ଏହି କାରଣ ପାଇଁ ବନ୍ଦ ହେବାକୁ ଯାଉଛି ଜି ସାର୍ଥକର ଦୁଇଟି ଲୋକପ୍ରିୟ ସିରିଏଲ ,ଦର୍ଶକମାନେ ଜାଣିଲେ ବିଶ୍ୱାସ କରିପାରିବେ ନାହିଁ

ନମସ୍କାର ବନ୍ଧୁଗଣ ଏକାଠି ବନ୍ଦ ହେବାକୁ ଯାଉଛି ଜି ସାର୍ଥକର ଦୁଇଟି ଲୋକପ୍ରିୟ ସିରିଏଲ ତେବେ ବନ୍ଧୁଗଣ ଆପଣମାନେ ଜି ସାର୍ଥକରେ ସବୁ ସିରିଏଲ ଗୁଡ଼ିକ ନିଶ୍ଚିତ ଦେଖୁଥିବେ ତେବେ ଏହି ଲିଷ୍ଟରୁ ବାଦ ପଡ଼ିବାକୁ ଯାଉଛି ଦୁଇଟି ସିରିଏଲ ତେବେ ଜି ସାର୍ଥକରେ କେଉଁ ଦୁଇଟି ସିରିଏଲ ବନ୍ଦ ହେବାକୁ ଯାଉଛି ଏବଂ ଏହା ପଛର ପ୍ରକୃତ କାରଣ ରହିଛି ଜାଣିବା ପାଇଁ ବିଷୟଟିକୁ ଶେଷ ଯାଏ ନିଶ୍ଚୟ ଦେଖନ୍ତୁ

| ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ସରିବାକୁ ଯାଉଛି ଶ୍ରୀ ସିରିଏଲ ତେବେ ପୂର୍ବରୁ ଏହି ସିରିଏଲରେ ଲିଡ ହିରୋ ହରିହର ଦାସ ଏବଂ ଅରୁନ୍ଧତୀ ଦେବୀକା ନଜର ଆସିଥିଲେ | ମାତ୍ର ଦେବୀକା ଅଧାରୁ ଏହି ସିରିଏଲ ଛାଡ଼ି ଦେଇଥିଲେ ଲିଡ ହିରୋଇନ ଭୂମିକାରେ ଏଣ୍ଟ୍ରି କରିଥିଲେ

ସୋନାଲୀସା ନାୟକ ଯିଏ କି ଶ୍ରୀ ସିରିଏଲ ଲାଷ୍ଟ ଏପିସୋଡରେ ଅଭିନୟ କରୁଛନ୍ତି ଏବଂ ଖୁବ ଶୀଘ୍ର ବନ୍ଦ ହେବାକୁ ଯାଉଛି ଏହି ସିରିଏଲଟି ଏବଂ ଆଗକୁ ଦର୍ଶକମାନେ ଏହି ସିରିଏଲ ସମୟରେ ନୂଆ ମେଗା ଧାରାବାହିକ ତୁମ ବିନା ଦେଖିବାକୁ ପାଇବେ ଅନ୍ୟ ପକ୍ଷରେ ଜି ସାର୍ଥକର ଆଉ ଏକ ଲୋକପ୍ରିୟ ସିରିଏଲ ତୁ ମୋ ସାଥିରେ ଖୁବ ଶୀଘ୍ର ଶେଷ ହେବାକୁ ଯାଉଛି |

ଏହାର ଷ୍ଟୋରୀ ବର୍ତ୍ତମାନ ସମୟରେ ଶେଷ ପର୍ଯ୍ୟାୟରେ ପହଁଚି ସାରିଛି ଏବଂ ଏହି ସିରିଏଲଟି ବନ୍ଦ ହୋଇ ଏହା ସ୍ଥାନରେ ଭାଗ୍ୟରେଖା ପ୍ରସାରିତ ହେବାକୁ ଯାଉଛି ତେବେ ଆପଣମାନେ ଜାଣିଥିବେ ଭାଗ୍ୟରେଖା ରାତି 9.30 ରେ ପ୍ରକାଶ ହେଉଥିଲା ତୁ ମୋ ସାଥୀର ସିରିଏଲ ସରିବା ଏହା ରାତି 9 ରେ ପ୍ରସାରିତ ହେବ |

Leave a Reply

Your email address will not be published. Required fields are marked *