Anuchinta: ସାବିତ୍ରୀ ବ୍ରତର ଏହି ସବୁ ନିୟମ ମାନିଲେ ସ୍ଵାମୀଙ୍କ ଆୟୁଷ ବୃଦ୍ଧି ସହିତ ସ୍ତ୍ରୀ ମାନଙ୍କର ମନସ୍କାମନା ପୂର୍ଣ୍ଣ ହୁଏ

ଦର୍ଶକ ବନ୍ଧୁ ଆଜି ଆମେ ଆପଣମାନଙ୍କୁ ଏପରି କିଛି ଅନୁଚିନ୍ତା ବିଷୟରେ କହିବାକୁ ଯାଉଛୁ ଯାହାକୁ ଆପଣ ମାନେ ସାବିତ୍ରୀ ବ୍ରତ ସମୟରେ ମାନିବା ନିହାତି ଆବଶ୍ୟକ ତେବେ ଡେରି ନକରି ଆସନ୍ତୁ ଜାଣିବା ସେହି ଅନୁଚିନ୍ତା ଗୁଡ଼ିକ ବିଷୟରେ।

୧. ସାବିତ୍ରୀ ବ୍ରତ ପାଳନ ବିବାହିତ ମହିଳା ମା ମାନେ କଦାପି କଳା ବସ୍ତ୍ର ରିଧାନ କରିବା ଉଚିତ ନୁହେଁ। କାରଣ କଳା ବସ୍ତୁ ନକାରାତ୍ମକ ଶକ୍ତିର ପ୍ରତୀକ ହୋଇଥାଏ। ଏହାକୁ ସାବିତ୍ରୀ ବ୍ରତ ଭଳି ପବିତ୍ର ଦିନରେ ପରିଧାନ କରିବା ଦ୍ବାରା ସ୍ବାମୀଙ୍କ ଜୀବନ ଉପରେ ସଙ୍କଟ ଆସିଥାଏ।

୨. ସାବିତ୍ରୀ ବ୍ରତକୁ ତିନିଦିନ ପର୍ଯ୍ୟନ୍ତ ନିଷ୍ଠାର ସହିତ ତ ପାଳନ କଲେ ପୂଣ୍ୟ ପ୍ରାପ୍ତ ହୋଇଥାଏ ଓ ସୌଭାଗ୍ୟବତୀ ହୋଇଥାନ୍ତି।ଏହି ଏହି ଦିନ ଆମିଷ ସେବନ କରନ୍ତୁ ନାହିଁ, ନଚେତ ବ୍ରତ ଭାଙ୍ଗି ଯିବ। ତେଣୁ ଆପଣ ନିଷ୍ଠାର ସହିତ ବ୍ରତ ପାଳନ କରନ୍ତୁ।

୩. ସାବିତ୍ରୀ ବ୍ରତ ଠାରୁ ତିନିଦିନ ପର୍ଯ୍ୟନ୍ତ ଶାରୀରିକ ସମ୍ପର୍କ ରଖନ୍ତୁ ନାହିଁ।ନଚେତ ଆପଣଙ୍କୁ ବଡ଼ ସଂକଟର ସାମ୍ନା କରିବାକୁ ପଡ଼ିବ। ତେଣୁ ଏଭଳି ଭୁଲ କେବେବି କରନ୍ତୁ ନାହିଁ।

୪. ସାଧାରଣତଃ ସାବିତ୍ରୀ ବ୍ରତ ପୂଜା ସରିବା ପରେ ମହିଳା ମାନେ କିଛି ଅନ୍ୟ କାର୍ଯ୍ୟ କରିଥାନ୍ତି। କିନ୍ତୁ ବ୍ରତ ପୂଜା ପରେ ମହିଳା ମାନେ କୌଣସି କାର୍ଯ୍ୟ କରିବା ଉଚିତ ନୁହେଁ। ଆପଣ ସେହିଦିନ ବିଶ୍ରାମ କରନ୍ତୁ।

୫. ଯଦି ଆପଣଙ୍କର କୌଣସି ସମ୍ପର୍କୀୟଙ୍କ ମୃତ୍ୟୁ ହୋଇଛି, ତାହେଲେ ଆପଣ ବ୍ରତ କରନ୍ତୁ ନାହିଁ। ନଚେତ ଯଦି ଆପଣଙ୍କ ଘରେ ନବଜାତ ଶିଶୁର ଜନ୍ମ ହୋଇଛି, ତାହେଲେ ମଧ୍ୟ ଆପଣ ସାବିତ୍ରୀ ଓଷା କରନ୍ତୁ ନାହିଁ। ନଚେତ ଆପଣଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡିପାରେ।

୬. ବଟ ସାବିତ୍ରୀ ବ୍ରତରେ କଳା କପଡା ଭୁଲରେ ବି ଧାରଣ କରିବେ ନାହିଁ କାରଣ ଏହି ଦିନ ଶନିଜୟନ୍ତୀ ବି ଅଟେ। ଶନି ମହାରାଜଙ୍କୁ କଳା କପଡା ବିଲକୁଲ ବି ପସନ୍ଦ ନୁହେଁ। ଏମିତିରେ ସୁହାଗିନୀ ମହିଳାଙ୍କ ପାଇଁ କଳା କପଡା ଅଶୁଭ ମାନାଯାଏ ଏହା ସହିତ ଏହି ଦିନ ଧଳା କପଡା ବି ପିନ୍ଧନ୍ତି ନାହିଁ ।

୭. ଏହି ଦିନ ଯଥା ସମ୍ଭବ ସିଙ୍ଗାର ଆଦିର ଦାନ କରନ୍ତୁ। ଏମିତି କଲେ ସ୍ବାମୀଙ୍କ ଉପରେ କେବେବି କଷ୍ଟ ଆସିବ ନାହିଁ। ମା ସାବିତ୍ରୀ ପ୍ରସନ୍ନ ହୋଇଥାନ୍ତି କିନ୍ତୁ ମନେରଖନ୍ତୁ ନିଜର ମେକପ ଜିନିଷ ଦାନ କରିବେ ନାହିଁ। କିଣି କରି ଦାନ କରିବେ। ଯାହାଦ୍ବାରା ଆପଣଙ୍କ ଜନ୍ମ ଜନ୍ମର ପାପ କ୍ଷୟ ହୋଇଥାଏ।

୮. ବଟ ସାବିତ୍ରୀ ବ୍ରତ ରଖୁଥୂବା ମହିଳାଙ୍କୁ ଲୁଣର ସେବନ କରିବା ଉଚିତ ନୁହେଁ।

୯. ଘରେ କୌଣସି ବି ସଦସ୍ୟଙ୍କୁ ମାଛ ମାଂସ ମଦର ସେବନ କରିବା ଉଚିତ ନୁହେଁ। ଏହି ଦିନ ସମ୍ଭଗ କରିବା ଉଚିତ ନୁହେଁ।

୧୦. ଏହି ଦିନ ବେସି ସମୟ ଶୋଇବା ଉଚିତ ନୁହେଁ। ଘୋର ପାପ ଲାଗିଥାଏ। ଏମିତି କଲେ ସ୍ବାମୀଙ୍କ ଆୟୁଷ କମ ହୋଇଥାଏ।

Leave a Reply

Your email address will not be published. Required fields are marked *