Malika Bachana: ପୁରୀ ଶ୍ରୀ ମନ୍ଦିରରେ କାହିଁକି ପୂଜା ପାଉଛି କାଳିଆ କୁକୁର ,ପ୍ରକୃତ ରହସ୍ୟ ଜାଣିଲେ ଆପଣଙ୍କ ଲୋମ ଟାଙ୍କୁରୀ ଉଠିବ

ନମସ୍କାର ବନ୍ଧୁଗଣ ପୁରୀ ଶ୍ରୀମନ୍ଦିର ରେ ପୂଜା ପାଇଥାଏ କାଳିଆ ଠାକୁର କଣ ଆପଣ ଜାଣିଛନ୍ତି ଶ୍ରୀ ମନ୍ଦିର ରେ କାହିଁକି ପୂଜା ପାଇଥାଏ କାଳିଆ କୁକୁର ଏହି କୁକୁର ପୂଜା ନପାଇଲେ ଉପବାସ ରୁହନ୍ତି ଠାକୁର ପୂର୍ବ କାଳରେ କୁକୁର ଯଦି କୌଣସି ମନ୍ଦିର କିମ୍ବା ତୀର୍ଥ ସ୍ଥାନରେ ପଶୁ ଥିଲା ସେହି ତୀର୍ଥ ସ୍ଥାନକୁ ଭଲ ଭାବରେ ପରିଷ୍କାର କରିବାକୁ ପଡ଼ୁଥିଲା । ବନ୍ଧୁଗଣ ଶୁଣିକି ଆଶ୍ଚର୍ୟ୍ଯ ହେବେ ଯେ ଅଛୁଆଁ ମନ ଯାଉଥିବା କୁକୁର ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିରରେ ପୂଜା ପାଇଥାଏ ଏକଥା ଆପଣଙ୍କୁ ବିଶ୍ୱାସ ନହେଲେ ମଧ୍ୟ ସତ ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ ଜଗତର ନାଥ ଜଗନ୍ନାଥ ମନ୍ଦିରରେ କାହିଁକି ପୂଜା ପାଉଛି କୁକୁର ।

ଘଟଣାଟି ହେଉଛି ସେହି ସମୟର ଯେତେବେଳେ ପୁରୀ ଶ୍ରୀମନ୍ଦିର ପ୍ରତିଷ୍ଠା ହେବାର ଥିଲା ରାଜା ଇନ୍ଦ୍ର ଦ୍ୟେମ୍ନଙ୍କ ଅନୁରୋଧ ରକ୍ଷା କରି ବ୍ରହ୍ମ ଦେବ ମନ୍ଦିର ପ୍ରତିଷ୍ଠା ପାଇଁ ଆସିଥିଲେ । ସେ ମୁକ୍ତି ମଣ୍ଡପ ଠାରେ ଭରତଦ୍ୱାଜ ମୁନି ଏବଂ ଅନେକ ମୁନି ଋଷିଙ୍କ ସହିତ ବସି ଥାଆନ୍ତି ସମସ୍ତେ ଜଗତର ନାଥ ଜଗନ୍ନାଥଙ୍କ ଶ୍ରୁତି ପାଠ କରୁଥାଆନ୍ତି ବେଦ ମନ୍ତ୍ର ଧୋନିରେ ଉଛୁଳି ପଡୁଥାଏ ଶ୍ରୀ ମନ୍ଦିର ଆଉ ଠିକ୍ ସେହି ସମୟରେ ବାହାରେ ଏକ କୁକୁର ଭୁକିବାର ଶବ୍ଦ ଶୁଣା ଗଲା କୁ

କୁର ଟି ଜୋରରେ ଭୁକିବାରୁ ବେଦ ପୁରାଣରେ ବାଧା ପ୍ରାପ୍ତ ହୋଇଥିଲା ବ୍ରହ୍ମ ଦେବ ଶିତାଳିକୁ କହିଲେ ଯାଇ ଦେଖ ବାହାରେ କୁକୁର କାହିଁକି ଭୁକୁଛି ଶିତାଳି ଯାଇ କୁକୁର କୁ ପଚାରିଲେ ଆଜି ଭଳି ପବିତ୍ର ଦିନରେ କାହିଁକି ଭୁକୁଛୁ ଭିତରେ ବେଦ ପାଠ ରେ ଅସୁବିଧା ହେଉଛି ଶିତାଳି କୁ କୁକୁର କହିଲା ମୁଁ ବ୍ରହ୍ମ ଦେବଙ୍କ ସାଙ୍ଗରେ କଥା ହେବାକୁ ଚାହୁଚି ଶିତଳି ଯାଇ ବେହ୍ମଦେବକୁ

କହିଲେ ଆଉ ପଚାରିଲେ ତୁମେ ଏପରି କାହିଁକି ଭୁକୁଛ ତୁମର କଣ ହୋଇଛି କୁକୁର ବ୍ରହ୍ମ ଦେବଙ୍କୁ ପ୍ରଣାମ କରି କହିଲା ସମସ୍ତ ଦେବା ଦେବୀ ମହାପ୍ରଭୁଙ୍କ ସେବା କରୁଛନ୍ତି ଆଉ ମୁଁ ମଧ୍ୟ ସେବା କରିବାକୁ ଚାହୁଛି ମତେ ଟିକେ ସୁଯୋଗ ଦିଅନ୍ତୁ ମହାପ୍ରଭୁଙ୍କ ସେବା କରିବାର ସୁଯୋଗ ପାଇଲେ ମୋ ଜୀବନ ଧନ୍ୟ ହୋଇଯିବ

ଆଉ ଏକଥା ଶୁଣି ବ୍ରହ୍ମ ନିଶବ୍ଧ ହୋଇଗଲେ ଆଉ କିଛି ସମୟ ପରେ ଭାବିକି କହିଲେ ତୁମେ ଦକ୍ଷିଣ ଦ୍ଵାରରେ ସର୍ବଦା ରହିବ କାରଣ ଦ୍ଵାର ନିକଟରେ ଆନନ୍ଦ ବଜାର ଆଉ ରସ ଶାଳା ଯଶ ଶାଲାରେ କିଛିବି ବ୍ୟତିକ୍ରମ ହୁଏ ତୁମେ ସଙ୍ଗେ ସଙ୍ଗେ ଆବିର୍ଭାବ ହେବ । ସେହିଦିନ ଠାରୁ ଶ୍ରୀମନ୍ଦିରରେ କୁକୁର ପୂଜା ପାଇଅଛି

Leave a Reply

Your email address will not be published. Required fields are marked *