Vastu Tips : ସକାଳୁ ଉଠିବାପରେ ଦେଖନ୍ତୁନି ଏହି ୫ଟି ଜିନିଷ ସର୍ବନାଶ ହୋଇଯିବ ଆପଣଙ୍କର ଖୁବ କମ ଦିନରେ ଦାଣ୍ଡର ଭିକାରି

ନମସ୍କାର ବନ୍ଧୁଗଣ ସକାଳୁ ଉଠି କରି ଭୁଲ ରେ ମଧ୍ୟ ଦେଖନ୍ତୁ ନାହିଁ ଏହି।ପାଞ୍ଚୋଟି ଜିନିଷ ଭୟଙ୍କର କଥା ପ୍ରତ୍ୟେକ ଲୋକ ମାନଙ୍କ ପ୍ରତ୍ୟେକ ଲୋକ ମାନଙ୍କ ପାଇଁ ପ୍ରତ୍ୟେକ ସକାଳ ଆରମ୍ଭ ଏକ ନୂଆ ଆଶା କୁ ନେଇ ହୋଇଥାଏ । ଏବଂ ଉତ୍ସାହ ଭରି ରହିଥାଏ ଶାସ୍ତ୍ରରେ ଏଭଳି କୁହାଯାଇଛି ଯେ ସକାଳର ଶାସ୍ତ୍ରରେ ଏଭଳି କୁହାଯାଇଛି ଯେ ସକାଳର ଆରମ୍ଭ ଯଦି ଠିକ୍ ରୂପରେ ହୋଇଥାଏ ତେବେ ପୁରା ଦିନ ସୁଖ ଶାନ୍ତିରେ ବିତି ଥାଏ । ସକାଳର ଆରମ୍ଭ କିଛି ଅଶୁଭ ଜିନିଷ ରୁ ଦର୍ଶନ ହୋଇଯାଏ ତେବେ ପୁରା ଦିନ ଦୁଃଖରେ କଟିଥାଏ ଯାହା ଦ୍ଵାରା ଆପଣ କେବେ ମଧ୍ୟ ଉନ୍ନତି କରି ପାରନ୍ତି ନାହିଁ । ତେବେ ଆସନ୍ତୁ ଜାଣିବା ସକାଳୁ ଉଠିଲା ପରେ କେଉଁ ପାଞ୍ଚୋଟି ଜିନିଷ ଦେଖିବା ଦ୍ଵାରା ଜୀବନରେ କେବେବି ହୋଇନଥାଏ ସେଥିପାଇଁ ବିଷୟ ଟିକୁ ନିଶ୍ଚିତ ଶେଷ ଯାଏ ଦେଖନ୍ତୁ ।

ନମ୍ବର ୧ ଚରିତ୍ର ହୀନ ମହିଳା ମାନଙ୍କ ମୁହଁ ସକାଳୁ ଉଠି ଚରିତ୍ର ହୀନ ମହିଳା ମାନଙ୍କ ମୁହଁ କେବେ ମଧ୍ୟ ଦେଖିବା ଉଚିତ୍ ନୁହେଁ କୁହାଯାଏ ଯେ ଏଭଳି ମହିଳା ମାନଙ୍କ ମୁହଁ ଦେଖିଲେ ପୁରା ଦିନଟି ଆପଣଙ୍କର ବର୍ବାଦ ହୋଇଯାଏ । ତେଣୁ ଆପଣ ଏମାନଙ୍କ ଠାରୁ ବଞ୍ଚିକି ରୁହନ୍ତୁ ଯଦି ସମ୍ଭବ ସକାଳୁ ଉଠି ମା ବାପା ଏବଂ ଭଗବାନ୍ ଙ୍କ ଦର୍ଶନ କରନ୍ତୁ। ଯାହା ଦ୍ଵାରା ଆପଣଙ୍କ ଦିନ ସୁଖ ଶାନ୍ତିରେ କଟିବ ଏବଂ ସବୁ କାର୍ଯ୍ୟରେ ମଧ୍ୟ ସଫଳତା ମିଳିବ ।

ନମ୍ବର ୨ ସକାଳୁ ଉଠି ପ୍ରଥମେ ଆଇନା ଦେଖିବା ଉଚିତ ନୁହେଁ ବିଜ୍ଞାନ ଏବଂ ବାସ୍ତୁ ଶାସ୍ତ୍ର କହିବା ଅନୁସାରେ ସକାଳୁ ଉଠି ଆଇନା କିମ୍ବା ଭଙ୍ଗା କାଚକୁ ଦେଖିବା ଉଚିତ ହୋଇନଥାଏ ସକାଳୁ ଉଠି ମୁହଁ ନ ଧୋଇ ଆଇନା ଦେଖନ୍ତି ଏହା ଦ୍ଵାରା ଆପଣ କାଙ୍ଗାଳ ହୋଇଯାଆନ୍ତି ଯଦି ଆଇନା ଦେଖାଯାଏ ଏହା ଦ୍ଵାରା ଆପଣ କାଙ୍ଗାଳ ହୋଇ ଯାଇ ପାରନ୍ତି । କାରଣ ଦିନର ଆରମ୍ଭରେ ଆଇନାରେ ନକରାତ୍ମକ ଉର୍ଜା ବହୁତ ରହିଥାଏ ।

ନମ୍ବର ୩ ଓଲଟା ଚପଲ ସକାଳୁ ଉଠି ଓଲଟା ଚପଲ ବୁଢିଆଣୀ ଜାଲ କିମ୍ବା କୌଣସି ଧାରୁଆ ଜିନିଷ ଦେଖିବା ଉଚିତ୍ ନୁହେଁ କାରଣ ଏହି ଗୁଡ଼ିକ ଦେଖିବା ଦ୍ଵାରା ଆପଣଙ୍କ ସ୍ବାସ୍ଥ୍ୟ ଖରାପ ହୋଇଥାଏ ଏବଂ ପୁରା ଦିନ ଆଶାନ୍ତି ରେ କଟିଥାଏ ।

ନମ୍ବର ୪ ଅଇଁଠା ବାସନ ସକାଳୁ ଉଠି କରି ଅଇଁଠା ବାସନ ଖାଲି ବାଲ୍ଟି ଏବଂ ଅନ୍ୟ କୌଣସି ଖାଲି ଥିବା ପାତ୍ର ଦେଖିବା ଉଚିତ୍ ନୁହେଁ ଯଦି ଆପଣ ଏହି ସବୁ ଦେଖିବେ ଆପଣଙ୍କ ସବୁ କାର୍ଯ୍ୟରେ ବାଧା ଆସିଥାଏ ।

ନମ୍ବର ୫ କଳି ଝଗଡ଼ା ସକାଳୁ ଉଠି କୌଣସି କଳି ଝଗଡ଼ା ହେଉଥିବା ଦୃଶ୍ୟକୁ ଦେଖିବା ଉଚିତ ନୁହେଁ କାରଣ କଳି ଝଗଡ଼ା ଦେଖିବା ଦ୍ଵାରା ଘରେ ଦାରିଦ୍ର୍ୟତା ବଢ଼ିଥାଏ ତେଣୁ ଆପଣ ସକାଳୁ ଉଠି ବାପା ମା ଏବଂ ଭଗବାନ୍ ଙ୍କ ଦର୍ଶନ କରନ୍ତୁ ଦେଖିବେ ଆପଣଙ୍କୁ ନିଶ୍ଚିତ ସଫଳତା ମିଳିବ

Leave a Reply

Your email address will not be published. Required fields are marked *