ଏହି କାରଣ ପାଇଁ ଅଧା ରାସ୍ତାରେ ନିଜ ସ୍ୱାମୀଙ୍କ ହାତ ଛାଡ଼ି ଦେଇଥିଲେ ଅଭିନେତ୍ରୀ ଟୁଁଇକିଲ ମିଶ୍ର ,ଜାଣିଲେ ଆପଣ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ

ନମସ୍କାର ବନ୍ଧୁଗଣ ତୋରି ପାଇଁ ତୋ ପାଇଁ ସିରିଏଲରେ ଅଭିନୟ କରୁଥିବା ଟୁଇଁକିଲ ମିଶ୍ରଙ୍କୁ ଆପଣମାନେ ବେଶ ଭଲ ଭାବରେ ଜାଣିଥିବେ ସେ ଆଲବମ ଜଗତ ଜରିଆରେ ଓଲିଉଡ଼ ଇଣ୍ଡଷ୍ଟ୍ରିକୁ ଏଣ୍ଟ୍ରି କରିଥିଲେ ଆଉ ଏହା ଛଡ଼ା ସେ କିଛି ଆଲବମ ଏବଂ ସିରିଏଲ ମଧ୍ୟ ଅଭିନୟ କରିଛନ୍ତି | ବର୍ତ୍ତମାନ ଆପଣ ତାଙ୍କୁ କିଛି ସିରିଏଲରେ ଅଭିନୟ କରୁଥିବାର ନିଶ୍ଚିତ ଭାବରେ ଦେଖିବାକୁ ପାଇଥିବେ କିନ୍ତୁ ବର୍ତ୍ତମାନ ନିଜ ସ୍ୱାମୀଙ୍କ ଠାରୁ ଅଲଗା ହୋଇ ଯାଇଛନ୍ତି

ଟୁଇଁକିଲ ମିଶ୍ର 2008 ମସିହାରେ ତାଙ୍କ ବାହାଘର ହୋଇଥିଲା 2010 ମସିହାରେ ସେ ମା ହୋଇଥିଲେ ତାଙ୍କର ଗୋଟେ ଝିଅ ମଧ୍ୟ ଅଛନ୍ତି ବର୍ତ୍ତମାନ ଟୁଇଁକିଲଙ୍କ ଝିଅଙ୍କୁ 14 ବର୍ଷ ବୟସ ହୋଇଗଲାଣି ତେବେ ଏହାରି ମଧ୍ୟରେ ଟୁଇଁକିଲ ମିଶ୍ର ନିଜ ସ୍ୱାମୀଙ୍କ ଠାରୁ ଡିଭୋର୍ସ ନେଇ ଯାଇଛନ୍ତି |

ଆଉ ଏବେ ନିଜ ଝିଅଙ୍କ ସହିତ ଏକ ଭଡ଼ା ଘରେ ରହିଛନ୍ତି ଆପଣମାନେ ଟୁଇଁକିଲଙ୍କ ସୁନ୍ଦର ଅଭିନୟ ସିରିଏଲରେ ଦେଖିଥିବେ |ଡିଭୋର୍ସ ନେବାର ଅସଲ କାରଣ ହେଉଛି ସେ ଓଲିଉଡ଼ ଇଣ୍ଡଷ୍ଟ୍ରିରେ ଅଭିନୟ କରିବାକୁ ଚାହୁଁଥିଲେ କିନ୍ତୁ ତାଙ୍କ ସ୍ୱାମୀ ଏବଂ ଶଶୁର ଘର ଲୋକ ଚାହୁଁ ନଥିଲେ କି ସେ ଓଲିଉଡ଼ ଇଣ୍ଡଷ୍ଟ୍ରିରେ ଅଭିନୟ କରନ୍ତୁ

ଏହି କାରଣରୁ ସ୍ୱାମୀଙ୍କ ଠାରୁ ଦୂରେଇ ଯାଇଛନ୍ତି ଟୁଇଁକିଲ ଏବେ ନିଜ ଝିଅଙ୍କ ସହିତ ଏକୁଟିଆ ରହିଥିବାର ନଜର ଆସୁଛନ୍ତି | ବହୁତ କମ ବୟସରୁ ଟୁଁଇକିଲ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ତେବେ ଏବେ ପ୍ରାୟ 38 ବର୍ଷ ହୋଇଯାଇଛି ଟୁଇଁକିଲ ମିଶ୍ରଙ୍କୁ ତେବେ ଆପଣ ମାନଙ୍କୁ ଟୁଇଁକିଲ ମିଶ୍ର କେମିତି ଲାଗନ୍ତି ନିଶ୍ଚିତ କମେଣ୍ଟ କରି ଜଣାନ୍ତୁ

Leave a Reply

Your email address will not be published. Required fields are marked *