ନିଜକୁ ସାହସୀ ଦେଖେଇ ଭାଲୁ ସହ ପଙ୍ଗା ନେଇଗଲା କିନ୍ତୁ ତା ପରେ ଭାଲୁ ଯାହା ହେଲା ଜାଣିଲେ ଆପଣଙ୍କ ହୋସ ଉଡ଼ିଯିବ

ନମସ୍କାର ବନ୍ଧୁଗଣ ପଶୁମାନେ କୌଣସି ସମୟ ବା ପରିସ୍ଥିତିରେ କାହା ଉପରେ ଆକ୍ରମଣ କରି ପାରନ୍ତି ଏବଂ ଏଥିପାଇଁ ବିପୁଳ ଧନ ଜୀବନ କ୍ଷତିଗ୍ରସ୍ତ ହୁଏ କିନ୍ତୁ ଆମର ଏହି ଦୁନିଆରେ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ଏହି ପଶୁମାନଙ୍କ ସହ ପଙ୍ଗା ନେଇ ଯାଆନ୍ତି ଆଜି ଆସନ୍ତୁ ଆମେ ସେମିତି କିଛି ଘଟଣା ଦେଖିବା ଯେଉଁଠି ପଶୁମାନଙ୍କ ସହ ପଙ୍ଗା ନେବା ଏହି ଲୋକମାନଙ୍କୁ ନର୍କ ଦେଖାଇ ଦେଲା।

ବାର୍ଡ ମାଇକ୍ରେଶନ ଦେଖିବାକୁ ବୋହୁତ ଭଲ ଲାଗେ କିନ୍ତୁ କଣ ହେବ ଯଦି ହଜାର ହଜାର ବାର୍ଡ ମାଇକ୍ରେଶନ ପକ୍ଷୀ ଏକାଥରେ ଆପଣଙ୍କ ଉପରେ ଆକ୍ରମଣ କରିଦେବେ ପୂର୍ବ ବର୍ଷ ଆମେରିକାର କାଲିଫୋନିଆରେ ଗୋଟିଏ ଲୋକ ନିଜ ଘର ପାଖରେ କିଛି ଚଢ଼େଇଙ୍କ ଉପରକୁ ଟେକା ମାରି ଦେଇଥିଲା କିନ୍ତୁ ଏହାପରେ ଯାହା ଘଟିଲା ତାହା ସ୍ୱପ୍ନରେ ସୁଧା ସେ ଭାବିନଥିଲା ଶହ ଶହ ପକ୍ଷୀ ସେହି ଲୋକର ଛାତ ଉପରେ ଥିବା ଚିମିନି ଦେଇ ଘର ଭିତରକୁ ପଡ଼ିଗଲେ ଏବଂ ଘର ସାରା ବ୍ୟାପି ଲୋକଟିର ପରିବାର ଲୋକମାନଙ୍କୁ ବୋହୁତ ଡରେଇ ଦେଲେ।

ସେପ୍ଟେମ୍ବର ୨୦୧୯ ରେ ଚର୍ଚୁଙ୍ଗସାହା ସହରରେ ଗୋଟିଏ ବୃଦ୍ଧ ଲୋକଙ୍କୁ ନିଜ ଫାର୍ମ ହାଉସରେ ସପର ଗର୍ଜନ ଭଳି ଶବ୍ଦ ଶୁଣାଗଲା ଏହି ଶବ୍ଦ ଶୁଣି ବିଚାର ବୁଢ଼ାଲୋକ ବୋହୁତ ଡରିଗଲା ଏବଂ ସ୍ନେକ୍ ରେସ୍କ୍ୟୁ ଟିମକୁ କଲ୍ କରିଲା ରେସ୍କ୍ୟୁ ଟିମ ଯେତେବେଳେ ଘର ଭିତର କାନ୍ଥକୁ ଚେକ୍ କରନ୍ତି ତ ତାଙ୍କୁ ତା ଭିତରୁ ଏକ ୧୫ ଫୁଟ୍ ଲମ୍ବା ବିଶାଳ ଅଜଗର ସାପ ମିଳିଗଲା ସାପଟି ବୋଧେ ବୁଢ଼ାଟିକୁ ଶିକାର କରିବାକୁ ଚାଲି ଆସିଥିଲା।

ଜୁନ ୨୦୧୯ ରେ ଆମେରିକାର ଟେନିସରେ ଏହି ହୋସ ଉଡ଼ାଇ ଦେଲା ଭଳି ଘଟଣା ଦେଖିବାକୁ ମିଳିଲା ଏଠାରେ ନିଜ ଘର ପାଖ ପାର୍କରେ ଗୋଟିଏ କପୁଲ ଶୀତ ଦିନରେ ଶୋଇ ଖରାର ମଜା ନେଉଥିଲେ କିନ୍ତୁ ସେମାନେ ଜାଣିନଥିଲେ ତାଙ୍କ ପଛପଟେ ରାଟେଲ ସ୍ନେକ୍ ପ୍ରଜାତିର ଏକ ବିଷଧର ସାପ ଆସି ପହଞ୍ଚି ଯାଇଛି କିନ୍ତୁ ସେମାନଙ୍କ ଭାଗ୍ୟ ଭଲ ଥିଲା ଯେ ସେହି ସମୟରେ ସେଠାରେ ଯାଉଥିବା ଏକ ପୋଲିସର ନଜର ତାଙ୍କ ଉପରେ ପଡ଼ିଗଲା ଆଉ ପୋଲିସ୍ ସେମାନଙ୍କୁ ମଲା ଭଳି ପଡ଼ି ରହିବାକୁ କହିଲା ଯେତେବେଳେ ସାପ ନିଜର ଦିଗ ପରିବର୍ତ୍ତନ କଲା ପୋଲିସ ସେମାନଙ୍କୁ ଜଲ୍ଦୀ ଉଠି ଆସିବା ପାଇଁ କହିଲା।

ମେ ୨୦୨୦ ରେ ତେଲେଙ୍ଗାନାର ନାଲଗୋଣ୍ଡାରେ ଏକ ଗାଁରେ ଗୋଟିଏ ଚିତାବାଘ ପଶିଗଲା ଚିତାବାଘକୁ ଧରିବା ପାଇଁ ହାଇଦ୍ରାବାଦରୁ ଏକ ରେଷ୍କ୍ୟୁ ଟିମକୁ ଅଣାଗଲା କିନ୍ତୁ ଚିତାକୁ ଧରିବା ସମୟରେ ସେ ଦୁଇଜଣଙ୍କ ଉପରେ ଆକ୍ରମଣ କରୁଦେଲା କିନ୍ତୁ ସେଦିନ ଉଦ୍ଧାରକାରୀ ଦଳର ଭାଗ୍ୟ ଭଲ ଥିଲା ଯେ ଚିତା ଆକ୍ରମଣ ଯୋଗୁଁ ଦୁଇଜଣ ମାମୁଲି ଆହତ ହେଲେ ଏବଂ ଏହାପରେ ସମସ୍ତେ ଚେଷ୍ଟା କରି ଚିତାକୁ ଧରି ଭ୍ୟାନରେ ପୁରାଇ ଦେଲେ।

ଏପ୍ରିଲ ୨୦୧୮ ଇଂଲଣ୍ଡର ବରଙ୍ଗହମ୍ ସହରରେ ଗୋଟିଏ ପରିବାର ସଫାରୀ ପାର୍କ ବୁଲି ବିଭିନ୍ନ ପଶୁଙ୍କୁ ଦେଖୁଥିଲେ ଏହି ସମୟରେ ଗୋଟିଏ ଜିରଫ ଖାଦ୍ୟ ଆଶାରେ ସେମାନଙ୍କ କାରରେ ମୁଁହ ପୁରେଇ ଦେଲା କିନ୍ତୁ ମହିଳା ଜଣଙ୍କ କାରର କାଚ ବନ୍ଦ୍ କରିବାକୁ ଚେଷ୍ଟା କଲେ ହେଲେ ସେ ଜାଣି ନଥିଲେ ଜିରଫର ବେକ କେତେ ଷ୍ଟ୍ରଙ୍ଗ ହୋଇଥାଏ ଜିରଫ ଟିକେ ବେକ ହଲାଇବା କ୍ଷଣି କାରର କାଚ ଭାଙ୍ଗିଗଲା।

ଫେବୃୟାରୀ ୨୦୧୬ ରେ ଅଷ୍ଟ୍ରେଲିଆର ୱେନ ଲ୍ୟାଣ୍ଡବୁରେ ନାମକ ଜଣେ ସ୍କେୟର ଏବଂ ତାଙ୍କ ଟିମ୍ ଜମ୍ମୁ କାଶ୍ମୀରର ଗୁଲ୍ମାର୍ଗରେ ବରଫପାତ ପରେ ସ୍କିଂର ମଜା ନେଉଥିଲେ ଆଉ ହଠାତ୍ ତାଙ୍କର ସାମ୍ନା ଏକ ଧଳା ଚିତାବାଘ ସହ ହୋଇଗଲା ୱେନଙ୍କ ଭାଗ୍ୟ ଭଲ ଥିଲା ଯେ ସେ ଚିତାକୁ ଦେଖି ରହିଗଲେ ନହେଲେ ଯଦି ସେ ଚିତା ପାଖକୁ ଚାଲି ଯାଇଥାନ୍ତେ ତ ସେଦିନ ତାଙ୍କୁ ଭଗଵାନ ବି ବଞ୍ଚେଇ ପାରିନଥାନ୍ତେ।

Leave a Reply

Your email address will not be published. Required fields are marked *