ପୁଣି କମିଲା ସୁନା (Gold )ଦର ଏବେ ହୋଇଗଲା ଏତେ କମ ଜାଣିଲେ ଆପଣ ଖୁସିରେ ନାଚି ଉଠିବେ

ନମସ୍କାର ବନ୍ଧୁଗଣ ବର୍ତ୍ତମାନ ସୁନା ରୂପା ପ୍ରେମୀ ମାନଙ୍କ ପାଇଁ ଆସୁଛି ବଡ଼ ଖୁସି ଖବର ଆଜି କମିଲା ସୁନା ଦର ତେବେ ଆଜି କମିଲା ସୁନା ଦର ତେବେ ଏହାର ଦର ଜାଣିବାକୁ ଚାହୁଁଥିଲେ ପ୍ରଥମେ ଜାଣନ୍ତୁ ଦାମ ତେବେ ଆଜି ଭାରତୀୟ ବଜାରରେ 24 କ୍ୟାରେଟ ସୁନାର ଦାମ 10 ଗ୍ରାମ ପିଛା 74,500 ଟଙ୍କା ହୋଇଥିବା ବେଳେ 22 କ୍ୟାରେଟ ସୁନା 10 ଗ୍ରାମ ପିଛା 68,290 ଟଙ୍କା ରହିଛି |

ସେହିପରି ଭୁବନେଶ୍ୱରରେ 22 କ୍ୟାରେଟ ସୁନା ଦର 68,290 ଟଙ୍କାରେ ରହିଥିବା ବେଳେ 24 କ୍ୟାରେଟ ସୁନା ଦର 74,500 ଟଙ୍କା ରହିଛି ମୁମ୍ବାଇରେ 22 ଏବଂ 24 କ୍ୟାରେଟ ମୂଲ୍ୟ 68,290 ଟଙ୍କା ଏବଂ 74,500 ଟଙ୍କା ରହିଥିବା ରେକର୍ଡ ହୋଇଥିବା ବେଳେ ନୂଆ ଦିଲ୍ଲୀରେ 68,440 ଟଙ୍କା ଓ 74,450 ଟଙ୍କା ରହିଛି |

ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ 22 କ୍ୟାରେଟ ମୂଲ୍ୟ 68,590 ଟଙ୍କା ଏବଂ 24 କ୍ୟାରେଟ ମୂଲ୍ୟ 74,830 ଟଙ୍କା ରହିଥିବା ନେଇ ରେକର୍ଡ ହୋଇଛି | ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ 68,290 ଟଙ୍କା ଓ 74,500 ଟଙ୍କା ରହିଛି ଅନ୍ୟପଟେ ରୂପା ଦର ବୃଦ୍ଧି ହୋଇ କେଜି ପିଛା 94,500 ଟଙ୍କା ହୋଇଛି |

Leave a Reply

Your email address will not be published. Required fields are marked *