ଓଲିଉଡ଼ ଇଣ୍ଡଷ୍ଟ୍ରିରେ ହିରୋଇନ ମାନଙ୍କ ହ୍ୟାଣ୍ଡସମ ସ୍ୱାମୀ ମାନଙ୍କୁ ଆଗରୁ କେବେ ଦେଖିନଥିବେ ,ସବୁଠୁ ବେଶୀ ସୁନ୍ଦର ଏହି Heroine ଙ୍କ ସ୍ୱାମୀ

ନମସ୍କାର ବନ୍ଧୁଗଣ ଆପଣ ମାନେ ତ ଓଲିଉଡ଼ ଇଣ୍ଡଷ୍ଟ୍ରିର ସବୁ ହିରୋଇନ୍ ମାନଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ ଏବଂ ଏମାନଙ୍କ ସୁନ୍ଦର ଅଭିନୟ ବହୁତ ସାରା ଫିଲ୍ମରେ ନିଶ୍ଚୟ ଦେଖିଥିବେ ତେବେ ବନ୍ଧୁଗଣ ଆପଣ ମାନେ କଣ ଜାଣିଛନ୍ତି ଏହି ସୁନ୍ଦରୀ ହିରୋଇନ୍ ମାନଙ୍କ ରିଏଲ ଲାଇଫ ପାର୍ଟନର ଙ୍କ ବିଷୟରେ ଯଦି ଜାଣି ନାହାଁନ୍ତି ତେବେ ଆସନ୍ତୁ ଜାଣିବା ।

ଏହି ଲିଷ୍ଟର ପ୍ରଥମେ ଆସୁଛନ୍ତି ମାମା ମିଶ୍ର ଯାହାଙ୍କ ସୁନ୍ଦର ଅଭିନୟ ବହୁତ ସାରା ଫିଲ୍ମ ମାଧ୍ୟମରେ ନିଶ୍ଚୟ ଦେଖିବାକୁ ପାଇଥିବେ ତେବେ ମାମା ମିଶ୍ର 2004 ମସିହାରେ ଓଲିଉଡ଼ ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ରଙ୍କୁ ବିବାହ କରିଛନ୍ତି ଏବଂ ବିବାହ ପରଠାରୁ ସେ ସିନେମା ଦୁନିଆ ଠାରୁ ଦୂରେଇ ଯାଇଛନ୍ତ

ଏହା ପରେ ନମ୍ବର 2 ରେ ଆସୁଛନ୍ତି ରଚନା ବାନାର୍ଜୀ ଯିଏ କି ଉଭୟେ ଓଡ଼ିଆ ଏବଂ ବଙ୍ଗଳା ସିନେମା ମାଧ୍ୟମରେ ସୁନ୍ଦର ଅଭିନୟ କରି ଦର୍ଶକ ମାନଙ୍କ ମନରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିଛନ୍ତି ତେବେ ରଚନା 2007 ମସିହାରେ ବିବାହ କରିଥିଲେ ଏବଂ ଇଏ ହେଉଛନ୍ତି ରଚନାଙ୍କ ସ୍ୱାମୀ |

ଏହା ପରେ ନମ୍ବର 3 ରେ ଆସୁଛନ୍ତି ଜ୍ୟୋତି ମିଶ୍ର ତେବେ ଜ୍ୟୋତି ମିଶ୍ର ବହୁତ ସାରା ଫିଲ୍ମ ମାଧ୍ୟମରେ ଜବରଦସ୍ତ ଆକ୍ଟିଙ୍ଗ କରି ବେଶ ଲୋକପ୍ରିୟତା ହାସଲ କରି ପାରିଥିଲେ ସେ ବିବାହ ପରଠାରୁ ଓଲିଉଡ଼ ଇଣ୍ଡଷ୍ଟ୍ରି ଠାରୁ ପୁରା ଦୂରେଇ ଯାଇଛନ୍ତି ଇଏ ହେଉଛନ୍ତି ଜ୍ୟୋତି ମିଶ୍ରଙ୍କ ସ୍ୱାମୀ |

ଏହା ପରେ ଚାରି ନମ୍ବରରେ ଆସୁଛନ୍ତି ଓଲିଉଡ଼ ଇଣ୍ଡଷ୍ଟ୍ରିର ଚୁଲବୁଲ ଅଭିନେତ୍ରୀ ଅର୍ଚ୍ଚିତା ସାହୁ ତେବେ ଅର୍ଚ୍ଚିତା 2021 ମସିହାରେ ହ୍ୟାଣ୍ଡସମ ହିରୋ ବା ସମାଜ ସେଵୀ ସବ୍ୟସଚୀଙ୍କୁ ବିବାହ କରିଥିଲେ |

ଏହା ପରେ ପାଞ୍ଚ ନମ୍ବରରେ ଆସୁଛନ୍ତି ପ୍ରିୟା ଚୌଧୁରୀ ତେବେ ସୁନ୍ଦରୀ ଅଭିନେତ୍ରୀ ପ୍ରିୟାଙ୍କୁ ଆପଣମାନେ ବେଶ ଭଲ ଭାବରେ ଜାଣିଥିବେ ଏବଂ ତାଙ୍କର ସୁନ୍ଦର ଅଭିନୟ ମଧ୍ୟ ,ଆପଣମାନେ ନିଶ୍ଚୟ ଦେଖିବାକୁ ପାଇଥିବେ ତେବେ ଇଏ ହେଉଛନ୍ତି ପ୍ରିୟାଙ୍କ ସ୍ୱାମୀ ଯାହାଙ୍କୁ ଆପଣମାନେ ନିଶ୍ଚୟ ଦେଖିବାକୁ ପାଇଥିବେ |

ଏହା ପରେ ଷଷ୍ଠରେ ଆସୁଛନ୍ତି ଆପଣଙ୍କ ଲୋକପ୍ରିୟ ହିରୋଇନ ଅନୁଚୌଧୁରୀ ତେବେ ଅନୁ 2010 ମସିହାରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ତେବେ ତାଙ୍କ ସ୍ୱାମୀଙ୍କ ନାମ ହେଉଛି ଵିଶାଲ ବର୍ମା

Leave a Reply

Your email address will not be published. Required fields are marked *