Anuchinta : ମଣିଷକୁ ସାପ କାମୁଡ଼ିଲେ ତୁରନ୍ତ କଣ ଖାଇବାକୁ ଦେଲେ ମଣିଷ ମୃ-ତ ମୁଖରୁ ବଞ୍ଚିଥାଏ ,ମହିଳା ମାନେ ଜାଣିରଖନ୍ତୁ

ଦର୍ଶକ ବନ୍ଧୁ ଆଜି ଆମେ ଆପଣମାନଙ୍କୁ ଏପରି କିଛି ଅନୁଚିନ୍ତା ବିଷୟରେ କହିବାକୁ ଯାଉଛୁ ଯାହାକୁ ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ।

୧. ଯଦି ଘରେ କୌଣସି ଲୋକ କଙ୍କର ଢୁଥାଏ ମାନସିକ ଦୁର୍ଦ୍ଦିନା ଲାଗି ରହୁଥ ତେବେ ତାଙ୍କଦ୍ବାରା ମାଟିର ପାତ୍ରରେ ଗଛବୃକ୍ଷଙ୍କୁ ପାଣିଦେଲେ ତାହା ଦୂରହୋଇଥାଏ ।

୨. ମାଟିରେ ତିଆରି ହୋଇଥ‌ିବା ଠାକୁରଙ୍କ ମୂର୍ତି ଘରେରଖୂ ପୂଜାକରିବା ଦ୍ବାରା । ଆର୍ଥୁକ ସମସ୍ୟା ଦୂର ହୋଇଥାଏ ଏବଂ ଆର୍ଥିକ ସ୍ଥିରତା ଆସିଥାଏ ।

୩. ଘରେ କୌଣସି ମାଟି ପାତ୍ରରେ ପାଣିରଖ୍ ତାଆଗରେ ଦୀପଟିଏ ଜଳାଇବା ଦ୍ବାରା ମଙ୍ଗଳକାରୀ ହୋଇଥାଏ ଏବଂ ଆକ ସମସ୍ୟା ଦୂରହୋଇଥାଏ ।

୪. ଘରର ଅଗଣାରେ ପା ପାରିଜାତ ପୁଷ୍ପ ଅଥବା ଶେଫାଳି ଗଛ ଲଗାଇବା ଉଚିତ୍ ଏହା ଶୁଭହେବା ସହିତ ଘ ସୁଖସମୃଦ୍ଧି ବୃଦ୍ଧି ପାଇଥାଏ ।

୫. ଘର ଅଗଣାରେ ଧଳା ପଳାଶ ଏବଂ ଲକ୍ଷ୍ମଣା ଗଛ ଲଗାଇବା ଦ୍ବାରା ଅତ୍ୟନ୍ତ ଳକାରୀ ହୋଇଥାଏ ଏବଂ ଘରେ ମଙ୍ଗଳକା ଧନର ଆଗମନ ହୋଇଥାଏ ।

୬. ଘରର ଉତ୍ତରପୂର୍ବ ଦିଗରେ କଦଳୀଗଛ ଲଗାଇ ପୂଜା କରିବାଦ୍ବାରା କଲ୍ୟାଣକାରୀ ହୋଇଥାଏ ଏବଂ ଘରେ ସୁଖସମୃଦ୍ଧି ବୃଦ୍ଧି ହୋଇଥାଏ ।

୭. ଘର ପାଖରେ ଧଳା ଅପରାଜିତା ଗଛ ଲଗାଇବା ଦ୍ବାରା ଶୁଭ ଏବଂ ମଙ୍ଗଳକାରୀ ହୋଇଥାଏ ତାସହିତ ଧନ ସମ୍ପଦକୁ ଆକର୍ଷିତ କରିଥାଏ ।

୮. ଘର ଡ୍ରଇଂରୁମରେ ଦୁଇଟି ମାଛର ଚିତ୍ର ଲଗାଇବାଦ୍ବାରା ଅତ୍ୟନ୍ତ ଶୁଭହୋଇଥାଏ ଏବଂ ଚାକି କିରିରେ ପଦଉନ୍ନତି ହେବାସହିତ ଆଗମନ ହୋଇଥାଏ ।

୯. ଘରର ଉତ୍ତର କିମ୍ବା ପୂର୍ବ ଦିଗରେ ବଇଁଶୀ ରଖୁବାଦ୍ବାରା ଶୁଭ ଏବଂ ମଙ୍ଗଳକାରୀ ହୋଇଥାଏ ତାସହିତ ଦାରିଦ୍ର୍ୟତା ଦୂରହୋଇଥାଏ ।

୧୦. ଠାକୁରଘରେ ଶଙ୍ଖ ରଖୁବାଦ୍ବାରା ଅତ୍ୟନ୍ତ ଶୁଭହୋଇଥାଏ ଏବଂ ଘରେ ଲକ୍ଷ୍ମୀ ନିବାସ କରିଥାନ୍ତି ତାସହିତ ଘରେ ଧନର ଅଭାବ ହୋଇନଥାଏ ।

Leave a Reply

Your email address will not be published. Required fields are marked *