ପୁଣି ଥରେ ପ୍ରଚାର କରୁ କରୁ ମୁହାଁ ମୁହିଁ ହେଲେ ବର୍ଷା ଅନୁଭବ ପୁଣି ଥରେ ଆସିଲା ଏକ ବହୁତ ବଡ଼ ଖବର ପୁଣି ଥରେ ସାମ୍ନା ସାମ୍ନୀ ହୋଇଛନ୍ତି ବର୍ଷା ଅନୁଭବ ପ୍ରଶ୍ନ ଉଠୁଛି ସେମାନେ ସାମ୍ନା ସମ୍ନୀ ହେଲା ପରେ ସେଠାରେ କଣ ଘଟିଲା ଯେଉଁଠି ପୁଣି ଥରେ ନିଜ ନିଜଠାରୁ ମୁହଁ ଫେରାଇ ନେଲେ ସେଠାରେ ଏକ ମାହଲ ସୃଷ୍ଟି ହୋଇଥିଲା ସବୁ କିଛି ଟିକିନିକ ଅପଡେଟ କଣ ରହିଛି ଆସନ୍ତୁ ଜାଣିବା ।
ବନ୍ଧୁଗଣ ଆପଣ ମାନେ ତ ବର୍ଷା ଅନୁଭବଙ୍କ ଜୋଡ଼ି ବିଷୟରେ ବେଶ୍ ଭଲ ଭାବରେ ଜାଣିଥିବେ ଯେ କିଭଳି ପରସ୍ପର ଭିତରେ ଏବେ ତିକ୍ତତା ଲାଗି ରହିଛି । ଏପଟେ ବର୍ଷା ପ୍ରିୟଦର୍ଶିନୀ ଇଲେକ୍ସନ ପାଇଁ ବିଜେଡି ପ୍ରାର୍ଥୀ ଉପରେ ଠିଆ ହୋଇଥିବା ବେଳେ ଏପଟେ ଷ୍ଟାର ପ୍ରଚାରକ ଭାବରେ ପ୍ରଚାର କରୁଛନ୍ତି ଆପଣଙ୍କ ଅତିପ୍ରିୟ ଅନୁଭବ ମହାନ୍ତି ।
ଏବେ ପ୍ରଶ୍ନ ଉଠୁଛି ଯେ ସେମାନେ ପୁଣି ହୋଇଛନ୍ତି ସାମ୍ନା ସମ୍ନି ତେବେ ପରଷ୍ପର ଦେଖା ହେବା ପରେ କଣ ଘଟିଥିଲା ପ୍ରଚାର ସମୟରେ ଦୁହେଁ ମୁହାଁ ମୁହିଁ ହୋଇଥିଲେ ସତ କିନ୍ତୁପରସ୍ପର ମଧ୍ୟରେ କେହି କାହାକୁ କିଛି କହି ନଥିଲେ
ଦୁହେଁ ମୁଁହ ଫେରାଇ ଆଣିଥିଲେ କେହି କାହାକୁ ପଦୁଟିଏ କଥା କହିନଥିଲେ । ଦୁହେଁ ଅଛନ୍ତି ବିପରୀତ ଦଳରେ ସେଥିପାଇଁ ଦୁହେଁ ପରଷ୍ପର ଦଳ ପାଇଁ ଲଢେଇ କରୁଛନ୍ତି ଦୁହେଁ ଏବେ ପ୍ରଚାର ରେ ଜୋର ମାତି ଛନ୍ତି