Ration କାର୍ଡ ଧାରୀ ମାନଙ୍କ ପାଇଁ ଆସିଲା ଗୁରୁତ୍ୱପୂର୍ଣ୍ଣ ଖବର ,ଏହି ଭୁଲ ପାଇଁ କଟି ପାରେ ଆପଣଙ୍କ ରାସନ ହିତାଧିକାରୀ ମାନେ ଶୀଘ୍ର ଦେଖନ୍ତୁ

ନମସ୍କାର ବନ୍ଧୁଗଣ ଏବେ ଏବେ ରାସନ କାର୍ଡ ପାଇଁ ଆସିଲା ବହୁତ ବଡ଼ ଅପଡେଟ ବହୁତ ଜଣଙ୍କ ନାଁ କଟିବାକୁ ଯାଉଛି ରାସନ କାର୍ଡରେ କଣ ଆସିଛି ଅପଡେଟ ଆଜିର ବିଷୟରେ ସମ୍ପୂର୍ଣ୍ଣ ଅପଡେଟ ଆମେ ଆପଣଙ୍କୁ ଦେବାକୁ ଯାଉଛୁ ଜାଣିବା ପାଇଁ ବିଷୟଟିକୁ ଶେଷ ଯାଏ ଦେଖନ୍ତୁ ଯଦି ଆପଣ ଜଣେ ରାସନ କାର୍ଡ ଧାରୀ ତେବେ ଆଜିର ବିଷୟଟି ଆପଣଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ରହିବ କାରଣ ସରକାର ଦେଲେ ଏବେ ଏକ ବହୁତ ବଡ଼ ସୂଚନା ଯଦି ଆପଣ ଜଣେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାର ହିତାଧିକାରୀ ତେବେ ଏହି ଖବରଟି ଆପଣଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ |

କାରଣ ବିଭାଗ ଏପରି ରାସନ ଧାରୀଙ୍କ ଡାଟା ବର୍ତ୍ତମାନ ପ୍ରସ୍ତୁତ କରିବାକୁ ଯାଉଛନ୍ତି ଯେଉଁ ମାନେ ରାସନ କାର୍ଡ ପାଇଁ ଯୋଗ୍ୟ ନୁହଁନ୍ତି | ବିଭାଗ ଗତ ପାଞ୍ଚ ବର୍ଷ ଭିତରେ କୋଟି କୋଟି ଅଯୋଗ୍ୟ ରାସନ ହିତାଧିକାରୀଙ୍କ ଲିଷ୍ଟ ପ୍ରସ୍ତୁତ କରିଛନ୍ତି ବର୍ତ୍ତମାନ ବିଭାଗ ଏବେ କିଛି ରାସନ କାର୍ଡ ଧାରୀଙ୍କ ନାଁ କାଟିବାକୁ ଯାଉଛନ୍ତି |

ବିଭାଗୀୟ ଅଧିକାରୀ ମାନେ ଜଣାଇଛନ୍ତି ଯେ ଯେଉଁ ମାନେ ରାସନ କାର୍ଡ ପାଇଁ ଯୋଗ୍ୟ ନୁହଁନ୍ତି ସେମାନଙ୍କ ନାଁ ରାସନ କାର୍ଡରୁ ଉଲଙ୍ଘନ ହେବାକୁ ଯାଉଛି ଯେଉଁ ମାନେ ପ୍ରକୃତରେ ମାଗଣା ରାସନ ପାଇବାକୁ ଯୋଗ୍ୟ ସେହି ମାନଙ୍କ ନାମ କେବଳ ରାସନ କାର୍ଡରେ ରହିବାକୁ ଯାଉଛି |

ତେଣୁ ଏକ ତାଲିକା ପ୍ରସ୍ତୁତ ହେବା ପରେ ବର୍ତ୍ତମାନ ନକଲି ରାସନ କାର୍ଡ ଧାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି | ସୂଚନାରୁ ଜଣା ପଡ଼ିଛି 2020 ରୁ 2024 ମଧ୍ୟରେ ବହୁତ ସାରା ନକଲି ହିତାଧିକାରୀଙ୍କ ନାମ ମଧ୍ୟ ସାମ୍ନାକୁ ଆସିଛି |

ଯେଉଁ ମାନେ ରାସନ କାର୍ଡ ପାଇବା ପାଇଁ ଯୋଗ୍ୟ ନୁହଁନ୍ତି ଯଦି ଆପଣ ଜଣେ ଅଯୋଗ୍ୟ ହିତାଧିକାରୀ ହୋଇଥିବେ ତେବେ ଆପଣ ନିଜେ ଆପଣଙ୍କ ନାଁ ରାସନ କାର୍ଡରୁ କାଟି ନିଅନ୍ତୁ ପରେ ଜାଞ୍ଜ ହେଲା ପରେ ଆପଣ ଅଯୋଗ୍ୟ ବୋଲି ଚିହ୍ନଟ ହେଉଛନ୍ତି ତେବେ ଆପଣନ୍କ ରାସନ କାର୍ଡକୁ ବନ୍ଦ କରି ଦିଆଯିବ

Leave a Reply

Your email address will not be published. Required fields are marked *