୍କାର ବନ୍ଧୁଗଣ ଆଜିର ବିଷୟରେ ଆସନ୍ତୁ ଜାଣିବା ବାଛନ୍ତୁ ଏଥି ମଧ୍ୟରୁ କୌଣସି ଗୋଟିଏ ଏବଂ ଜାଣନ୍ତୁ କାହିଁକି ଆପଣ ଦୁଃଖରେ ଅଛନ୍ତି ଏହି ବିଷୟଟି ପ୍ରଶ୍ନ ଭବିଷ୍ୟତ ଉପରେ ଆଧାରିତ ଏହି ବିଷୟଟିରେ ଆମେ ଆପଣଙ୍କ ମନରେ ଚାଲୁ ଥିବା ପ୍ରଶ୍ନର ସମାଧାନ କରିବୁ | ଆପଣ ଏବେ କେଉଁ ସ୍ଥିତିରେ ଅଛନ୍ତି ଦଶା କଣ ରହୁଛି କଣ ସବୁ ଦୁଃଖ ରହୁଛି ଆପଣଙ୍କ ଜୀବନରେ କେଉଁ ସୁଖ ଆଗକୁ ଆସିବାର ଅଛି ସବୁ କିଛି ଆଜି ଆମେ ଆଜିର ବିଷୟରେ ଜାଣିପାରିବା | ଦେଖନ୍ତୁ ଦୁଇଟି ଚିତ୍ର ଫୋଟ ରହିଅଛି ଆପଣଙ୍କ ସାମ୍ନାରେ ଗୋଟିଏ ପୁଣ୍ୟ ଯାହାକି ଗୋମାତାଙ୍କର ରହିଅଛି ଆଉ ଗୋଟିଏ ପାପ ଯାହାକି ହରିଣ ଟିଏ ରହିଅଛି | ହରିଣ ପାଖରେ ପାପ ଶବ୍ଦ ଅଛି ତାହା ଅର୍ଥ ନୁହେ ହରିଣର କୌଣସି ପାପ ସହିତ ଜଡ଼ିତ ଅଛି ଆମେ ପ୍ରଶ୍ନ ଭବିଷ୍ୟତ ଉପରେ ଏକ ଚିତ୍ର ଫୋଟ ଆଣିଅଛୁ ଏକ ନମ୍ବର ସଂଖ୍ୟା ଏବଂ ଦୁଇ ନମ୍ବର ସଂଖ୍ୟା ବାଛନ୍ତୁ ଏଥି ମଧ୍ୟରୁ କୌଣସି ଫୋଟ ଏବଂ ଜାଣନ୍ତୁ ନିଜର ଭବିଷ୍ୟତ |

ଆପଣ ଯଦି ପ୍ରଥମ ସଂଖ୍ୟାଟିକୁ ବା ଗୋମାତାକୁ ବାଛିଛନ୍ତି ପୁଣ୍ୟ ଶବ୍ଦଟିକୁ ବାଛିଛନ୍ତି ତ ଜାଣନ୍ତୁ ଆପଣଙ୍କ ପ୍ରଶ୍ନ ଥିଲା କିଛି ଦୁର୍ଘଟଣା ଘଟିଲେ ଆପଣ କ୍ଳେଶ ପାଉଛନ୍ତି ତାହାର ବାସ୍ତବ କାରଣ କଣ ଜାଣି ପାରୁ ନାହାଁନ୍ତି ଆପଣଙ୍କର ଅଭାବ ଦେଖା ଦେଉଛି ତାହା ପୂରଣ ହେବ ନା ଏହିପରି ସମୟ ଚାଲୁ ଥିବ ଏହି ଚିନ୍ତାରେ ଆପଣ ଘାରି ହେଉଛନ୍ତି ପୁଣି ସନ୍ତାନ ସନ୍ତପି ଚିନ୍ତାରେ ଦୁର୍ବଳତା ପ୍ରକାଶ ପାଉଛି ଆପଣ ଯାହା ଚିନ୍ତା କରୁଛନ୍ତି ସେଗୁଡ଼ିକ କାହିଁକି ସଫଳ ହେଉ ନାହିଁ | ଦେଖନ୍ତୁ ବର୍ତମାନ ଆପଣଙ୍କ ସମୟ ଆଦୌ ଶୁଭ ଫଳ ବିଚାର କରାଯାଉ ନାହିଁ କିଛି କିଛି କାମ କଲେ ଆପଣ ସଦା ସର୍ବଦା ଦୁଶ୍ଚିନ୍ତାରେ ପଡ଼ି ଯାଉଛନ୍ତି ଗୃହରେ ଆପଣଙ୍କ ପରିବାର ଲୋକଙ୍କ ସ୍ୱାସ୍ଥ୍ୟ ଖରାପ ହେଉଥିବାରୁ ଆପଣଙ୍କ ଟଙ୍କା ପଇସାର ଅଭାବ ଦେଖିବାକୁ ମିଳୁଛି ଏହା ଆପଣଙ୍କୁ ଆଉ ଦୁଇ ସପ୍ତାହ ରୁ ତିନି ସପ୍ତାହ ଭୋଗ କରିବାକୁ ଆପଣ ଏବେ ଆଉ ଚିନ୍ତା କରନ୍ତୁ ଆଗାମୀ 21 ଦିନ ଭିତରେ ଆପଣଙ୍କୁ ଶୁଭ ଫଳ ମିଳିବାକୁ ଯାଉଛି ଆପଣ ନିଜ ପ୍ରିୟ ଇଷ୍ଟ ଦେବତାଙ୍କ ସ୍ମରଣ କରନ୍ତୁ ଆପଣଙ୍କୁ ଶୁଭ ଫଳ ନିଶ୍ଚିତ ମିଳିବ |

ଆପଣ 2 ନମ୍ବର ବା ହରିଣ ର ଚିତ୍ରକୁ ବାଛିଛନ୍ତି ତେବେ ପୁତ୍ର କଷ୍ଟ, ଲୋକ ସମ୍ପର୍କ, ରୋଜଗାରକୁ ନେଇ ଚିନ୍ତାରେ ଥିଲେ ଆୟରେ କ୍ଷତି ହେଉଥିଲା । ସନ୍ତାନ ସ୍ନେହରୁ ବଞ୍ଚିତ ହେଉଛନ୍ତି ଆପଣଙ୍କ ମନର ଅଭିଳାଷ ପୂରଣ ହେଉ ନାହିଁ । କାରଣ ଆପଣ ମନ୍ଦ ଦଶା ରେ ପଡିଥିଲେ 19 ବର୍ଷରୁ ଆରମ୍ଭ କରି ଆପଣ ମନ୍ଦ ଦଶା ଭୋଗ କରୁଛନ୍ତି । ଅର୍ଥ ହାନି, ପୁତ୍ର, ସ୍ତ୍ରୀ କଷ୍ଟ ଭୋଗୁଛନ୍ତି । ଆପଣ ଯାହା ପୂର୍ବରୁ ଭୋଗ କରୁଥିଲେ ତାହା ବିଶାରେ ଚିନ୍ତା କରନ୍ତୁନି । ନାନା କାରଣରୁ ଅର୍ଥ ବ୍ୟୟ ହେଉଛି ନିଜର ପ୍ରିୟଜନ ଆପଣଙ୍କ ଠାରୁ ଦୂରେଇ ଗଲେଣି । ପରିବାର ଲୋକଙ୍କ ସହ ସମ୍ପର୍କ ଠିକ ନାହିଁ ଆପଣ ସତର୍କ ରୁହନ୍ତୁ ଏସବୁ ଦୂର ହେବାକୁ ଯାଉଛି ଆପଣଙ୍କୁ ଧନ ଲାଭ ହେବ ଆପଣଙ୍କ ଇଷ୍ଟ ଦେବଙ୍କ ପୂଜା କରନ୍ତୁ । ଆପଣଙ୍କର ଉନ୍ନତି ହେବ । ଆପଣଙ୍କର ଯାହା ଇଚ୍ଛା ଅଛି ତାହା ଦୂର ହେବ ।

Leave a Reply

Your email address will not be published. Required fields are marked *