ମାଆ କଥା ନ ମାନି ବାହା ହୋଇଥିଲି ଏବେ ୭୦ କୋଟି ଦେବେ ଭରଣ ପୋଷଣ, ଖରାପ୍ ସମୟରେ ହାତ ଛାଡି ଦେଲେ ପାଣ୍ଡ୍ୟାଙ୍କ ସ୍ତ୍ରୀ

ଦର୍ଶକ ବନ୍ଧୁ କ୍ରୀଡା ଜଗତରୁ ଆସିଲା ବଡ଼ ଖବର ଅଲଗା ହେବାକୁ ଯାଉଛନ୍ତି ହାର୍ଦ୍ଧିକ ପାଣ୍ଡିଆ ଓ ତାଙ୍କ ପତ୍ନୀ ନତାସା କ୍ରିକେଟ୍ ଖେଳାଳି ସ୍ବାମୀଙ୍କ ସମ୍ପତ୍ତିର ୭୦ ପ୍ରତିଶତ ନେଇଯିବେ ନତାସା । ହଁ ଦର୍ଶକ ବନ୍ଧୁ ମୁମ୍ବାଇ ଇଣ୍ଡିଆନସ୍ ଅଧିନାୟକ ହାର୍ଦ୍ଧିକ ପାଣ୍ଡିଆ ସମୟ ଖୁବ୍ ଖରାପ ଚାଲିଛି ଏକ ଖରାପ ବାଟ ଦେଇ ଗତି କରୁଛି ହାର୍ଦ୍ଧିକ ପଣ୍ଡାଙ୍କ ଜୀବନ ପ୍ରଥମେ ମୁମ୍ବାଇ ଟିମ୍ IPL ୨୦୨୪ ରୁ ଓହରି ଆସିଥିଲା

ଏବେ ତାଙ୍କ ପାରିବାରିକ ଜୀବନ ମଧ୍ୟ କିଛି ଠିକ୍ ଚାଲିନି ତାଙ୍କ ଘର ଭାଙ୍ଗିବାକୁ ବସିଛି ତେବେ ମିଡ଼ିଆ ରିପୋର୍ଟ ଅନୁଯାୟୀ ପାଣ୍ଡିଆ ଓ ତାଙ୍କ ପତ୍ନୀ ନତାସା ଅଲଗା ହେବାକୁ ଯାଉଛନ୍ତି ହେବାକୁ ଯାଉଛି ଦୁହିଁଙ୍କ ମଧ୍ୟରେ ଛାଡ ପତ୍ର ତେବେ ଏହି ସଂପର୍କରେ କୌଣସି ସ୍ପଷ୍ଟ ସୂଚନା ଦେଇ ନାହାନ୍ତି ପାଣ୍ଡିଆ

ହେଲେ ଯଦି ଏହି ଖବର ଟି ସତ ତାହେଲେ ପଣ୍ଡିଆଙ୍କ ପତ୍ନୀ ତାଙ୍କ ସମ୍ପତ୍ତିର ୭୦% ନେବେ ହେଲେ ଏ ନେଇ ପାଣ୍ଡିଆ କିଛି ସୂଚନା ପ୍ରଦାନ କରିନାହାନ୍ତି ତେବେ ପାଣ୍ଡିଆ ଓ ନତାସା ଦୀର୍ଘ ସମୟରୁ କୌଣସି ଝଗଡ଼ା ଦେଖିବାକୁ ମିଳିନଥିଲା ହେଲେ ବର୍ତ୍ତମାନ ଛାଡ଼ ପତ୍ର ଖବର ଜୋର୍ ଧରିଛି ।

କିଛି ରିପୋର୍ଟ ଅନୁଯାୟୀ ପଣ୍ଡିଆଙ୍କୁ ସମ୍ପତ୍ତିର ୭୦% ନତାସାଙ୍କୁ ଦେବାକୁ ପଡ଼ିବ ତେବେ ଆପଣଙ୍କୁ କଣ ଲାଗୁଛି କଣ ସତରରେ ତାଙ୍କର ଛାଡ଼ପତ୍ର ହେବାକୁ ଯାଉଛି ନା ଏହା ଏକ ଭୁଲ ଖବର ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ।

Leave a Reply

Your email address will not be published. Required fields are marked *