ମାଟ୍ରିକ ଛାତ୍ର ଛାତ୍ରୀଙ୍କ ପାଇଁ ଆସିଲା ବଡ଼ ଖବର ,ଏହି ଦିନ ପ୍ରକାଶ ପାଇବ ଦଶମ ଶ୍ରେଣୀ ପିଲାଙ୍କ ଫଳାଫଳ ,Student ମାନେ ଶୀଘ୍ର ଦେଖନ୍ତ

ଦର୍ଶକବନ୍ଧୁ ଏବେ ବହୁତ ସାରା ଲୋକେ କମେଣ୍ଟ କରୁଛନ୍ତି ଯେ ସରକାର ଯୁକ୍ତ ପରୀକ୍ଷା ଫଳ ଘୋଷଣା କଲେ ହେଲେ ଆମ ମାଟ୍ରିକ ରେଜଲ୍ଟ କେବେ ବାହାରିବ ବର୍ତ୍ତମାନ ଏହି ଦଶମ ରେଜଲ୍ଟକୁ ନେଇ ଆର୍ଟିକଲ ଆସି ସାରିଛି ଆଜି ସକାଳେ ଏହି ମାଟ୍ରିକ ପିଲାଙ୍କ ପରୀକ୍ଷା ରେଜଲ୍ଟକୁ ନେଇ ବହୁତ ବଡ଼ ଚର୍ଚ୍ଚା ଚାଲି ଥିଲା ତ ଏବେ କଣ ନୂଆ ଅପଡେଟ ଆସିଛି ତେବେ ଆଜିର ବିଷୟରେ ଆମେ ଆପଣଙ୍କୁ ଦେବାକୁ ଯାଉଛୁ ଜାଣିବା ପାଇଁ ବିଷୟଟିକୁ ଶେଷ ଯାଏ ଦେଖନ୍ତୁ |

ବର୍ତ୍ତମାନ ଜାଣିଥିବେ ଯୁକ୍ତ ଦୁଇ ପିଲାଙ୍କ ପରୀକ୍ଷା ଫଳାଫଳର ଏକ ଫାଇନାଲ ଡେଟ ଆସିଯାଇଛି ବହୁତ ସାରା ନିୟୁଜ ମଧ୍ୟ ଘୋଷଣା କରି ସାରିଛନ୍ତି | ବହୁତ ସାରା ଛାତ୍ର ଛାତ୍ରୀ ମାନେ କମେଣ୍ଟ କରୁଛନ୍ତି ଭାଇ ଦଶମ ରେଜଲ୍ଟ କେବେ ବାହାରିବ ତାହାର ଡେଟ ଆମକୁ ଜଣାନ୍ତୁ | ଆଜି ସକାଳେ ବୋର୍ଡ ପକ୍ଷରୁ ଆଲୋଚନା ଚାଲିଥିଲା ଯେ ନିର୍ବାଚନ ପକ୍ଷରୁ ବନ୍ଧା ପଡ଼ିଛି କି ଲକ୍ଷ ଲକ୍ଷ ମାଟ୍ରିକ ପରୀକ୍ଷାର୍ଥୀଙ୍କ ଭାଗ୍ୟ ମେ ମାସ ସରିବାକୁ ମଝିରେ ଆଉ ନଅ ଦିନ ଥିଲେ ବି କାହିଁକି ବାହାରୁନି ମାଟ୍ରିକ ରେଜଲ୍ଟ |

CBSE ଏବଂ ICSE ର ଦଶମ ରେଜଲ୍ଟ ବାହାରିବାର ସପ୍ତାହ ହୋଇଗଲାଣି କେବେ BSE ପିଲାଙ୍କ ରେଜଲ୍ଟ ପ୍ରକାଶ ପାଇବ ଯାହାକି ଆଗରୁ ଆପଣ ଅପଡେଟ ଆସିଥିଲା ଜାଣିଥିବେ କୁହା ଯାଇଥିଲା ଖାତା ଦେଖାର 45 ଦିନ ଭିତରେ ରେଜଲ୍ଟ ପ୍ରକାଶ ପାଇବ ବୋଲି କିନ୍ତୁ ଦୁଇ ମାସ ହୋଇଗଲାଣି କୌଣସି ଏକ ସଠିକ ତାରିକ ଆସି ପାରୁ ନାହିଁ |

ଯାହାକି ସମସ୍ତଙ୍କ ମନରେ ଇଲେକ୍ସନ ପାଇଁ ରେଜଲ୍ଟକୁ ଘୁଞ୍ଚା ଯାଉଛି କି ଏବେ ବୋର୍ଡ ନିଜେ ଘୋଷଣା କରିଛି ଏହି ମେ ଶେଷ ସପ୍ତାହରେ ରେଜଲ୍ଟ ପାଇବ ଆଉ କେଉଁ ତାରିକରେ ବାହାରିବ ଆପଣ ଖୁବ ଶୀଘ୍ର ଜାଣିବାକୁ ପାଇଯିବେ ଯଦି ସେମିତି ଡେଟକୁ ନେଇ କୌଣସି ଅପଡେଟ ଆସେ ଆମେ ଆପଣଙ୍କୁ ନିଶ୍ଚୟ ଜଣାଇବୁ |

Leave a Reply

Your email address will not be published. Required fields are marked *