ପ୍ରଥମ ଥର ଦେଖନ୍ତୁ ମହେଶ୍ୱେତାଙ୍କ ଫ୍ୟାମିଲି ଆଲବମ ଆଗରୁ କେବେ ଦେଖିନଥିବେ ,କୌଣସି Heroine ଙ୍କ ଠୁ କମ ନୁହଁନ୍ତି ତାଙ୍କ ଝିଅ

ନମସ୍କାର ବନ୍ଧୁଗଣ ଆପଣମାନେ ମହେଶ୍ଵେତା ରାୟଙ୍କୁ ନିଶ୍ଚିତ ଭାବରେ ଜାଣିଥିବେ ବର୍ତ୍ତମାନ ମହେଶ୍ଵେତା ରାୟ କଣ କରୁଛନ୍ତି ବା ତାଙ୍କ ପରିବାରରେ କିଏ କିଏ ଅଛନ୍ତି ଆପଣମାନେ ଜାଣିଛନ୍ତି କି ଯଦି ଜାଣି ନାହାଁନ୍ତି ବିଷୟଟିକୁ ଶେଷ ଯାଏ ଦେଖନ୍ତୁ | ବନ୍ଧୁଗଣ ଆପଣମାନେ ମହେଶ୍ଵେତା ରାୟଙ୍କୁ ବେଶ ଭଲ ଭାବରେ ଜାଣିଥିବେ ତାଙ୍କ ସୁନ୍ଦର ଆକ୍ଟିଙ୍ଗ ଭଲ ଭାବରେ ଦେଖିଥିବେ | ମହେଶ୍ଵେତା 1962 ମସିହାରେ ଜନ୍ମ ଗ୍ରହଣ କରିଥିଲେ

ତାଙ୍କ ଜନ୍ମ ସ୍ଥାନ ହେଉଛି ପୁରୀ ତାଙ୍କ ସ୍ୱାମୀଙ୍କ ନାମ ହେଉଛି ଶିରୀଶ ରାଉତରାୟ 1976 ମସିହାରେ ମହେଶ୍ଵେତା ରାୟଙ୍କ ଅଭିନୟ ଜୀବନୀ ଆରମ୍ଭ ହୋଇଥିଲା ସେ ସେହି ସମୟରେ ପ୍ରଥମ ସିନେମା ଶେଷ ଶ୍ରାବଣରେ ଅଭିନୟ କରିଥିଲେ ସେ ବହୁତ ସାରା ଓଡ଼ିଆ ଫିଲ୍ମ ସହିତ ବେଙ୍ଗଲୀ ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି ସେ ସେହି ସମୟରେ ଉତ୍ତମ ମହାନ୍ତି, ଶ୍ରୀରାମ ପଣ୍ଡା ,ପ୍ରଶାନ୍ତ ନନ୍ଦ ,ବିଜୟ ମହାନ୍ତିଙ୍କ ସହ ହିରୋଇନ ଭାବରେ ଅଭିନୟ କରୁଥିଲେ

ଏହା ପରେ 2010 ମସିହାରେ ତୁ ଥିଲେ ମୋ ଡର କାହାକୁ ,2011 ମସିହାରେ କେମିତି ଏ ବନ୍ଧନ ଏହିପରି 70 ରୁ ଅଧିକ ସିନେମାରେ ସେ ଅଭିନୟ କରିଛନ୍ତି ମହେଶ୍ଵେତାଙ୍କ ଅଭିନୟ ଦର୍ଶକ ମାନଙ୍କୁ ଖୁବ ପସନ୍ଦ ତାଙ୍କ ଅଭିନୟର ଯାଦୁରେ ସେ ଦର୍ଶକ ମାନଙ୍କୁ ବାନ୍ଧି ରଖିଛନ୍ତି

ସେ ନିଜ ଜବରଦସ୍ତ ଆକ୍ଟିଙ୍ଗ ପାଇଁ ଲୋକ ମାନଙ୍କ ମନରେ ଜବରଦସ୍ତ ସ୍ଥାନ ବନାଇ ପାରିଛନ୍ତି ସେ ଅଭିନୟ ସହ ରାଜନୀତିରେ ମଧ୍ୟ ପାଦ ରଖିଛନ୍ତି | ମହେଶ୍ଵେତାଙ୍କ ପରିବାର କହିଲେ ତାଙ୍କ ବାପା ମା ତାଙ୍କ ସ୍ୱାମୀ ଏବଂ ତାଙ୍କର ଜଣେ ଝିଅ ମଧ୍ୟ ଅଛି ମହେଶ୍ଵେତାଙ୍କ ଅଭିନୟ ଯୋଗୁ ସେ ବହୁତ ସାରା ଆୱାର୍ଡ ମଧ୍ୟ ପାଇଛନ୍ତି

Leave a Reply

Your email address will not be published. Required fields are marked *