Health : ଯାଦୁ,କାଛୁ,କୁଣ୍ଡିଆ ସବୁଦିନ ପାଇଁ ଭଲ କରିବାର ଘରୋଇ ଉପାୟ ,ଥରେ କରିକି ଦେଖନ୍ତୁ ଦୁଇ ଦିନରେ ମୂଳରୁ ଶେଷ ହୋଇଯିବ

ଦର୍ଶକ ବନ୍ଧୁ ଆଜି ଆମେ ଆପଣମାନଙ୍କୁ ଏପରି ଏକ ଘରୋଇ ଉପଚାର ବିଷୟରେ କହିବାକୁ ଯାଉଛୁ ଯାହା ଆପଣଙ୍କ କାଛୁ କୁଣ୍ଡିଆ ଜନିତ ସମସ୍ୟାକୁ ସବୁଦିନ ପାଇଁ ଶେଷ କରିଦେବ । ଦର୍ଶକ ବନ୍ଧୁ ଏହା ଏକ ଘରୋଇ ଉପଚାର ହୋଇ ଥିବାରୁ ଏହାର କିଛି ବି ଖରାପ ପ୍ରଭାବ ଆପଣଙ୍କ ସ୍କିନ୍ ଉପରେ ପଡ଼ି ନଥାଏ

ଆସନ୍ତୁ ଜାଣିବା ଏହି ଘରୋଇ ଉପଚାରକୁ ପ୍ରସ୍ତୁତ କରିବାପାଇଁ ଆପଣଙ୍କୁ କେଉଁ କେଉଁ ଜିନିଷର ଆବଶ୍ୟକତା ପଡ଼ିଥାଏ । ପ୍ରଥମେ ଆପଣ ଏକ କଞ୍ଚା କଦଳୀ ନେଇ ଏହାକୁ ଫାଳ କରିଦିଅନ୍ତୁ ଏହାପରେ ଏକ ଛୁରୀ ସହାୟତାରେ ଆପଣ ଏହାର ଓପର ଚୋପକୁ ଛଡାଇ ଦିଅନ୍ତୁ ଏହାପରେ ଆପଣ ଏହି କଦଳିକୁ ଛୋଟ ଛୋଟ ଖଣ୍ଡ କରି କାଟି ଗ୍ରାଇଣ୍ଡିଙ୍ଗ କରିଦିଅନ୍ତୁ

ଏହାପରେ ଆପଣ ଏହି କଦଳୀ ପେଷ୍ଟ୍ର ରେ ଏକରୁ ଦୁଇ ଚାମଚ୍ ଦହି ପକାଇ ମିଶାଇ ଦିଅନ୍ତୁ ଏହାପରେ ଆପଣ ଏହି ମିଶ୍ରଣରେ ଗୁରୁତ୍ବପୂର୍ଣ୍ଣ ଏକ ଛୋଟ ଚାମଚ୍ ହଳଦୀ ପକାଇ ଏହାକୁ ମିଶାଇ ଏକରୁ ଦୁଇ ଘଣ୍ଟା ପର୍ଯ୍ୟନ୍ତ ଛାଡ଼ି ଦିଅନ୍ତୁ ଏବେ ଆପଣ ଏହାକୁ ଅପାନଙ୍କ ଯାଦୁ କାଚ୍ଛୁ ହୋଇ ଥିବା ସ୍ଥାନରେ ଲଗାଇ ଦେଖନ୍ତୁ

ଆପଣଙ୍କୁ ପ୍ରଥମ ଦିନରୁ ହିଁ ଏହାର ପ୍ରଭାବ ଦେଖିବାକୁ ମିଳିବ ଏହାର ନିୟମିତ ବ୍ୟବହାର ଦ୍ଵାରା ଆପଣଙ୍କ ସ୍କିନ୍ ଜନିତ ସମସ୍ୟା ସବୁଦିନ ପାଇଁ ଶେଷ ହୋଇଯିବ । ହେଲେ ଯଦି ଆପଣଙ୍କ ଦେହରେ ଯାଦୁ, କାଚ୍ଛୁ, କୁଣ୍ଡିଆ ଭଳି ସମସ୍ୟା ଅଛି ତାହେଲେ ତାହା ମଧ୍ୟ ଶେଷ ହୋଇଯିବ ।

Leave a Reply

Your email address will not be published. Required fields are marked *