ତରଙ୍ଗ ଟିଭିରେ ଅଭିନୟ କରୁଥିବା ସବୁଠୁ ଧନୀ ହିରୋଇନ ମାନଙ୍କ ବିଷୟରେ ଆପଣମାନେ କେବେ ଜାଣିନଥିବେ ,ସବୁଠୁ କୋଟିପତି ଏହି Heroine

ନମସ୍କାର ବନ୍ଧୁଗଣ ଆପଣମାନେ ତରଙ୍ଗ ଟିଭିରେ ପ୍ରସାରିତ ହେଉଥିବା ପ୍ରତିଦିନ ସବୁ ସିରିଏଲ ଗୁଡ଼ିକ ନିଶ୍ଚିତ ଭାବରେ ଦେଖିଥିବେ ତେବେ ଆପଣମାନେ ଜାଣିଛନ୍ତି କି ଏହି ସିରିଏଲରେ ହିରୋଇନ ମାନଙ୍କ ମଧ୍ୟରୁ ସବୁଠୁ ଧନୀ ହିରୋଇନ କିଏ ଯଦି ଜାଣି ନାହାଁନ୍ତି ବିଷୟଟିକୁ ଶେଷ ଯାଏ ଦେଖନ୍ତୁ |

ଏହି ଲିଷ୍ଟର ପ୍ରଥମରେ ଆସୁଛନ୍ତି ପୂଜା ଯାହାଙ୍କ ଅଭିନୟ ଆପଣମାନେ ପୂର୍ବରୁ ନୂଆ ବୋହୁ ସିରିଏଲରେ ନିଶ୍ଚିତ ଭାବରେ ଦେଖିଥିବେ ବର୍ତ୍ତମାନ ପୂଜା ସପ୍ଲିନ ମିଶ୍ରଙ୍କ ସହ ଲିଡ ହିରୋଇନ ଭାବରେ ରାଜଯୋଗ ସିରିଏଲରେ ସୁନ୍ଦର ଅଭିନୟ କରୁଛନ୍ତି ସେ ବର୍ତ୍ତମାନ ଗୋଟିଏ ଏପିସୋଡ କରିବା ପାଇଁ 25 ରୁ 30 ହଜାର ଟଙ୍କା ନେଇଥାଆନ୍ତି | ତାଙ୍କ ସମ୍ପତ୍ତିର ମୂଲ୍ୟ କହିବାକୁ ଗଲେ ପାଖାପାଖି ଦେଢ଼ କୋଟିରୁ ଅଧିକ ହେବ |

ଏହା ପରେ ଆମ ଲିଷ୍ଟରେ ଆସୁଛନ୍ତି ଶ୍ରଦ୍ଧା କୁଆଁରୀ ବୋହୁ ସିରିଏଲରେ ଗୋଟିଏ ଏପିସୋଡ ପାଇଁ ପ୍ରାୟ 30 ରୁ 35 ହଜାର ଟଙ୍କା ନେଉଛନ୍ତି ଓ ଓ ତାଙ୍କର ଟୋଟାଲ ସମ୍ପତ୍ତି ଦେଖିବାକୁ ଗଲେ ପ୍ରାୟ ତାଙ୍କ ପାଖରେ ପଚାଶରୁ ଷାଠିଏ ଲକ୍ଷ ଟଙ୍କା ଅଛି |

ଏହା ପରେ ଆମ ଲିଷ୍ଟର ତୃତୀୟରେ ଆସୁଛନ୍ତି ସୁମନ ପଟ୍ଟନାୟକ ଯାହାଙ୍କ ଅଭିନୟ ତାରିଣୀ ଆଖିର ତାରା ସିରିଏଲରେ ନିଶ୍ଚିତ ଭାବରେ ଦେଖିଥିବେ ସେ ସିରିଏଲର ଗୋଇ ଏପିସୋଡ କରିବା ପାଇଁ ପଚିଶରୁ ତିରିଶ ହଜାର ଟଙ୍କା ନେଉଛନ୍ତି ତାଙ୍କର ଟୋଟାଲ ସମ୍ପତ୍ତି ଉପରେ କହିବାକୁ ଗଲେ ତାଙ୍କ ପାଖରେ ପ୍ରାୟ ପଚାଶ ଲକ୍ଷ ଟଙ୍କାରୁ ଅଧିକ ରହିଛି

ଏହା ପରେ ଚାରି ନମ୍ବରରେ ଆସୁଛନ୍ତି ୠଦ୍ରୀ ସେ ମାୟା ସିରିଏଲରେ ଗୋଟିଏ ଏପିସୋଡ ପାଇଁ ପ୍ରାୟ କୋଡିଏ ରୁ ପଚିଶ ହଜାର ଟଙ୍କା ନେଉଛନ୍ତି ତାଙ୍କର ଟୋଟାଲ ସମ୍ପତ୍ତି ଦେଖିବାକୁ ଗଲେ ତାଙ୍କ ପାଖରେ ପ୍ରାୟ ପଇଁ ତିରିଶରୁ ଚାଳିଶି ହଜାର ଟଙ୍କା ରହିଛି |

ଏହା ପରେ ପାଞ୍ଚ ନମ୍ବରରେ ଆସୁଛନ୍ତି ଇତି ଆପଣମାନେ ସିନ୍ଦୂରର ସିରିଏଲରେ ଇତିଙ୍କ ସୁନ୍ଦର ଅଭିନୟ ନିଶ୍ଚିତ ଭାବରେ ଦେଖିଥିବେ ତେବେ ଇତି ସିନ୍ଦୂରର ଅଧିକାର ସିରିଏଲ ଗୋଟିଏ ଏପିସୋଡ ପାଇଁ ପନ୍ଦରରୁ ସତର ହଜାର ଟଙ୍କା ନେଉଛନ୍ତି ତାଙ୍କର ଟୋଟାଲ ସମ୍ପତ୍ତି ଦେଖିବା ତାହେଲେ ତାଙ୍କ ପାଖରେ ପ୍ରାୟ ପଚିଶ ଲକ୍ଷରୁ ଅଧିକ ରହିଛି |

Leave a Reply

Your email address will not be published. Required fields are marked *