କିଷାନ ଯୋଜନାକୁ ନେଇ ଆସିଲା ବଡ଼ ଖୁସିର ଖବର ,ଏହି ତାରିକରେ ମିଳିବ ଚାଷୀଙ୍କୁ ଆଗାମୀ କିସ୍ତି ,ଶୀଘ୍ର କରନ୍ତୁ ଏହି କାମ ନଚେତ ଲିଷ୍ଟ ରୁ କଟିବ ନାମ

ନମସ୍କାର ବନ୍ଧୁଗଣ ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ଆସିଲା ବହୁତ ବଡ଼ ଖୁସି ଖବର ଏହି ତାରିକରେ ଆପଣଙ୍କୁ ମିଳିବାକୁ ଯାଉଛି ପ୍ରଧାନମନ୍ତ୍ରୀ କିଷାନ ଯୋଜନାର 17 ତମ କିସ୍ତି ର ଟଙ୍କା ଏହା ପୂର୍ବରୁ ସରକାର ଜାରି କଲେ ଆଉ କିଛି ନୂଆ ଲିଷ୍ଟ ତେବେ ଲିଷ୍ଟରେ ଯେଉଁ ମାନଙ୍କ ନାମ ଥିବ ସେମାନେ ମଧ୍ୟ ଆଗାମୀ ଆସିବାକୁ ଥିବା 17 ତମ କିସ୍ତିର 2,000 ଟଙ୍କା ପାଇପାରିବେ ଏନେଇ ସରକାରଙ୍କ ତରଫରୁ ଜାରି ହେଲା ବଡ଼ ଘୋଷଣା |

ଆପଣ ପ୍ରଥମ ଚାହିଁଲେ PM kisan .gov .in ୱେବସାଇଟ ଓପନ କରିପାରିବେ ଆପଣ ଯଦି ନୂଆ ଆବେଦନ କରିବାକୁ ଚାହୁଁଛନ୍ତି ଏଥିରେ ନୂତନ ଆବେଦନ ମଧ୍ୟ କରିପାରିବେ | ଯାହା ଫଳରେ ଆପଣ ଆସିବାକୁ ଥିବା ଆଗାମୀ 17 ତମ କିସ୍ତିର ଟଙ୍କା ପାଇପାରିବେ |

ଏହାର 16 ତମ କିସ୍ତିର ଟଙ୍କା 28 ଫେବୃଆରୀରେ ଆସିଥିଲା ତେବେ ପ୍ରତି ଚାରି ମାସରେ ଥରେ ବର୍ଷକୁ ତିନୋଟି କିସ୍ତିରେ 6,000 ଟଙ୍କା ଆସିଥାଏ | ତେବେ 16 ତମ କିସ୍ତି ଫେବୃଆରୀରେ ଆସିଥିବା ବେଳେ ଏବେ 17 ତମ କିସ୍ତିର ଟଙ୍କା ଜୁନ ମାସ ପ୍ରଥମ ସପ୍ତାହରେ ଆସିବାକୁ ଯାଉଛି

ହେଲେ ପିଏମ କିଷାନ ଯୋଜନାରେ E -KYC ମାଣ୍ଡେଟୋରି ଆପଣ ଯଦି E -KYC କରି ନାହାଁନ୍ତି ତେବେ ତୁରନ୍ତ କରାଇ ଦିଅନ୍ତୁ ଆପଣ ଯଦି ନିଜ ନାମ ଦେଖିବାକୁ ଚାହୁଁଛନ୍ତି ପିଏମ କିସାନ ଲିଷ୍ଟରେ ଯାଇ ବେନୀଫେସିଆରି ଲିଷ୍ଟ ଉପରେ କ୍ଲିକ କରି ନିଜ ନାମ ଅଛି କି ନାହିଁ ଦେଖିପାରିବେ |

Leave a Reply

Your email address will not be published. Required fields are marked *