ଏବେ ଏବେ କିଷାନ ଯୋଜନାକୁ ନେଇ ଆସିଲା ବଡ଼ ଖବର ,ଲିଷ୍ଟରୁ କଟିଲା ଏହି ବେକାରୀ ଚାଷୀଙ୍କ ନାମ ,ସବୁ ହିତାଧିକାରୀ ମାନେ ଜାଣିରଖନ୍ତୁ

ଦର୍ଶକ ବନ୍ଧୁ ଏବେ ଏବେ ଆସିଲା ବହୁତ୍ ବଡ଼ ଖବର ଯାହାକି କେନ୍ଦ୍ର ସରକାରଙ୍କ ତରଫରୁ ଆସୁଛି ଯେଉଁଥିରେ କିସାନ୍ ଯୋଜନା ଜନିତ ଖବର ସାମ୍ନାକୁ ଆସୁଛି ତାହେଲେ ଡେରି ନକରି ଆସନ୍ତୁ ଜାଣିବା ଏହି ଗୁରୁତ୍ୱପୂର୍ଣ୍ଣ ଖବର ବିଷୟରେ । ଯଦି ଆପଣ ଜଣେ PM କିସାନ ଯୋଜନା ହିତାଧିକାରୀ ତେବେ ଆଜିର ଏହି ଖବର ଆପଣଙ୍କ ପାଇଁ ବହୁତ୍ ଗୁରୁତ୍ୱପୂର୍ଣ୍ଣ ଅଟେ କାରଣ ଏପରି କୃଷଙ୍କ ତାଲିକା ପ୍ରସ୍ତୁତ କରାଯାଇଛି

ଯେଉଁ ମାନେ ଠକାମୀ କରି ଏହି ଜୋନର ଲାଭ ଉଠାଉ ଥିଲେ ତେବେ ଏହି ନିର୍ବାଚନ ପରଠାରୁ ଏହି ପରି ଚାଷୀଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଯାହା ଦ୍ଵାରା ଏହି ଥକ ଲୋକଙ୍କ ନାମ କୃଷକ ଲିଷ୍ଟ ମଧ୍ୟରୁ କାଟି ଦିଆ ଯିବ ଓ ଆଗାମୀ ଭବିଷ୍ୟତରେ କିସାନ୍ ଯୋଜନା ଟଙ୍କା ପ୍ରଦାନ କରାଯିବ ନାହିଁ

ପୂର୍ବ ଥର ମଧ୍ୟ ସେହି ପରି କିଛି ହିତାଧିକାରୀ ମାନଙ୍କୁ ଚିହ୍ନଟ କରି ତାଙ୍କ ନାମ ଲିଷ୍ଟ ମଧ୍ୟରୁ କଟା ଯାଇଥିଲା ଓ ଏବେ ଏବେ ଫୁନି ଥରେ ପ୍ରଧାନ ମନ୍ତ୍ରୀ କିସାନ୍ ଯୋଜନା ଅପଡେଟ ମାଧ୍ୟମରେ ଜଣ ପଡ଼ିଛି ଯେ ଖୁବ ଶୀଘ୍ର ଅନେକ ହିତାଅଧିକାରୀ ଯେଉଁମାନେ ଅଯୋଗ୍ୟ ସେମାନଙ୍କର ନାମ PM କିସାନ୍ ଯୋଜନା ତାଲିକାରୁ ହଟାଇ ଦିଆଯିବ PM କିସାନ୍ ଯୋଜନା ହେଉଛି

ଏକ ଉଚା ବିଦାରି ଯୋଜନା ଯାହାକୁ ନିଜେ ପ୍ରଧାନ ମନ୍ତ୍ରୀ ଚଳାଉଛନ୍ତି । ତେବେ ଏହି ଯୋଜନା ରେ ଠକାମୀ କୌଣସି ପରିସ୍ଥିତିରେ ଶଯ୍ୟ କରାଯିବ ନାହିଁ ତେଣୁ ଏହି ଭଳି ଚାଷୀମାନଙ୍କୁ ଚିହ୍ନଟ କରିବାକୁ ନିର୍ଦ୍ଦେଶନାମା ଜରିକରିଛନ୍ତି ପ୍ରଧାନ ମନ୍ତ୍ରୀ ତା ସହିତ ଏହି ଯୋଜନା କେବଳ ଯୋଗ୍ୟ କୃଷକଙ୍କ ପାଇ ବୋଲି ସୂଚନା ଜାରିକରିଛନ୍ତି କେନ୍ଦ୍ର ସରକାର । ତେବେ ଆପଣଙ୍କର ଏହି ଏହି ବିଷୟରେ କଣ ମତ ନିଶ୍ଚୟ ପ୍ରଦାନ କରିବେ ଧନ୍ୟବାଦ୍ ।b

Leave a Reply

Your email address will not be published. Required fields are marked *