ନମସ୍କାର ଦର୍ଶକବନ୍ଧୁ ଆପଣମାନେ ମା କାଳିଜାଇଙ୍କ ମହିମା ବିଷୟରେ ଜାଣିଥିବେ ଆଉ ସେଠାକାର ପରିବେଶ ମଧ୍ୟ ଆପଣକୁ ବେଶ ଭାଳମଧ୍ୟ ଲାଗିଥାଏ | ତେବେ ଦର୍ଶକବନ୍ଧୁ ଏହି କିଛିଦିନ ହେବ ମାଙ୍କ ଦର୍ଶନ କରିବାକୁ ଯାଉଥିବ ଭକ୍ତଙ୍କ ସହିତ ଭୟଙ୍କର ଅଘଟଣ ଘଟିବାର | ତେବେ ଦର୍ଶକ ଯଦି ଆପଣ ଚାହୁଁଛନ୍ତି ସେମିତିକିଛି ଘଟଣା ଆପଣଙ୍କ ସହିତ ନଘଟୁ ତେବେ ଏହି ତିନଟି ଭୁଲ କରନ୍ତୁ ନାହିଁ |
ଯଦି ଆପଣ କେବେ ମା କାଳିଜାଇ ଦର୍ଶନ କରିବାକୁ ଯାଉଛନ୍ତି ତେବେ ଏହି ତିନଟି ଭୁଲ କେବେ କରନ୍ତୁ ନାହିଁ | ଏହି ତିନଟି ଭୁଲ ମଧ୍ୟରୁ ଗୋଟିଏବି ଭୁଲ କରିଲେ ଘଟିବ ବହୁତ ବଡ଼ ଅଘଟଣ | ତେବେ ଦର୍ଶକବଂଧୁ ଆସନ୍ତୁ ଜାଣିବା କଣ ସେହି ତିନଟି ଭୁଲ….
ପ୍ରଥମଟି ହେଲା ଯେବେବି ଦଙ୍ଗାରେ ବସିକି ମାଙ୍କ ପାଖକୁ ଯାତ୍ରା କରିବେ ମନରେ ମା କାଳିଜାଇଙ୍କର ନାଁ ଧରିକି ଯାତ୍ରା କରିବେ ଦେହରେ ଧଉଳିଟିକେ ପଡ଼ିବନାହିଁ | ଦ୍ୱିତୀୟ ଭୁଲ ଯେବେବି ଦଙ୍ଗାରେ ବସିକି ମାଙ୍କ ପାଖକୁ ଯାତ୍ରା କରୁଛନନ୍ତି ସେତେବେଳେ ମନରେ କେବେବି ଖରାପ ଚିନ୍ତାଧାରା ଆଣିବେ ନାହିଁ |
ତୃତୀୟାରେ ଯେବେବି ମାଙ୍କ ପାଖରେ ଯାଇକି ପହଁଚିବେ ମାଙ୍କୁ ଦର୍ଶନ କରିବାକୁ ଭୁଲିବେ ନାହିଁ ଆଉ ମାଆଙ୍କ ପାଖକୁ ଭୋଗ ନବାକୁ ଭୁଲିବେ ନାହିଁ ନହେଲେ ବୋହହୁତ ବଡ଼ ଅଘଟଣ ଘଟିଯବ |ଆଉ ଯେବେବି ମାଙ୍କ ପାଖରୁ ଫେରିବେ ମାଙ୍କ ନାମ ଜପ କରି କରି ଫେରିବେ ଦେଖିବେ ଆପଣଙ୍କ ଦେହରେ ଧଉଳିଟିକେ ପଡିବ ନାହିଁ | ଏହି ତିନଟି ଭୁଲ ଆପଣମାନେ କେବେବି କରିବେନାହିଁ |