ସୋମବାର ଦିନ ମରିଗଲେ ବି କରନ୍ତୁ ନାହିଁ ଏହି ୫ଟି କାମ ସର୍ବନାଶ ହୋଇଯିବ ,ଜୀବନ ସାରା ଦୁଃଖରେ କାନ୍ଦିବେ ଆପଣ

ଦର୍ଶକ ବନ୍ଧୁ ଆଜି ଆମେ ଆପଣମାନଙ୍କୁ ଏପରି କିଛି କର୍ଯ୍ୟ ବିଷୟରେ କହିବାକୁ ଯାଉଛୁ ଯାହାକୁ ଯଦି ଆପଣ ଭୁଲ ରେ ବି କରିଥାନ୍ତି ଏହି କାର୍ଯ୍ୟ ତାହେଲେ ହୋଇଥାଏ ସର୍ବନାଶ ତାହେଲେ ଡେରି ନକରି ଆସନ୍ତୁ ଜାଣିବା ସେହି କାର୍ଯ୍ୟ ଗୁଡ଼ିକ ବିଷୟରେ ।

୧. ସୋମବାରରେ ଦିନ ଚିନି ବ୍ୟବହାର କମ୍ କରିବା ଉଚିତ୍ । ଏହି ଦିନ କାହାକୁ ଧଳା ପୋଷାକ କିମ୍ବା କ୍ଷୀର ଦାନ କରିବା ଉଚିତ୍ ନୁହେଁ । ସୋମବାର ଦିନ ଉତ୍ତର, ପୂର୍ବ କିମ୍ବା ଦକ୍ଷିଣ ପୂର୍ବ ଦିଗରେ ଯାତ୍ରା କରିବା ଅନୁଚିତ ବୋଲି ବିବେଚନା କରାଯାଏ । ଯଦି ଏହି ଦିନ ଭ୍ରମଣ କରିବା ଅତ୍ୟନ୍ତ ଆବଶ୍ୟକ ରହିଛି ତେବେ ବିପରୀତ ଦିଗରେ ପ୍ରଥମେ କିଛି ପାଦ ଚାଲନ୍ତୁ । ପରେ ନିଜ ଯାତ୍ରା ଆରମ୍ଭ କରନ୍ତୁ ।

୨. ସର୍ବଦା ନିଜ ପିତାମାତାଙ୍କୁ ସମ୍ମାନ ଦିଅନ୍ତୁ । ଖାସ କରି ସୋମବାର ଦିନ ପିତାମାତାଙ୍କ ସହିତ କୌଣସି ପ୍ରକାର ବିତର୍କ କରନ୍ତୁ ନାହିଁ । ଏହି ଦିନ ନିଜ କୂଳ ଦେବତାଙ୍କର ପୂଜାର୍ଚ୍ଚନା କରନ୍ତୁ । ଏପରି ନ କରିବା ଦ୍ୱାରା ଆର୍ଥିକ ସମସ୍ୟା ଲାଗି ରହିବାର ସମ୍ଭାବନା ଥାଏ ।

୩. ସୋମବାର ଦିନ ରାହୁ କାଳ ସମୟରେ ଯାତ୍ରା କରନ୍ତୁ ନାହିଁ ଏବଂ ଏହି ସମୟ ମଧ୍ୟରେ କୌଣସି ପ୍ରକାରର ଆଧ୍ୟାତ୍ମିକ ଏବଂ ଶୁଭ କାର୍ଯ୍ୟ କରନ୍ତୁ ନାହିଁ । ସୋମବାର ଦିନ ଶନି ଦେବଙ୍କର ପୂଜାର୍ଚ୍ଚନା ମଧ୍ୟ କରିବା ଉଚିତ୍ । ଏହି ଦିନ କଦଳୀ, ସୋରିଷ ଶାଗ, କଳା ତେଲ, ମସଲାଯୁକ୍ତ ପନିପରିବା ଏବଂ କଞ୍ଚା ଫଳ ଖାଆନ୍ତୁ ନାହିଁ । ଏହା ବ୍ୟତୀତ କଳା, ନୀଳ, ବାଦାମୀ ଏବଂ ବାଇଗଣୀ ରଙ୍ଗର ପୋଷାକ ପିନ୍ଧନ୍ତୁ ନାହିଁ ।

୪. ମହାମୃତ୍ୟୁଞ୍ଜୟ ମନ୍ତ୍ର ପାଠ କରିବା ସମୟରେ କଦାପି ତଳେ ଖାଲିରେ ବସିବା ଉଚିତ ନୁହେଁ, ମନ୍ତ୍ର ପାଠ କରିବା ସମୟରେ ସର୍ବଦା ଆସନ ର ବ୍ୟବହାର କରିବା ଉଚିତ l ପୂଜାପାଠ ତପଜପ ପାଇଁ ସର୍ବଦା କୁଶ ଘାସ ର ଆସନ ସବୁଠୁ ବ୍ୟବହାର ଯୋଗ୍ୟ ଅଟେ ।

୫. ଏହି ଦିନ ଉତ୍ତର, ପୂର୍ବ କିମ୍ବା ଦକ୍ଷିଣ ପୂର୍ବ ଦିଗରେ ଯାତ୍ରା କରିବା ଅଶୁଭ ବୋଲି ବିବେଚନା କରାଯାଏ । ଯଦି କିଛି ଜରୁରୀ କାମ ପାଇଁ ଭ୍ରମଣ କରିବାକୁ ପଡୁଛି ତାହାଲେ, ପ୍ରଥମେ ବିପରୀତ ଦିଗକୁ କିଛି ପାଦ ଚାଲିବା ପରେ ଏହି ସବୁ ଦିଗକୁ ଯାତ୍ରା କରିପାରିବେ ।

Leave a Reply

Your email address will not be published. Required fields are marked *