Health : କେବଳ ଏକ ଚାମଚ ଖାଆନ୍ତୁ ମୂଳରୁ ଶେଷ ହୋଇଯିବ ଗ୍ୟାସ ଏସିଡିଟି ,ସମସ୍ତ ପ୍ରକାର ପେଟ ଦୋଷ ହେବ ଦୂର

ଜୀବନଶୈଳୀରେ ପରିବର୍ତ୍ତନ ଏବଂ ଅସ୍ୱାସ୍ଥ୍ୟକର ଖାଦ୍ୟ ହେତୁ ଅନେକ ଲୋକ ହଜମ ସହ ଜଡ଼ିତ ଭିଭିନ୍ନ ସମସ୍ୟାର ସମ୍ମୁଖୀନ ହେଇ ଅସୁବିଧାରେ ପଡ଼ିଥାନ୍ତି । ଏହି କାରଣରୁ, ଅମ୍ଳତା, ଗ୍ୟାସ୍, କୋଷ୍ଠକାଠିନ୍ୟ, ପେଟ ଫୁଲିବା ଏବଂ କଷ୍ଟ ହେବା ଭଳି ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ ।ଯାହାକି ସ୍ୱାସ୍ଥ୍ୟ ପାଇଁ ବହୁତ କ୍ଷତିକାରକ ହୋଇଥାଏ ।ଏପରି ପରିସ୍ଥିତିରେ, କିଛି ଫଳ ଖାଇବା ଦ୍ୱାରା ଏହା ଆମର ଖାଦ୍ୟନଳୀକୁ ସଫା ରଖିଥାଏ । ଏହି ଜିନିଷଗୁଡ଼ିକ ପେଟକୁ ସଫା କରିବା ପାଇଁ କାମ କରେ ।

ଏହା ଦ୍ୱାରା ପେଟର ଅମ୍ଳତା ଏବଂ ଗ୍ୟାସ ସମସ୍ୟା ମଧ୍ୟ ଦୂର କରିବାରେ ସାହାଯ୍ୟ କରିଥାଏ ।ଜାଣନ୍ତୁ ପେଟର ସମସ୍ୟା ଦୂର କରିବା ପାଇଁ ନିଜ ଖାଦ୍ୟରେ କେଉଁ ସବୁ ଫଳ ଅନ୍ତର୍ଭୁକ୍ତ କରିପାରିବେ । କିୱିରେ ପ୍ରଚୁର ପରିମାଣରେ ଫାଇବର ଥାଏ ।ଏଥିରେ ଆକ୍ଟିନାଇଡ ଏନଜାଇମ୍, ଭିଟାମିନ୍ ସି ଥାଏ । ଏହା କୋଷ୍ଠକାଠିନ୍ୟ ସମସ୍ୟାକୁ ଦୂର କରିବାରେ ସାହାଯ୍ୟ କରିଥାଏ । କିୱି ପେଟକୁ ସଫା କରିଥାଏ ।

ଏହା ଅନ୍ତନଳୀକୁ ସୁସ୍ଥ ରଖେ ।କିୱିରେ ଭିଟାମିନ୍ ସି ଥାଏ ।କିୱିରେ ଜଳ ମଧ୍ୟ ଥାଏ । କମଳା ହଜମ ପ୍ରକ୍ରିୟାକୁ ସକ୍ରିୟ କରିଥାଏ ।ଏହା ଅନ୍ତନଳୀ ଏବଂ ପେଟ ସମ୍ବନ୍ଧୀୟ ସମସ୍ୟାକୁ ଦୂର କରିଥାଏ । କମଳାରେ ଫାଇବର ଥାଏ ।ଏହା କୋଷ୍ଠକାଠିନ୍ୟକୁ ସମସ୍ୟାକୁ ଦୂର କରିଥାଏ । କମଳାକୁ ଜୁସ୍ କିମ୍ବା ସାଲାଡ ଆକାରରେ ଖାଇବା ଦ୍ୱାରା ଏହା ଖୁବ୍ ଲାଭଦାୟକ ହୋଇଥାଏ ।

ଷ୍ଟ୍ରବେରିରେ ଫାଇବର ଥାଏ । ହଜମ ପ୍ରକ୍ରିୟାକୁ ସୁସ୍ଥ ରଖିବା ପାଇଁ ଷ୍ଟ୍ରବେରି ଭଲ କାମ କରେ । ଷ୍ଟ୍ରବେରିରେ ଭିଟାମିନ୍-ସି ମଧ୍ୟ ଥାଏ । ଏଥିରେ ଫୋଲେଟ୍ ଥାଏ ।ଷ୍ଟ୍ରବେରି ମଧ୍ୟ କୋଷ୍ଠକାଠିନ୍ୟ ସମସ୍ୟାରୁ ମୁକ୍ତି ଦେଇଥାଏ ।ନାସପାତି ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଭଲ ଅଟେ ।ଏଥିରେ ଫାଇବର, ସୋର୍ବିଟୋଲ ଏବଂ ଫ୍ରୁକଟୋଜ ଭଳି ପୋଷକ ତତ୍ତ୍ୱ ରହିଥାଏ ।

ନାସପାତିରେ ପାଣିର ମାତ୍ରା ମଧ୍ୟ ଭରପୂର ଥାଏ ।ହଜମ ପ୍ରକ୍ରିୟା ପାଇଁ ଏଗୁଡ଼ିକ ସହାୟକ ହୋଇଥାଏ । କୋଷ୍ଠକାଠିନ୍ୟ ସମସ୍ୟାକୁ ରୋକିବା ପାଇଁ ଏହା କାମ କରେ । ଏହାକୁ ଖାଇବା ଦ୍ୱାରା ପେଟ ସଫା ରହିଥାଏ ।ଆପଣ ସାଲାଡ ଭାବରେ ନାସପାତି ମଧ୍ୟ ଖାଇପାରିବେ । ଏହା ହାଡ଼ ପାଇଁ ମଧ୍ୟ ଖୁବ୍ ଭଲ ଅଟେ ।

Leave a Reply

Your email address will not be published. Required fields are marked *